ଡଙ୍ଗାଟିକୁ ଚଲେଇବା ପାଇଁ ଚାଲିଥିଲା ପ୍ରସ୍ତୁତି , ସେହି ସମୟରେ ଏକ ବି-ସ୍ପୋ-ର-ଣ ହେଲା, ଭିଡ଼ିଓ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ- ଦେଖନ୍ତୁ video

ସୋସିଆଲ ମିଡ଼ିଆରେ ସଦାବେଳେ କିଛି ଭିଡ଼ିଓ ଭାଇରାଲ ହୋଇଥାଏ । ଏହା ମଧ୍ୟରୁ କିଛି ମଜାଳିଆ ଆଉକିଛି ଆଶ୍ଚର୍ଯ୍ୟ କରିଥାଏ । ଆଉ କିଛି ଭିଡ଼ିଓ ଏପରି ମଧ୍ୟ ହୋଇଥାଏ ଯାହାକୁ ଦେଖି ଆଖି ଖୋଲା ରହିଯାଏ । ଏହିପରି ଏକ ଭିଡ଼ିଓ ସାମ୍ନାକୁ ଆସିଛି , ଯାହାକୁ ଦେଖି ଆପଣଙ୍କୁ ହସ ବି ଲାଗିବ ଏବଂ ଆଶ୍ଚର୍ଯ୍ୟ ବି ହୋଇଯିବେ । ମହିଳାଙ୍କ ସହ ଯାହା ହେଲା ସେ ମଧ୍ୟ ଏହାକୁ କଳ୍ପନା କରି ନଥିବେ ।

ଏହି ଭିଡ଼ିଓରେ ଜଣେ ମହିଳା ଡ଼ଙ୍ଗାରେ ଛିଡା ହୋଇଥିଲେ । ମହିଳା ଡଙ୍ଗାଟିକୁ ଚଲାଇବାକୁ ଚେଷ୍ଟା କରୁଥିଲେ । ସେହି ସମୟରେ ଜଣେ ବ୍ୟକ୍ତି ମହିଳାଙ୍କୁ ସାହାଯ୍ୟ କରିବା ପାଇଁ ସେଠାରେ ଉପସ୍ଥିତ ହୁଅନ୍ତି । କିନ୍ତୁ ହଠାତ ସେହି ଡ଼ଙ୍ଗାରେ ବିସ୍ପୋରଣ ହେବା ଫଳରେ ମହିଳା ଜଣକ ପାଣିରେ ପଡିଗଲେ । ଏହା ପରେ ସାହାଯ୍ୟ କରିବାକୁ ଆସିଥିବା ବ୍ୟକ୍ତି ଜଣକ ମଧ୍ୟ ପାଣିରେ ପଡ଼ିଯାଆନ୍ତି । କିଛି ସମୟ ପରେ ଅନ୍ୟ ବ୍ୟକ୍ତି ଜଣକ ଆସନ୍ତି , ସେ ମଧ୍ୟ ପାଣିରେ ପଡିଯାଆନ୍ତି । ଭିଡ଼ିଓଟି ବହୁତ ମଜାଳିଆ ଏବଂ ଆଶ୍ଚର୍ଯ୍ୟ ମଧ୍ୟ କରିଥାଏ । ସର୍ବ ପ୍ରଥମେ ଆପଣ ଏହି ଭିଡ଼ିଓଟିକୁ ଦେଖନ୍ତୁ ।

https://twitter.com/HolyCow_Inc/status/1381977176799580162?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1381977176799580162%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.tv9hindi.com%2Ftrending%2Fblast-on-boat-watch-funny-viral-video-617005.html

କେମିତି ଲାଗିଲା ଏହି ଭିଡ଼ିଓଟି ଆପଣଙ୍କୁ । ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଏହି ଭିଡ଼ିଓକୁ ‘ Holy Cow ‘ ନାମକ ଆକାଉଣ୍ଟରେ ସେୟାର କରାଯାଇଛି । ଭିଡ଼ିଓ ସହ କିଛି ମଜାଳିଆ କ୍ୟାପସନ ମଧ୍ୟ ଲେଖାଯାଇଛି । ଭିଡ଼ିଓଟି ଖୁବ ଶୀଘ୍ର ଭାଇରାଲ ହେବାରେ ଲାଗିଛି । ଘ-ଟ-ଣା-ଟି ଲେଖାହେବା ପୂର୍ବରୁ ଏହି ଭିଡ଼ିଓକୁ 7 ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି । ଏହି ଭିଡ଼ିଓକୁ 16 ଶହ ଲୋକ ପସନ୍ଦ କରିଛନ୍ତି । ତାହା ସହ ଲୋକମାନେ ଏହି ଭିଡ଼ିଓରେ ଲଗାତାର କମେଣ୍ଟ କରିଚାଲିଛନ୍ତି । ଆପଣଙ୍କୁ ଏହି ଭିଡ଼ିଓଟି କିପରି ଲାଗିଲା ଆମକୁ କମେଣ୍ଟ କରି କୁହନ୍ତୁ ।

Leave a Reply

Your email address will not be published. Required fields are marked *