କୋଟି କୋଟି ଟଙ୍କା ର ଫ୍ଲାଟ ଛାଡି ଏଥିପାଇଁ ଶାଶୁ ଶଶୁରଙ୍କ ସହିତ ରହୁଛନ୍ତି ବୋହୁ ଐଶ୍ଵରିୟା, ଏମିତି ଅଟେ ବଚ୍ଚନ ପରିବାର ବୋହୁ ର ଆଲିସାନ ଘର

ମିସ ଓ୍ବାଲଡର ତାଜ ପିନ୍ଧିଥିବା ଐଶ୍ଵରିୟା ରାୟ ବଚ୍ଚନ ୪୭ ବର୍ଷ ର ହୋଇଗଲଣି। ତାଙ୍କର ଜନ୍ମ ୧୯୩୭ ନଭେମ୍ବର ୧ ମଙ୍ଗଳବାର ଦିନ ହୋଇଥିଲା। ଐଶ୍ଵରିୟାଙ୍କୁ ପ୍ରଥମେ ମଡଲିଂଗ ର ଅଫର କୈମଲୀନ କମ୍ପାନୀ ରୁ ମିଳିଥିଲା। ଯେତେବେଳେ ସେ ନବମ ଶ୍ରେଣୀ ରେ ପଢୁଥିଲେ। ଏହା ପରେ ସେ କେତେକ ଆଡ୍ଡ ରେ କାମ କଲେ ଏବଂ ତା ସହିତ ପାଠ ମଧ୍ୟ ପଢୁଥିଲେ। ମଡଲିଂଗ ଆଡକୁ ପାଦ ବଢେଇ ଥିବା ଐଶ୍ଵରିୟା ୧୯୯୧ ମସିହାର ସୁପର ମଡେଲ କନ୍ଟେଷ୍ଟ ରେ ଜିତି ଥିଲେ। ଫୋଡ ଦ୍ବାରା ଅର୍ଗାନାଇଜ ଏହି ପ୍ରତିଯୋଗୀତା କୁ ଜିତିବା ପରେ ଐଶ୍ଵରିୟାଙ୍କୁ ଓ୍ବୋଗ ମୈଗାଜିନ ର ଆମେରିକାନ ଅଡିଶନ ରେ ଜାଗା ମିଳିଥିଲା।

ଏହା ପରେ ସେ ପଛ କୁ ଫେରି କେବେବି ଦେଖି ନାହାଁନ୍ତି ଏବଂ ସଫଳତାର ସିଢି ଛଢି ଚାଲିଲେ। ଏହାତ ସବୁ ଯାଣିଛନ୍ତି ଐଶ୍ଵରିୟା ବଲିଉଡ ର ସବୁଠାରୁ ଫେମସ ବଚ୍ଚନ ପରିବାରର ବୋହୁ। ୨୦୦୭ ରେ ଅଭିଷେକ ବଚ୍ଚନ ଙ୍କୁ ବିବାହ କରିବା କିଛି ବର୍ଷ ପରେ ସେ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପଲେସ ରେ ୫୫୦୦ ସ୍କୋୟାର ଫୁଟ ର ଏକ ଲଗଜରି ଆର୍ପାଟମେଣ୍ଟ କିଣିଥିଲେ। ଐଶ୍ଵରିୟା ଏବଂ ଅଭିଷେକ ଙ୍କର ଏହି ଆର୍ପାଟମେଣ୍ଟ ୨୧ କୋଟି ଟଙ୍କା ରୁ ଅଧିକ ଅଟେ। ଘର ଭିତରୁ ବହୁଆ ଲଗ୍ଜେରିଅସ୍ ଅଟେ।

 

ଏବେ ଐଶ୍ଵରିୟା ନିଜର ବଡ ଘର ଥାଇ ମଧ୍ୟ ସେ ନିଜର ଶାଶୁ ଯୟା ବଚ୍ଚନ ଏବଂ ଶଶୁର ଅମିତାଭ ବଚ୍ଚନ ଙ୍କ ସହିତ ଜଲାସ ବଗଂଳା ରେ ରହୁଛନ୍ତି। ଶାଶୁ ଘର ଲୋକଙ୍କ ସହ ରହିବାର କାରଣ ଐଶ୍ଵରିୟା ଏକ ଇନ୍ଟ୍ରବ୍ୟୁ ରେ କହିଥିଲେ।

ଐଶ ଏବଂ ଅଭି ଏ ଲଗଜରି ଘର କିଣି ନେଇଛନ୍ତି କିନ୍ତୁ ରିର୍ପୋଟ ଅନୁସାରେ ଏହି ଘରେ ଏପର୍ଯ୍ୟନ୍ତ ସେହି ଦମ୍ପତି ସିପ୍ଟ ହୋଇ ନାହାଁନ୍ତି। ଏହାର ଅର୍ଥ ହେଉଛି ସେମାନେ ତାଙ୍କ ପାରେଣ୍ଟସଙ୍କ ସହ ରହିବାକୁ ପସନ୍ଦ କରୁଛନ୍ତି।

ଐଶ କହିଥିଲେ ମତେ ମା ବାପାଙ୍କ ଠାରୁ ଛୋଟ ବେଳୁ ପରିବାର ସହିତ ରହିବାର ମୂଲ୍ୟର ଶିକ୍ଷା କୁହାଯାଇଛି। ଏକାଠି ରହିବା ଦ୍ବାରା ପରିବାରରେ ସୁଖ ମିଳିଥାଏ। ଏବଂ ଆମେ ଅନ୍ୟର ନିକଟତମ ହୋଇଥାଉ। ପରିବାର ସେତେବେଳେ ମଜବୁତ ହୋଇଥାଏ ଯେତେବେଳେ ସବୁ ଲୋକ ଏକାଠି ମିଶି ରୁହନ୍ତି ।

ଐଶ୍ଵରିୟାଙ୍କର ଏହି ଘର ମୁମ୍ବାଇ ର ସନଟେକ ରିୟଲିଟି ରେ ଅଛି। ଯେଉଁଥିରେ ସନଟେକ ର ଏହି ହାଉନ ର ଟିମ ଏହି ଘର ଡିଜାଇନ କରିଥିଲା।

ଏହି ଆପାର୍ଟମେଣ୍ଟରେ  ସବୁପ୍ରକାରର ସୁବିଧା ରହିଛି। ଭିତରୁ ଦେଖିବାକୁ ଏହି ଆର୍ପାଟମେଣ୍ଟ ବହୁତ ଲଗଜରିସ୍ ଅଟେ।

ଘର ର ବେଡ ରୁମ ରେ କାଚ ର ବଡ ବଡ ଝରକା ରହିଛି। ଯାହା ଦ୍ବାରା ବାହାର ସୁନ୍ଦର ଦୃଶ୍ୟ ଦେଖା ଯାଇ ପାରିବ।

ଏକ ସୁନ୍ଦର ସୁଇମିଙ୍ଗ ପୁଲ ମଧ୍ୟ ସେହି ଆପାର୍ଟମେଣ୍ଟରେ ରହିଛି।

ଘରେ ଥିବା କିଚେନ କୁ ବହୁତ ସୁନ୍ଦର ଭାବେ ଡିଜାଇନ କରାଯାଇଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *