ନୁଆ ବର୍ଷ ୨୦୨୧ ରେ ଏହି ୫ ଟି ଜିନିଷ ଘରକୁ ଆଣନ୍ତୁ, ଧନର ବର୍ଷା ଲାଗି ରହିବ।

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯେ ନୁଆ ବର୍ଷ ୨୦୨୧ ରେ ଏହି ୫ ଟି ଜିନିଷ ଘରକୁ ଆଣନ୍ତୁ, ଧନର ବର୍ଷା ଲାଗି ରହିବ। ତେବେ ଆସନ୍ତୁ ଜାଣିବା ସେହି ୫ ଟି ଜିନିଷ କଣ କଣ।

ବନ୍ଧୁଗଣ ନୁଆ ବର୍ଷ ଆସିବା ପାଇଁ ଆଉ ମାତ୍ର କିଛି ଦିନ ବାକିଅଛି। ସମସ୍ତଙ୍କ ମନରେ ଗୋଟେ ଇଛା ଥାଏକି ନୂତନ ବର୍ଷଟି କିପରି ଭଲରେ ଏବଂ ସୁଖରେ ବ୍ୟତିତ ହେବ। ତେବେ ଆଜି ଆମେ ଏହି ପୋଷ୍ଟ ମାଧ୍ୟମରେ ଜଣେଇବୁ ନୁଆ ବର୍ଷ ୨୦୨୧ ଆସିବା ପୁର୍ବରୁ ଘରକୁ କେଉଁ ଜିନିଷ ଆଣିଲେ ଅମର ଶୁଭ ହୋଇଥାଏ। ତାହା ସହିତ ବର୍ଷସାରା ଟଙ୍କା ପଇସାର ଅଭାବ ଦେଖାଯାଏ ନାହିଁ।ଏମିତି କୁହାଯାଏ କି ନୁଆ ବର୍ଷର ଆରମ୍ଭ ଯଦି ଭଲରେ କରାଯିବ ତେବେ ପୁରା ବର୍ଷ ଭଲରେ କଟିବ। ବନ୍ଧୁଗଣ ନୁଆ ବର୍ଷ ଆସିବା ପୁର୍ବରୁ ଏହି ୬ ଟି ଜିନିଷ ମଧ୍ୟରୁ କୌଣସି ବି ଗୋଟିଏ ଜିନିଷ ଘରକୁ ନେଇଆସନ୍ତୁ।ଦେଖିବେ ଆପଣ ମାନଙ୍କର ଭାଗ୍ୟ ଚମକି ଉଠିବ। ମା ଲକ୍ଷ୍ମୀଙ୍କର କୃପାରୁ ଆପଣ ମାନଙ୍କର ପୁରା ବର୍ଷଟି ହସ ଖୁସିରେ ବ୍ୟତିତ ହେବ।ତେବେ ଆସନ୍ତୁ ଜାଣିବା ସେହି ୬ ଟି ଜିନିଷ ବିଷୟରେ।

ଭଗବାନ ଗଣେଷଙ୍କର ମୂର୍ତ୍ତି: ଭଗବାନ ଗଣେଷଙ୍କୁ ବିଘ୍ନ ହାରତା ବୋଲି ମଧ୍ୟ କୁହାଯାଏ।ଯିଏ ସବୁ ଦୁଃଖ କଷ୍ଟକୁ ଦୂର କରିଥାନ୍ତି। ଯଦି ଆପଣ କୌଣସି ସମସ୍ୟାରେ ଫସି ଯାଇଛନ୍ତି ତେବେ ନୁଆ ବର୍ଷରେ ଭଗବାନ ଗଣେଷଙ୍କର ମୂର୍ତ୍ତି ନିଶ୍ଚୟ ଘରକୁ ଆଣନ୍ତୁ। ଏହା ଦ୍ବାରା ଭଗବାନ ଗଣେଷ ଆପଣଙ୍କ ଜୀବନରେ ସବୁ ଦୁଃଖ କଷ୍ଟକୁ ସମାପ୍ତ କରିଦେବେ। ଏବଂ ଆପଣଙ୍କୁ ଖୁସି ପ୍ରଦାନ କରିବେ। ନୁଆ ବର୍ଷ ଦିନ ହିଁ ଭଗବାନ ଗଣେଷଙ୍କର ମୂର୍ତ୍ତିକୁ ପୁଜା ପାଠ କରନ୍ତୁ। ଦେଖିବେ ଧୀରେ ଧୀରେ ଭଗବାନ ଗଣେଷ ଆପଣ ମାନଙ୍କର ସମସ୍ତ ସମସ୍ୟା ଦୂର କରିଦେବେ।

ନଡିଆ: ଏହି ବର୍ଷ ଯଦି ନଡିଆ ଭାଙ୍ଗି ଆରମ୍ଭ କରାଯାଏ ତେବେ ବହୁତ ଶୁଭ ହୋଇଥାଏ। ଏହା ଦ୍ବାରା ଆପଣ ମାନଙ୍କର ସଫଳତାର ରାସ୍ତାବି ଖୋଲି ଯାଇଥାଏ। ଘରୁ ସମସ୍ତ ନକାରାତ୍ମକ ଉର୍ଜା ବାହାରି ଯାଇଥାଏ। ଏବଂ ସକାରାତ୍ମକ ଉର୍ଜା ପ୍ରବେଶ କରିଥାଏ। ଘରେ ହେଉ କିମ୍ବା କୌଣସି ମନ୍ଦିରରେ କେଉଁଠିବି ନଡିଆ ଭାଙ୍ଗି ପାରିବେ।

ମୟୁର ପଙ୍ଖ : ବନ୍ଧୁଗଣ ଯଦି ଆପଣ ସବୁବେଳେ ଧନର ସମସ୍ୟାକୁ ନେଇ ଚିନ୍ତିତ ରହୁଥାନ୍ତି ତାହେଲେ ଏହି ନୁଆ ବର୍ଷଦିନ ଘରକୁ ମୟୁର ପଙ୍ଖ ନିଶ୍ଚୟ ଆଣନ୍ତୁ।ଧ୍ୟାନ ରଖିବେ ଯେ କିଣିବା ସମୟରେ ଭଗବାନ ଶ୍ରୀ କୃଷ୍ଣଙ୍କର ନାମ ନିଶ୍ଚୟ ନେବେ। ଏମିତି କରିବା ଦ୍ବାରା କାର୍ଯ୍ୟରେ ସଫଳତା ମିଳିଥାଏ। ଆଉ ସବୁ କାମ ଭଲରେ ହୋଇଥାଏ।

ମନିପ୍ଲାଣ୍ଟ ଗଛ: ଏହି ନୁଆ ବର୍ଷରେ ଆପଣ କୌଣସି ବି ମନିପ୍ଲାଣ୍ଟ ଗଛ ଘରକୁ କିଣି ନେଇ ଆସନ୍ତୁ। ଏହି ମନିପ୍ଲାଣ୍ଟ ଗଛ ଘରକୁ ସୁଖ ସମୃଦ୍ଧି ଆଣିଥାଏ। ଯଦି ଆପଣ ବି ଟଙ୍କାର ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି ତେବେ ନୁଆ ବର୍ଷରେ ଏହି ଗଛ ନିଶ୍ଚୟ ଲଗାନ୍ତୁ। ଦେଖିବେ ଆପଣଙ୍କର ପୁରା ବର୍ଷଟି ଆନନ୍ଦରେ କଟିବ।

ଲାକ୍ଷ୍ମୀ ବୁଦ୍ଧ: ବନ୍ଧୁଗଣ ଟଙ୍କା ପଇସା ଏମିତି ଏକ ଜିନିଷ ଅଟେ ଯାହା ପ୍ରତ୍ୟକ ମନୁଷ୍ୟ ଚାହିଁଥାଏ। ଏହି ନୁଆ ବର୍ଷରେ ଯଦି ଆପଣଙ୍କୁ କିଏ ଲାକ୍ଷ୍ମୀ ବୁଦ୍ଧ ଉପହାର ଦେଉଛନ୍ତି ତ ତେବେ ବୁଝିଯାଆନ୍ତୁ ଯେ ଆପଣଙ୍କର ଭାଗ୍ୟ ବଦଳି ଗଲା। ଲାକ୍ଷ୍ମୀ ବୁଦ୍ଧ ସେତେବେଳେ କାମ କରିଥାନ୍ତି ଯେତେବେଳେ ଆପଣଙ୍କୁ କେହି ଉପହାର ଦେଇଥାନ୍ତି। ଯେଉଁ ଘରେ ଲାକ୍ଷ୍ମୀ ବୁଦ୍ଧ ଥାଏ ସେହି ଘରେ କେବେବି ଧନର ଅଭାବ ହୋଇନଥାଏ।

ହନୁମାନ ଙ୍କର ଫୋଟ: ଶାସ୍ତ୍ରରେ ଏହା ବର୍ଣ୍ଣନା କରାଯାଇଛି ଯେ ଘରେ ଭଗବାନ ହନୁମାନଙ୍କ ଫୋଟ କିମ୍ବା ଚିତ୍ର ନିଶ୍ଚୟ ରହିବା ଆବଶ୍ୟକ। ନୁଆ ବର୍ଷରେ ଭଗବାନ ହନୁମାନଙ୍କର ପ୍ରତିମା ଘରକୁ ନେଇ ଆସନ୍ତୁ।ଏବଂ ଘରର ମୁଖ୍ୟ ଦ୍ବାରରେ ଲଗାଇ ଦିଅନ୍ତୁ। ଏମିତି କରିବା ଦ୍ବାରା ମଙ୍ଗଳ, ଶନି ଏବଂ ଭୁତ ପ୍ରେତଙ୍କର ଦୋଷ ଲାଗି ନଥାଏ। ଭଗବାନ ହନୁମାନ ଆପଣଙ୍କର ଘରେ କୌଣସି ପ୍ରକାରର କଷ୍ଟକୁ ଆସିବାକୁ ଦେଇନଥାନ୍ତି। ଯାହା ଦ୍ବାରା ଆପଣଙ୍କର ଭାଗ୍ୟ ଚମକି ଉଠିଥାଏ।

ତେବେ ଆପଣ ଯଦି ଏହି ୬ ଟି ଜିନିଷ ମଧ୍ୟରୁ କୌଣସି ଗୋଟିଏ ଜିନିଷ ଏହି ନୂତନ ବର୍ଷରେ ଆପଣ ନିଜ ଘରକୁ ଆଣିବେ ଦେଖିବେ ଆପଣଙ୍କର ବର୍ଷ ସାରା ଧନ ଜନିତ ସମସ୍ୟା ରହିବ ନାହିଁ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *