ଭୁଲରେ ବି କିଣନ୍ତୁ ନାହିଁ ଏହି ୫ଟି ଜିନିଷ, ନହେଲେ ହୋଇଯିବ ସର୍ବନାଶ..

ଧନତେରସ ଦିନ ଏହି ୫ ଟି ଜିନିଷ କିଣନ୍ତୁ ନାହିଁ। ନଚେତ କାଙ୍ଗାଳ ହୋଇଯିବେ। ଏହି ଦିନ କିଛି ନୂଆ ଜିନିଷ କିଣିବାକୁ ଶୁଭ ମାନାଯାଏ।କିନ୍ତୁ କିଛି ଏମିତି ଜିନିଷ ଅଛି ଯାହାକୁ କିଣିବା ଦ୍ୱାରା ଆପଣଙ୍କର ବହୁତ କ୍ଷତି ହୋଇପାରେ।ଏମିତି ମାନାଯାଏ କି ଧନତେରସ ଦିନ ଦେବୀ ମା ଲକ୍ଷ୍ମୀ, ଭଗବାନ କୁବେର, ଦେବତୈତ ଧନନ୍ତରୀଙ୍କ ପୂଜା କରାଯାଏ। ମାନାଯାଏ କି ଏହି ଦିନ ମା ଲକ୍ଷ୍ମୀଙ୍କ ପୂଜା କରିବା ପୂର୍ବରୁ ଭଗବାନ କୁବେର ଦେବଙ୍କ ଆରାଧନା କରିବା ଦରକାର। ଯଦି ସେହିଦିନ ଭଲ ମୁହୂର୍ତ୍ତରେ ମା ଲକ୍ଷ୍ମୀଙ୍କର ପୂଜା କରାଯିବ ତ ତାଙ୍କର କୃପା ମିଳିବ। ଆଉ ସ୍ୱାସ୍ଥ୍ୟ ବି ଭଲ ରହିବ। ତ ଆସନ୍ତୁ ଜାଣିବା କେଉଁ ଜିନିଷ ଧନତେରସ ଦିନ କିଣିବା ଭଲ ନୁହେଁ। ନଚେତ ଘରକୁ କେବେବି ଧନ ଆସିବ ନାହିଁ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

କାଚର ଜିନିଷ:

ଧନତେରସ ଦିନ କାଚର ଜିନିଷ ଭୁଲରେ ବି ମଧ୍ୟ କିଣିବା ଉଚିତ ନୁହେଁ। ଏହାର ସମ୍ବଦ୍ଧ ରାହୁ ଙ୍କ ସହିତ ହୋଇଥାଏ। ସେଥିପାଇଁ ଏହି ଜିନିଷକୁ କିଣନ୍ତୁ ନାହିଁ।

 ଆଲୁମିନିୟମର ବାସନ:

ମାନାଯାଏ କି ଧନତେରସ ଦିନ ଆଲୁମିନିୟମର ବାସନ କିଣିବା ଶୁଭ ହୋଇନଥାଏ। ଏହି ଧାତୁର ଅଧିପତି ରାହୁ ହୋଇଥାଆନ୍ତି ସେଥିପାଇଁ ଏହି ଜିନିଷ ଧନତେରସ ଦିନ କିଣନ୍ତୁ ନାହିଁ।

କୌଣସି ଧାରୁଆ ଜିନିଷ:

ଏହି ଦିନ କୌଣସି ଧାରୁଆ ଜିନିଷ କିଣନ୍ତୁ ନାହିଁ। ଯେମିତିକି କଇଁଚି, ଛୁରୀ ଯେମିତି ଧାରୁଆ ଜିନିଷ କିଣନ୍ତୁ ନାହିଁ। ଏହା ଦ୍ୱାରା ଘରକୁ ଦାରିଦ୍ର୍ୟତା ଆସିଥାଏ।

ନୂଆ ବାହାନ:

ଏହି ଦିନ ମଧ୍ୟ ନୂଆ ବାହାନ କିଣନ୍ତୁ ନାହିଁ। ଏହି ଦିନ ବାହାନ କିଣିବା ଭଲ ନୁହେଁ। ଯଦି କିଣିବେ ରାହୁ କେତୁଙ୍କର ଧ୍ୟାନ ରଖି କିଣନ୍ତୁ।

କଳା ରଙ୍ଗର ବସ୍ତ୍ର:

କୌଣସି ଶୁଭ ଦିନରେ କଳାରଙ୍ଗ ର ବସ୍ତ୍ର ପରିଧାନ କରିବା ଉଚିତ ନୁହେଁ। ମାନାଯାଏ କି ଧନତେରସ ଦିନ କଳା ରଙ୍ଗର ବସ୍ତ୍ର କିଣିବା ଶୁଭ ହୋଇନଥାଏ। ଏହା ଦ୍ୱାରା ବହୁତ କ୍ଷତି ଭୋଗିବାକୁ ପଡିଥାଏ।

ଲୁହା ନିର୍ମିତ ବସ୍ତୁ:

ଲୁହାରେ ନିର୍ମିତ ବସ୍ତୁ ଆପଣ ଭୁଲରେ ବି ଧନତେରସ ଦିନ ଘରକୁ ଆଣନ୍ତୁ ନାହିଁ। ଏହା ଦ୍ୱାରା ଘରେ ନକରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ। ତେବେ ବନ୍ଧୁଗଣ ଧନତେରସ ଦିନ ଆପଣ ମାନେ ଏହିସବୁ ଜିନିଷ କିଣିବାରୁ ବଞ୍ଚନ୍ତୁ। ନଚେତ କାଙ୍ଗାଳ ହୋଇଯିବେ।

ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ହୃଦୟରୁ ଗୋଟେ ଲାଇକ ଏବଂ ଶେୟାର ନିଶ୍ଚିନ୍ତ କରନ୍ତୁ | ଏବଂ ମନରେ ଭକ୍ତି ଥିଲେ ଲେଖିଦିଅନ୍ତୁ ” ଜୟ ମା ଲକ୍ଷ୍ମୀ “

Leave a Reply

Your email address will not be published. Required fields are marked *