ଧନତେରସ ଦିନ ଏହି ୧୦ ଟି ଜିନିଷ ଆଣିବା ଦ୍ୱାରା ଆପଣଙ୍କର ଭାଗ୍ୟ ଚମକିବା ସହିତ ଘରେ ହେବ ଧନର ବର୍ଷା

ବନ୍ଧୁଗଣ ଏବେ ଧନତେରସ ଏବଂ ଦୀପାବଳୀର ମାହଲ ଚାଲିଛି। ଏହି ଦୁଇ ପର୍ବ ଧନକୁ ଜଡିତ ଅଟେ। ସେଥିପାଇଁ ଏହି ଦୁଇଦିନ କରାଯାଇଥିବା କାମ ଆମର ଧନରେ ବୃଦ୍ଧି କରିଥାଏ। ଏହି କାରଣ ଅଟେ କି ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ କେତେ କଣ ଉପାୟ କରିଥାନ୍ତି। ଜ୍ୟୋତିଷ ଏବଂ ତନ୍ତ୍ର ଶାସ୍ତ୍ରରେ କିଛି ଏମିତି ବିଷୟରେ କୁହାଯାଇଛି ଯାହାକୁ ଘରେ ରଖିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି। ଆଉ ଘରକୁ ଧନର ଆଗମନ ହୋଇଥାଏ। ତେବେ ଆସନ୍ତୁ ଜାଣିବା କିଛି ଏମିତି ବସ୍ତୁ ବା ଜିନିଷ ବିଷୟରେ ଯାହାକୁ ଯଦି ଆପଣ ଧନ ତେରସ କିମ୍ବା ଦୀପାବଳୀ ଦିନ ଯଦି ଘରେ ସ୍ଥାପିତ କରିଦେବେ ତେବେ ଆପଣଙ୍କ ଘରେ ୧୦୦ ବର୍ଷ ପର୍ଯ୍ୟନ୍ତ ଟଙ୍କାର ଅଭାବ ରହିବ ନାହିଁ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ଲୁଣ:

ଅନେକ ଲୋକ ଧନ ତେରସ ଦିନ ସୁନା, ରୁପା, ପିତ୍ତଳ ଆଦି ଅନେକ ଜିନିଷ ଘରକୁ ଆଣିଥାନ୍ତି। କିନ୍ତୁ ଏହା ବଦଳରେ ଯଦି ଆପଣ ଲୁଣ ପ୍ୟାକେଟ ଧନ ତେରସ ଦିନ ଘରକୁ ଆଣିବେ ତେବେ ଆପଣଙ୍କର ଧନର ବୃଦ୍ଧି ଘଟିବ। କାରଣ ଲୁଣ ଆପଣଙ୍କୁ ସାମାନ୍ୟ ଲାଗୁଥିବ। କିନ୍ତୁ ଲୁଣର ସମ୍ବଦ୍ଧ ମା ଲକ୍ଷ୍ମୀଙ୍କ ସହିତ ରହିଥାଏ।

ହଳଦୀ:

ଆପଣ ଯଦି ଧନ ତେରସ ଦିନ ଖଣ୍ଡ ହଳଦୀ ଘରକୁ ଆଣିବେ ଆପଣଙ୍କର ବହୁତ ଶୁଭ ହୋଇଥାଏ। ଆପଣଙ୍କର ଭାଗ୍ୟରେ ପରିବର୍ତ୍ତନ ଘଟିବ। 

ଗୋମତି ଚକ୍ର:

ଗୋମତି ଚକ୍ର ଆପଣଙ୍କୁ ମାର୍କେଟ ରେ ବହୁତ ସହଜରେ ମିଳିଯିବ। ଏହି ଗୋମତି ଚକ୍ରକୁ ଯଦି ଆପଣ ଧନ ତେରସ ଦିନ ଘରକୁ ଆଣିବେ ତାହେଲେ ଆପଣଙ୍କର ଧନ ଧାନ୍ୟରେ ବୃଦ୍ଧି ଘଟିବ।

 ଶ୍ରୀ ଚକ୍ର ଏବଂ କୁବେର ଚକ୍ର:

ଯଦି ଆପଣ ଧନ ତେରସ ଦିନ ଶ୍ରୀ ଚକ୍ର ଏବଂ କୁବେର ଚକ୍ର ଘରକୁ ଆଣି ନିଜର ଧନ ରଖିବା ସ୍ଥାନରେ ରଖିବେ ଆପଣଙ୍କର ଧନରେ ବୃଦ୍ଧି ଘଟିବ।

ରୂପାରେ ତିଆରି ମା ଲକ୍ଷ୍ମୀ କିମ୍ବା ଭଗବାନ ଗଣେଶଙ୍କର ମୂର୍ତି ଧନ ତେରସ ଏବଂ ଦୀପାବଳୀ ଦିନ ବିଧି ବିଧାନରେ ପୂଜା କରିବା ପରେ ରୂପାରେ ତିଆରି ମା ଲକ୍ଷ୍ମୀ କିମ୍ବା ଭଗବାନ ଗଣେଶଙ୍କର ମୂର୍ତି ଘରେ ସ୍ଥାପିତ କରନ୍ତୁ । ଏହା କରିବା ଦ୍ୱାରା ଘରେ କେବେବି ଧନର ଅଭାବ ହୋଇନଥାଏ । ଆଉ ଘରେ ସୁଖ ଶାନ୍ତିର ବାସ ହୋଇଥାଏ।

ଲୌହ ନଡ଼ିଆ:

ଏହି ନଡିଆ ସାମନ୍ୟ ନଡ଼ିଆ ଠାରୁ ଟିକେ ସାନ ହୋଇଥାଏ। ଏହାକୁ ଶ୍ରୀଫଳ ମଧ୍ୟ କୁହାଯାଏ। ଅର୍ଥାନ ମା ଲକ୍ଷ୍ମୀଙ୍କ ଫଳ। ଧନତେରସ କିମ୍ବା ଦୀପାବଳୀ ଦିନ ପୂଜା କରିବା ପରେ ଏହି ନଡ଼ିଆକୁ ଲାଲ କପଡ଼ାରେ ବାନ୍ଧି ଏମିତି ଜାଗାରେ ରଖିଦିଅନ୍ତୁ ଯେଉଁଠି ସମସ୍ତଙ୍କର ଆଖି ନପଡିବ। ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହେବେ। ଆଉ ଆପଣଙ୍କର ଘରେ ମା ଲକ୍ଷ୍ମୀ ବାସ କରିବେ।

ମା ଲକ୍ଷ୍ମୀଙ୍କର ଚରଣ ପାଦୁକା: ଧନ ତେରସ କିମ୍ବା ଦୀପାବଳୀ ଦିନ ରୂପାର ମା ଲକ୍ଷ୍ମୀଙ୍କର ଚରଣ ପାଦୁକାକୁ ଘରେ ସ୍ଥାପିତ କରନ୍ତୁ। ଏବଂ ପ୍ରତିଦିନ ତାହାର ପୂଜା କରନ୍ତୁ। ଯଦି ଆପଣ ରୂପାରେ ଆଣିପାରୁନାହାନ୍ତି ତାହେଲେ ଦୁଇଟି ଚରଣ ପାଦୁକା ସ୍ଥାପିତ କରନ୍ତୁ। ଏଥିଦ୍ୱାରା ମା ଲକ୍ଷ୍ମୀଙ୍କର ବିଶେଷ କୃପା ଆପଣଙ୍କୁ ପ୍ରାପ୍ତି ହେବ।

କଉଡ଼ି:

ଏହି ଜିନିଷ ଦେଖିବାରେ ତ ବହୁତ ସାମାନ୍ୟ ଅଟେ। କିନ୍ତୁ ଏହାର ପ୍ରଭାବ ବହୁତ ଚମତ୍କାରୀ ଅଟେ। ଏହାକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ବୋଲି ମାନାଯାଏ। ଧନ ତେରସ କିମ୍ବା ଦୀପାବଳୀ ଦିନ ଯଦି ଆପଣ ଏହାକୁ ପୂଜା ଘରେ କିମ୍ବା ସିନ୍ଦୁକରେ ସ୍ଥାପିତ କରିବେ ତାହେଲେ ଆପଣଙ୍କ ଘରେ ଧନର ବର୍ଷା ହେବ।

ମୋତି ଶଙ୍ଖ:

ମୋତି ଶଙ୍ଖ ଗୋଟେ ଦୁର୍ଲ୍ଲଭ ପ୍ରକାରର ଶଙ୍ଖ ଅଟେ। ତନ୍ତ୍ରରେ ଏହି ଶଙ୍ଖର ବହୁତ ମହତ୍ୱ ଅଛି। ଏହି ଶଙ୍ଖ ଦେଖିବାରେ ବହୁତ ସୁନ୍ଦର ଥାଏ ଏବଂ ଧନକୁ ନିଜ ଆଡକୁ ବହୁତ ଆକର୍ଷିତ କରିଥାଏ। ଯଦି ଆପଣ ଦୀପାବଳୀ କିମ୍ବା ଧନ ତେରସ ଦିନ ଏହାକୁ ନିଜ ପୂଜା ଘରେ ସ୍ଥାପିତ କରିଦେବେ ତାହେଲେ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ।

ଏକ ଆଖି ନଡ଼ିଆ:

ଏହା ଗୋଟେ ଖାସ ପ୍ରକାରର ନଡ଼ିଆ ଅଟେ। ଏହି ନଡ଼ିଆ ଉପରେ ଆଖି ପରି ଗୋଟେ ଆକୃତି ଥାଏ। ଏହି କାରଣରୁ ଏହାକୁ ଏକକି ବା ଏକ ଆଖି ଥିବା ନଡ଼ିଆ କୁହାଯାଏ। ଧନ ତେରସ ବା ଦୀପାବଳୀ ଦିନ ଏହାକୁ ଘରେ ସ୍ଥାପିତ କରିବା ଦ୍ୱାରା ମଣିଷର ଭାଗ୍ୟ ଦେଖୁ ଦେଖୁ ହିଁ ବଦଳି ଯାଏ।

ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ହୃଦୟରୁ ଗୋଟେ ଲାଇକ ଏବଂ ଶେୟାର ନିଶ୍ଚିନ୍ତ କରନ୍ତୁ | ଏବଂ ମନରେ ଭକ୍ତି ଥିଲେ ଲେଖିଦିଅନ୍ତୁ ” ଜୟ ମା ଲକ୍ଷ୍ମୀ “

Leave a Reply

Your email address will not be published. Required fields are marked *