ଯଦି ତୁଳସୀ ଗଛ ଶୁଖିଯାଏ ତେବେ ହୋଇଯାନ୍ତୁ ସାବଧାନ ! ହୋଇପାରେ ଏହି ଭୟଙ୍କର ଘଟଣା

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ସବୁଠାରୁ ପବିତ୍ର ଗଛ ବୋଲି କୁହାଯାଇଥାଏ। ପ୍ରତ୍ୟକ ହିନ୍ଦୁ ଲୋକମାନଙ୍କ ଘରେ ତୁଳସୀ ଗଛ ଲଗା ଯାଇଥାଏ। ତୁଳସୀ ଗଛର ସମ୍ଭଧ ନବଗ୍ରହ ସହିତ ଜଡିତ ଥାଏ। ଯେଉଁ ଘରେ ପ୍ରତ୍ୟକ ଦିନ ତୁଳସୀ ଗଛର ପୂଜା କରାଯାଇଥାଏ ସେହି ଘରର ଲୋକମାନେ ନବଗ୍ରହ ମାନଙ୍କର କୋପରୁ ମୁକ୍ତ ରହିଥାନ୍ତି। କିନ୍ତୁ ଆମର କିଛି କାରଣ ପାଇଁ ତୁଳସୀ ଗଛ ଶୁଖି ଯାଇଥାଏ ଏବଂ ପତ୍ର ଝଡି ଯାଏ। ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବୁ ଯେଉଁଥିରେ କ’ଣ ପାଇଁ ତୁଳସୀ ଗଛ ଶୁଖି ଯାଇଥାଏ ଏବଂ ତାର ଉପଚାର କ’ଣ।

ତୁଳସୀ ସବୁଠାରୁ ପବିତ୍ର ଏବଂ ସମ୍ଭୋଧନଶୀଳ ଗଛ ଅଟେ ଏବଂ ଏହା ବିଜ୍ଞାନ ମଧ୍ୟ ମନୁଛି କି ତୁଳସୀରେ ଚମତକାରୀ ଗୁଣ ଏବଂ ଔଷଧିଅ ଗୁଣ ଅଛି। ହିନ୍ଦୁ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଦିନ ତୁଳସୀରେ ପାଣି ଅର୍ପଣ କଲେ ଦୈବ୍ୟ କୃପା ମିଳିଥାଏ ଏବଂ ବ୍ୟକ୍ତିକୁ ବୈକୁଣ୍ଠର ପ୍ରାପ୍ତି ହୋଇଥାଏ। କୁହାଯାଏ କି ତୁଳସୀକୁ ମନୁଷ୍ୟ ମାନଙ୍କର ଉଧାର ପାଇଁ ପୃଥିବୀର ପଠା ଯାଇଛି। ଧ୍ୟାନ ରଖନ୍ତୁ କେବଳ ତୁଳସୀ କୁ ଘରେ ଲଗେଇ ଦେଲେ କିଛି ହେବନି ତାର ଧ୍ୟାନ ମଧ୍ୟ ରଖିବାକୁ ପଡିଥାଏ। ଘରେ ତୁଳସୀ ଗଛ ଲଗାଇଲେ ସେଥିରେ ଶକାରତ୍ମକ ର୍ଉଜା ଉତ୍ପନ ହୋଇଥାଏ କିନ୍ତୁ ତୁଳସୀ ଗଛକୁ ନେଇ କେତେକ ନିୟମ ରହିଛି। ଯାହାକୁ ପାଳିବା ନିହାତି ଆବଶ୍ୟକ ଅଟେ।

google

କୁହାଯାଏକି ତୁଳସୀ ଗଛକୁ ରବିବାର, ଏକାଦଶୀ, ସୂର୍ଯ୍ୟଗ୍ରହଣ, ଚନ୍ଦ୍ରଗ୍ରହଣ ଦିନରେ ଛୁଇଁବା ମନା କରାଯାଇଥାଏ। ଏହା ବ୍ୟତିତ ସୂର୍ଯ୍ୟଅସ୍ତ ପରେ ତୁଳସୀ ପତ୍ରକୁ ଛଣ୍ଡେଇବା ଭଲ ନୁହେଁ। ତୁଳସୀ ପାଖରେ ପ୍ରତ୍ୟକ ଦିନ ସନ୍ଧ୍ୟାରେ ଘିଅ ଦୀପ ଜାଳିବା ଏବଂ ତୁଳସୀ ମାତାଙ୍କର ଆଳତୀ କରିବା ଆବଶ୍ୟକ ଅଟେ। ଶୀତଦନେ ବହୁତ ଜଲଦି ତୁଳସୀ ଗଛ ଶୁଖି ଯାଇଥାଏ ସେଥିପାଇଁ ତା ତଳେ ଘିଅ ଦୀପ ନିଶ୍ଚିତ ଜଳାନ୍ତୁ ଯେମିତି ତାକୁ ଉଷୁମ ପ୍ରଦାନ ହେଉ। ଶୀତଦିନେ ତୁଳସୀରେ ଥଣ୍ଡା ପାଣି ନ ଦିଅନ୍ତୁ। ଯଦି ହୋଇପାରେ ତୁଳସୀରେ ଅଳ୍ପ ଉଷୁମ କରି ପାଣି ଦେଇପାରିବା।

କ୍ଷୀରରେ ପାଣି ମିଶେଇ ତୁଳସୀର ପୂଜା କରିବା ବହୁତ ଭଲ ଅଟେ ଏଥିରେ ତୁଳସୀର ପତ୍ର ଥଣ୍ଡା ଦିନରେ ମଧ୍ୟ ସତେଜ ରହିବ। ବ୍ରହ୍ମାଣ୍ଡ ପୁରାଣରେ ମଧ୍ୟ କୁହାଯାଇଛି କି ତୁଳସୀର ଶୁଖିଲା ଜଟକୁ ଛିଡାଇ ଦେବା କଥା ଏହା ରହିଲେ ତୁଳସୀ ଦୁଃଖି ହୋଇଥାଏ। ଶୁଖିଲା ତୁଳସୀ ଜଟ ଛିଡାଇବା ପରେ ତୁଳସୀ ଗଛର ବିକାଶ ବହୁତ ଭଲ ହୋଇଥାଏ।

google

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତୁଳସୀ ଗଛ ଶୁଖିବା ବହୁତ ଅଶୁଭ ମନା ଯାଇଥାଏ। ଏମିତି ହେବା ପଛରେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଗ୍ରହର ସ୍ତିତି ଖରାପ ଚାଲୁଛି ଏବଂ ତୁଳସୀ ଏହାର ସଂଙ୍କେତ ତାଙ୍କୁ ଦେଉଛି। ତୁଳସୀ ମନୁଷ୍ୟ ଜୀବନରେ ଆସୁଥିବା ବିପଦ ବିଷୟରେ ସଂଙ୍କେତ ଦେଇଥାଏ। ଯଦି ଘରେ କୌଣସି ସମସ୍ୟା ଆସିବାର ଅଛି କିମ୍ବା ଘରର କୌଣସି ବ୍ୟକ୍ତିର ଜୀବନରେ କିଛି ଖରାପ ହେବାକୁ ଯାଉଛି ତେବେ ତୁଳସୀ ମା ତାଙ୍କୁ ପ୍ରଥମରୁ ଜଣେଇ ଦେଇଥାଏ। ଏଥିପାଇଁ ଯଦି ଆପଣଙ୍କ ଘରେ ତୁଳସୀ ଶୁଖିଯାଏ ତେବେ ତାକୁ ତୁରନ୍ତ ବହୁଥିବା ପାଣିରେ ଫୋପାଡି ଦିଅନ୍ତୁ। ଧ୍ୟାନ ରଖନ୍ତୁ କେବେବି ତୁଳସୀକୁ ଶୁଖିବାକୁ ଦିଅନ୍ତୁ ନାହିଁ। ଏଥିପାଇଁ ତାର ସବୁବେଳେ ଦେଖା ଶୁଣା କରନ୍ତୁ ଏବଂ ସବୁଦିନ ପାଣି ଦିଅନ୍ତୁ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *