ଢ଼ଙ୍କାନାଳରେ ଯେବେ ନାଗ ଦେବତା ନିଜ ଭକ୍ତଙ୍କୁ ବଞ୍ଚେଇବା ପାଇଁ ଦୌ-ଡ଼ି ଚାଲି ଆସିଲେ ତା ପରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ବନ୍ଧୁଗଣ ମହାଦେବ ଦେବଙ୍କର ଦେବ ଅଟନ୍ତି ଏଥି ଲାଗି ତାଙ୍କୁ ମହାଦେବ କୁହାଯାଇଥାଏ। ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ମହାଦେବଙ୍କର ଏକ ଏମିତି ଚମତ୍କାର କାର୍ଯ୍ୟ ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଏହି କଥାଟି ଅଟେ ବିହାରର ଏକ ଛୋଟ ଗାଁର। ଏହି ଗାଁରେ ମହାଦେବଙ୍କର ଏକ ବହୁତ ବଡ଼ ପୁରୁଣା ମନ୍ଦିର ଅଛି। ଏହି ଶିବ ମନ୍ଦିର ବର୍ଷ ବର୍ଷରୁ ବନ୍ଦ ପଡିଛି। ଏହି ପୁରୁଣା ମନ୍ଦିରକୁ ଖୋଲିବାର ସାହସ ଆଜି ପର୍ଯ୍ୟନ୍ତ ବି କେହି କରିନାହାନ୍ତି। ଗାଁର ବୁଢାବୁଢ଼ୀ ମାନେ କୁହନ୍ତି କି ଏହି ମନ୍ଦିରରେ ବହୁତ ବଡ଼ ବଡ଼ ସାପ ଭଗବାନ ଶିବଙ୍କର ପୂଜା କରନ୍ତି। ଏଥି ଲାଗି ଆମକୁ ମନ୍ଦିର ଭିତରକୁ ଯିବା ଠିକ ହେବ ନାହିଁ। ଗାଁର ବହୁତ ସାରା ଲୋକ ଏମିତି ବି ଥିଲେ ଯିଏ ଚାହୁଁଥିଲେ କି ସେହି ପୁରୁଣା ମନ୍ଦିରକୁ ଖୋଲି ଦେବା ପାଇଁ। ତାହେଲେ ମହାଦେବଙ୍କର ଆମେ ପୂଜା କରିପାରିବା। କିନ୍ତୁ କାହାରି ମଧ୍ୟରେ ଏମତି ସାହସ ନଥିଲା କି ସେହି ପୁରୁଣା ମନ୍ଦିରର କବାଟ ଖୋଲିପାରିବ। ଲୋକମାନଙ୍କ ମନରେ ଏହି ମନ୍ଦିର ପ୍ରତି ଧୀରେ ଧୀରେ ଜିଜ୍ଞାସା ବଢି ଚାଲିଥିଲା। ଗାଁର କିଛି ଲୋକ ସରପଚକ ପାଖକୁ ଯାଇ କହିଲେ କି ଆମେମାନେ ମହାଦେବଙ୍କର ପୂଜା କରୁନାହୁଁ।

ଏଥି ଲାଗି ମହାଦେବ ଆମ ଉପରେ କ୍ରୋଧିତ ଅଛନ୍ତି। ଗାଁରେ ୩ ବର୍ଷ ହୋଇଗଲାଣି କିନ୍ତୁ ବର୍ଷା ଥରେ ବି ହୋଇନି। ଗାଁର ସବୁ ଏହି କଥା ପାଇଁ ଚିନ୍ତିତ ଅଛନ୍ତି। ଗାଁର ପ୍ରତ୍ୟକ ଘରେ କିଛି ନାଁ କିଛି ସମସ୍ୟା ଅଛି। ଗାଁରେ ବେଳେବେଳେ କିଛି ଅଦଦ୍ଭୁତ ଘଟଣା ମଧ୍ୟ ହେଉଛି। ଏଥି ଲାଗି ମହାଦେବଙ୍କ ମନ୍ଦିରକୁ ଖୋଲିଦେବା ଦରକାର।ଏବଂ ମହାଦେବଙ୍କର ପୂଜା କରିବା ଦରକାର। ମହାଦେବ ଆମ ଗାଁର ସବୁ ଅସୁବିଧା ଓ କଷ୍ଟ ଦୂର କରିଦେବେ। କିନ୍ତୁ କିଛି ଲୋକ ଏମିତି ବି ଥିଲେ ଯିଏ ଚାହୁଁଥିଲେ କି ଯଦି ମହାଦେବଙ୍କର ମନ୍ଦିରର କବାଟ ଖୋଲିଦିଆଜିବ ତ ମହାଦେବ ରାଗିଯିବେ। ଆଉ ପୁରା ଗାଁ ବର୍ବାଦ ହୋଇଯିବ।

ଏଥି ଲାଗି ମହାଦେବଙ୍କ ମନ୍ଦିରକୁ ଏବେ ଖୋଲା ହେବା ଉଚିତ ହେବ ନାହିଁ। ତା ପରେ ଭଲରେ ଭଲରେ ଭାବିଚିନ୍ତି ପଞ୍ଚାୟତ ନିଷ୍ପତି ନେଲା କି ମହାଦେବଙ୍କର ମନ୍ଦିରକୁ ମହାଶିବରାତ୍ରି ଦିନ ଖୋଲିଦିଆଜିବ। ଏହି କଥା ପୁରା ଗାଁରେ ହାଲା ହୋଇଗଲା। ସବୁ ଲୋକ ମହାଶିବରାତ୍ରି ଦିନକୁ ଅପେକ୍ଷା କରିବାକୁ ଲାଗିଲେ। ଏବଂ ଶେଷରେ ମହାଶିବରାତ୍ରି ଆସିଗଲା। ପୁରା ଗାଁର ଲୋକ ମନ୍ଦିର ବାହାରେ ଛିଡା ହୋଇଗଲେ। ସରପଞ୍ଚ ଓ ପୂଜାରୀ ନିଷ୍ପତି ନେଲେ କି ପ୍ରଥମେ ସେ ଦୁହେଁ ମହାଦେବଙ୍କ ମନ୍ଦିରକୁ ଯିବେ ଓ ତାପରେ ସମସ୍ତଙ୍କୁ ଆସିବାକୁ ଦିଆଯିବ।

ଡ-ରି ଡ-ରି ସରପଞ୍ଚ ମନ୍ଦିରର କବାଟ ଖୋଲିଲେ ଓ ତାପରେ ସାହସ ଦେଖାଇ ସରପଞ୍ଚ ଓ ପୂଜାରୀ ମନ୍ଦିର ଭିତରକୁ ଗଲେ। ମନ୍ଦିରର ଭିତରର ରୂପ ଦେଖି ଦୁଇ ଜଣ କମ୍ପିବାକୁ ଲାଗିଲେ। ଦୁଇଜଣ ଦେଖିଲେ କି ବହୁତ ବଡ଼ ବଡ଼ ସା-ପ ସବୁ ଶିବଙ୍କର ବେକରେ ଚଢ଼ୁଛନ୍ତି ଓ ଚାରିପଟେ ବୁଲୁଛନ୍ତି। ଏହା ଦେଖି ଦୁଇଜଣ ଡ-ରି ବାହାରକୁ ପଳାଇ ଆସିଲେ। ଓ କହିବାକୁ ଲାଗିଲେକି ମନ୍ଦିରର କବାଟ ଖୋଲି ଆମେ ଭୁଲ କରିଦେଲୁ। ମନ୍ଦିର ଭିତରେ ଏତେ ବଡ଼ ବଡ଼ ସା-ପ ଅଛନ୍ତି କି କିଏ ବି ଡ-ରିଯିବ। ତାପରେ ସରପଞ୍ଚ ମନ୍ଦିର ବନ୍ଦ କରିବାକୁ ଆଦେଶ ଦେଲେ। ଓ ତାପର ଠାରୁ ସେ ମନ୍ଦିରକୁ ଖୋଲିବାକୁ କେହିବି ସାହସ କରନ୍ତି ନାହିଁ।

Leave a Reply

Your email address will not be published. Required fields are marked *