ପଇସା ବଞ୍ଚେଇବା ପାଇଁ ବିପାଶା ବସୁ ନେଉଥିଲେ ଦଶ ଟଙ୍କାର ଖାଇବା ଥାଳି, EX ବୟଫ୍ରେଣ୍ଡ ସହ କରୁଥିଲେ ସେୟାର।

ମୁମ୍ବାଇ: ବିପାଶା ବସୁ ଏବଂ ୯୦ ଦଶକର ସକ୍ସେସଫୁଲ ମଡେଲ ଡିନୋ ମେରିୟାଙ୍କ ମଧ୍ୟରେ ଆଫେୟର ଚର୍ଚ୍ଚା ଆଗରୁ ହୋଇସାରିଛି। ଦୁଇ ଜଣ ଯାକ ମଡଲିଂଗରୁ କାରିଅର ଆରମ୍ଭ କରିଥିଲେ। ମଡଲିଂଗ ପରେ ସେ ଦୁଇ ଜଣ ଫିଲ୍ମକୁ ଆସିଥିଲେ। ଦୁଇ ଜଣ ଯାକ ବିକ୍ରମ ଭଟ୍ଟଙ୍କ ଫିଲ୍ମ ‘ ରାଜ ‘ ରୁ ନିଜର ପ୍ରଥମ ଫିଲ୍ମ କାରିଅର ଆରମ୍ଭ କରିଥିଲେ। ତାଙ୍କର ଏହି ଫିଲ୍ମ ହିଟ ଥିଲା। ଖବର ଥିଲା କି ଫିଲ୍ମ ରିଲିଜ୍ ହେବା ସମୟରେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ଏବଂ ପାଞ୍ଚ ବର୍ଷ ପରେ ଦୁଇ ଜଣ ଅଲଗା ହୋଇ ଯାଇଥିଲେ। ବ୍ରେକପ୍ ପରେ ମଧ୍ୟ ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା ରହିଛି। ଅଳ୍ପ ଖାଇବା ଖାଇ ପଇସା ବଞ୍ଚାଉ ଥିଲେ।

ବସ୍ତବରେ ଏହି ସବୁ କଥା ଆମେ ଡୀନୋ ମେରିଆଙ୍କ ଜନ୍ମ ଦିନରେ କହୁଛୁ। ଡୀନୋଙ୍କ ଜନ୍ମ ୧୯୭୫ ନଭେମ୍ବର ୯ ତାରିଖରେ ବୈଙ୍ଗାଲୁୁର ରେ ହୋଇଥିଲା। ତାଙ୍କର ଜନ୍ମ ଦିନରେ ତାଙ୍କ ଜୀବନର ସଂର୍ଘଷ କୁ ଆମେ ଆପଣଙ୍କୁ କହୁଛୁ। ଯାହା ବହୁତ ଇନସ୍ପିରେଶନାଲ ଅଟେ। ଏହି କଥା ବିପାଶା ନିଜେ ଏକ ଇନ୍ଟ୍ରବ୍ୟୁରେ କହିଥିଲେ।

ବିପାଶା କହିଥିଲେ କି ଥାଳିରେ ଭାତ ଏବଂ ରୁଟି ଦୁଇଟି ଯାକ ଥିଲା। ଗୋଟିଏ ଦିନ ବିପାଶା ରୁଟି ଖାଉଥିବା ବଦଳରେ ଡୀନୋ ଭାତ ଖାଉଥିଲେ ଆଉ ଏକ ଦିନେ ଡୀନୋ ରୁଟି ଖାଉଥିଲେ ବିପାଶା ଭାତ।

କୁହାଯାଉଛି କି ବିପାଶା ଏବଂ ଡୀନୋ ଅଲଗା ହେବା ବହୁତ ବର୍ଷ ହୋଇଗଲାଣି। କିନ୍ତୁ ଦୁଇ ଜଣଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି। ଦୁଇ ଜଣ ପରସ୍ପର ପୋଷ୍ଟରେ କମେଣ୍ଟ୍ କରନ୍ତି। ଡିନୋ ବିପାଶା ଏବଂ କରନଙ୍କ ବିବାହକୁ ମଧ୍ୟ ଆସିଥିଲେ।

ଏବେ ବିପାଶା କରନ ଗ୍ରୋବରଙ୍କୁ ବିବାହ କରି ତାଙ୍କ ଜୀବନରେ ସେ ବହୁତ ଖୁସି ଅଛନ୍ତି। ସେଇଠି ଡୀନୋ ମଧ୍ୟ ତାଙ୍କ ଜୀବନରେ ଆଗକୁ ବଢି ସାରିଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *