ଭଉଣୀ ପ୍ରେମରେ ପାଗଳ ହେଲା ଭାଇ, ବାହାଘର ସ୍ଥିର ହେବାରୁ ଭଉଣୀର ଅଶିଳ ଫଟୋ ଉଠେଇ ପଠେଇଲା ଶାଶୁଘର ଲୋକଙ୍କୁ

ଭାଇ ଭଉଣୀର ସମ୍ପର୍କକୁ ପବିତ୍ର ବୋଲି କୁହାଯାଇଥାଏ। କିନ୍ତୁ ଏପରି କିଛି ଯୁବକ ଅଛନ୍ତି ଯିଏ ନିଜ ଭଉଣୀକୁ ପ୍ରେମ କରି ବସିଥାନ୍ତି। ପୁଣି ସେ ତାକୁ ବିବାହ କରିବା ପାଇଁ କିଛି ବି କରିଥାନ୍ତି। ଏମିତି ଏକ ଘଟଣା ସାମନାକୁ ଆସିଛି ଛପରା ସହରରୁ ଆସିଛି ଯେଉଁଠି ଏକ ଯୁବକ ଏପରି କରିଛି। ତାକୁ ତାର ଦାଦାର ଝିଅ ଭଉଣୀ ସହ ଏକତରଫା ପ୍ରେମ ହୋଇଯାଇ ଥିଲା। ଯେତେବେଳେ ସେହି ଝିଅର ଅନ୍ୟ ଜାଗାରେ ବିବାହ ନିଶ୍ଚିତ ହେଲା ସେତେବେଳେ ତା ଭାଇ ତା ଭଉଣୀର ଅଶିଳ ଫଟୋ ଭାଇରାଲ କରି ତାର ହେବାକୁ ଥିବା ଶାଶୁଘର ଲୋକମାନଙ୍କ ପାଖକୁ ଫଟୋ ପଠାଇ ଦେଇଥିଲା। ତାପରେ ଯେଉଁ ହଙ୍ଗାମା ହେଲା ଏମିତି ହଙ୍ଗାମା କେହି ବି କାହା ଘରେ ଚାହିଁବେ ନାହିଁ।

ବାସ୍ତବରେ ଏହି ଘଟଣା ଛପରା ସହରର ଭଗବାନ ବଜାର ଥାନା କ୍ଷେତ୍ରର ଟକ୍କର ମୋର ମୋହଲ୍ଲାରେ ରହୁଥିବା ଆରୋପି ହିମାଂଶୁ କୁମାର କରିଛନ୍ତି। ହିମାଂଶୁ ନିଜର ଦାଦା ଝିଅର ଏକତରଫା ପ୍ରେମରେ ଏମିତି ପାଗଳ ଥିଲା କି ସେ ତାର ପାଗଳାମିରେ ସବୁ ସୀମା ପାର କରିଛି। କୁହାଯାଉଛି କି ଯେମିତି ସେ ଝିଅର କେଉଁଠି ବି ବିବାହ ନିଶ୍ଚିତ ହୁଏ ତେବେ ହିମାଂଶୁ ସେ ବିବାହକୁ କୌଣସି ବି ପ୍ରକାରରେ ସେ ବିବାହକୁ ଭାଙ୍ଗି ଦିଏ।

ଏଥର ଝିଅର ପ୍ରସ୍ତାବ ଶିବାନରୁ ଆସିିଥିଲା। ପ୍ରଥମ କିଛି ଦେଖାପରେ ବିବାହ ନିଶ୍ଚିତ ହୋଇଥିଲା। କିନ୍ତୁ ଝିଅର ପାଗଳ ଭାଇ ଝିଅର ଶାଶୁଘର ଲୋକମାନଙ୍କ ପାଖକୁ ଝିଅର ଆପତ୍ତିଜନକ ଫଟୋ ପଠାଇ ଦେଇଥିଲା। ଯେତେବେଳେ ତାଙ୍କୁ ଏ ବିଷୟରେ ଜଣା ପଡିଲା ସେତେବେଳେ ସେମାନେ ଶିବାନ ରୁ ଛପରା ଆସିଲେ ଏବଂ ପୁଣି ବହୁତ ହଙ୍ଗମା ହେଲା। ଶେଷରେ ଝିଅର ବିବାହ ଭାଙ୍ଗି ଯାଇଥିଲା।

ଏହି କଥାରେ ରାଗି ଯାଇ ଝିଅଟି ନିଜ ବଡବାପାଙ୍କ ପୁଅ ନାମରେ ଛପରା ଥାନାରେ ଅଭିଯୋଗ କରିଥିଲା। ପୋଲିସ ଆରୋପିକୁ ଗିରଫ ମଧ୍ୟ କରିଥିଲା କିନ୍ତୁ ଯୁବକ ଜଣକ ବେଲରେ ବାହାରକୁ ଆସିଛି। ଝିଅର ଶାଶୁଘର ଲୋକ ମଧ୍ୟ ଯୁବକ ଜଣକୁ ବୁଝାଇଥିଲେ କିନ୍ତୁ କିଛି ବି ସଫଳ ହେଲା ନାହିଁ।

ପରିବାର ଲୋକ ପୁଅର ଏହି ପ୍ରକାର କତୃତ୍ବକୁ କେତେ ଥର ଦବେଇବାକୁ ମଧ୍ୟ ଚେଷ୍ଟା କରିଥିଲେ କିନ୍ତୁ କୌଣସି କଥା ସେ ଶୁଣି ନଥିଲା। ଖବର ଅନୁସାରେ ଝିଅଟିର ବାପାଙ୍କ ମୃତ୍ୟୁ ହୋଇ ସାରିଛି। ସେ ନଜର ମା ସହିତ ଏକା ରୁହେ। ହିମାଂଶୁ ର ଏପରି ପାଗଳ ବ୍ୟବହାର ପାଇଁ ମା ଏବଂ ଝିଅ ବହୁତ ଚିନ୍ତିତ ଅଛନ୍ତି। ସେ ଝିଅଟି ରାଗି ଯାଇ ତା ବଡବାପାଙ୍କ ପୁଅକୁ ଧମକ ମଧ୍ୟ ଦେଇଥିଲା କି ‘ ଯଦି ମତେ ତୁମେ ପୁଣି ହଇରାଣ କର ତେବେ ମୁଁ ଆତ୍ମହତ୍ୟା କରିଦେବି ‘।

ସାରା ଦୁନିଆରେ ଏକତରଫା ପ୍ରେମ ପାଇଁ ଗୋଟେ ଗୋଟେ ବଡ କାଣ୍ଡ ହେଉଛି। ଯଦି ଆପଣ କହାକୁ ପ୍ରେମ କରୁଛନ୍ତି ଯଦି ସେହି ସାମ୍ମନା ବାଲା ତୁମକୁ ପସନ୍ଦ କରୁ ନାହିଁ ତେବେ ଆପଣ ତାଙ୍କର ସମ୍ମାନ କରିବା ଆବଶ୍ୟକ। ସେ ତାର ଇଛା ସେ ଆପଣକୁ ବିବାହ କରିବ କି ଅନ୍ୟ କୁ।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *