ଚନ୍ଦ୍ର ଗ୍ର-ହଣ ୨୬ ମେ। ହାଣ୍ଡିଛାଡ଼ ସମୟ। ୪ ଟି ରାଶିରେ ମହା ବି-ପ-ଦ

ବନ୍ଧୁଗଣ ଚନ୍ଦ୍ର ଗ୍ର-ହଣ ହେଉ କିମ୍ବା ସୂର୍ଯ୍ୟ ପରାଗ। ଏହି ମହା ଜାଗୁତିକ ଦୃଶ୍ୟ ସୂର୍ଯ୍ୟ ଚନ୍ଦ୍ର ଏବଂ ପୃଥିବୀର ବିଶେଷ ଅବସ୍ଥାନକୁ ନେଇ ଘଟିଥାଏ। ପ୍ରତ୍ୟକ ଦିନ ଗ୍ରହ ନକ୍ଷତ୍ର ମାନଙ୍କର ଅବସ୍ଥାନରେ ପରିବର୍ତ୍ତନ ହୋଇଥାଏ। ଏହି ପରିବର୍ତ୍ତନ କାରଣରୁ ପ୍ରତ୍ୟକ ଦିନର ତିଥି ଏବଂ ନକ୍ଷତ୍ର ଅଲଗା ଅଲଗା ହୋଇଥାଏ। ସୂର୍ଯ୍ୟ ଚାରିପଟେ ପୃଥିବୀ ଏବଂ ପୃଥିବୀର ଚାରିପଟେ ଚନ୍ଦ୍ରମା ସବୁବେଳେ ପରିକ୍ରମା କରିଥାନ୍ତି। ଯେତେବେଳେ ସୂର୍ଯ୍ୟ ଚନ୍ଦ୍ର ଏବଂ ପୃଥିବୀ ଏକ ସରଳ ରେଖାରେ ରହିଥାନ୍ତି ସେତେବେଳେ ସୂର୍ଯ୍ୟ ପରାଗ ଲାଗିଥାଏ। ଏବଂ ଯେତେବେଳେ ସୂର୍ଯ୍ୟ ପୃଥିବୀ ଏବଂ ଚନ୍ଦ୍ର ଏକ ସରଳ ରେଖାରେ ରହିଥାନ୍ତି ସେତେବେଳେ ଚନ୍ଦ୍ର ଗ୍ରହ-ଣ ଲାଗିଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ର ଗ୍ର-ହଣ ସମୟରେ ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ଅବସ୍ଥାନରେ ବହୁତ ବଡ଼ ପରିବର୍ତ୍ତନ ହୋଇଯାଇଥାଏ। ଏହି ଗ୍ର-ହଣ ଆସନ୍ତା ବୁଧବାର ଦିନ ଲାଗୁଛି। ଏହି ମହାସଂଯୋଗ ଦୀର୍ଘ ୨୦୦ ବର୍ଷ ପରେ ଘଟିବାକୁ ଯାଉଛି। ଯାହା ଫଳରେ ରାଶି ଚକ୍ରର ଏହି ୮ ଟି ରାଶି ମାନଙ୍କ ଭାଗ୍ୟରେ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଯାହା ଫଳରେ ଏହି ରାଶିର ବ୍ୟକ୍ତି ମାନଙ୍କର ଭାଗ୍ୟ ସୁନା ଭଳି ଚମକି ଉଠିବ।

ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଜାଣିବା ଯେ ଚନ୍ଦ୍ର ଗ୍ର-ହଣ ଲାଗିବାର ସଠିକ ସମୟ ସୀମା ଗ୍ରାସ ସମୟ ଏବଂ ଓଡ଼ିଶାରେ ଦୃଶ୍ୟମାନ ହେବ ନାଁ ନାହିଁ।ଗ୍ରହ-ଣର ସୁତକ ସମୟ ବା ପାଖ ନି-ଷେ-ଧର ସମୟ ମାନ୍ୟ ହେବ ନାଁ ନାହିଁ। ଗର୍ଭବତୀ ମହିଳା ମାନେ କିପରି ସାବଧାନ ରହିବେ। ଏବଂ ଶେଷରେ ଶୁଭ ଏବଂ ଅଶୁଭ ରାଶି ଫଳ ବିଷୟରେ ଜାଣିବା। ସେଥିପାଇଁ ପୋଷ୍ଟଟିକୁ ଶେ-ଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ବନ୍ଧୁଗଣ ଆସନ୍ତା ୨୬ ତାରିଖ ବୁଧବାର ଅର୍ଥାତ ପବିତ୍ର ବୁଧ ପୂର୍ଣ୍ଣିମା ଦିନ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି। ଏହି ବର୍ଷ ସମୁଦାୟ ୪ ଟି ମହଜାଗତିକ ଦୃଶ୍ୟ ମହାକାଶରେ ଦେଖିବାକୁ ମିଳିବ। ସେଥି ମଧ୍ୟରୁ ଦୁଇଟି ଚନ୍ଦ୍ର ଗ୍ରହଣ ଏବଂ ଦୁଇଟି ସୂର୍ଯ୍ୟ ପରାଗ ଅଟେ। ତେବେ ଆସନ୍ତା ୨୬ ତାରିଖରେ ବର୍ଷ ୨୦୨୧ର ପ୍ରଥମ ଚନ୍ଦ୍ର ଗ୍ର-ହଣ ଲାଗିବାକୁ ଯାଉଛି। ତ ପ୍ରଥମେ ଆସନ୍ତୁ ଜାଣିବା ଗ୍ର-ହଣ ଲାଗିବାର ସମୟ ଏବଂ ଗ୍ରାସ ସମୟ। ଆସନ୍ତା ୨୬ ତାରିଖ ବୁଧବାର ଦିନ ଲାଗିବାକୁ ଯାଉଥିବା ଚନ୍ଦ୍ର ଗ୍ରହ-ଣ ହେଉଛି ଉପଛାୟା ଚନ୍ଦ୍ର ଗ୍ର-ହଣ।

ଏହି ଗ୍ରହ-ଣର ଗ୍ରାସ ବା ଗ୍ରହଣ ଲାଗିବାର ସମୟ ହେଉଛି ଅପରାହ୍ନ ୨.୧୭ ମିନିଟ ୫୨ ସେକେଣ୍ଡରୁ ଆରମ୍ଭ ହୋଇ ସନ୍ଧ୍ୟା ୭.୧୮ ମିନିଟ ଏବଂ ୩୧ ସେକେଣ୍ଡରେ ଶେ-ଷ ହେବ। ଏହି ଗ୍ରହର ମହାକାଶରେ ପ୍ରାୟ ୫ ଘଣ୍ଟା୧ ମିନିଟ ଏବଂ ୨୩ ସେକେଣ୍ଡ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ।ଦିନ ୪. ୪୮ ମିନିଟ ଏବଂ ୧୬ ସେକେଣ୍ଡରେ ସର୍ବାଧିକ ଚନ୍ଦ୍ର ଗ୍ରହ-ଣ ଦୃଶ୍ୟମାନ ହେବ।ତେବେ ଆସନ୍ତୁ ଜାଣିବା ଗ୍ର-ହଣର ସୁତକ ସମୟ ମାନୁ ହେବ ନାଁ ନାହିଁ। ସାଧାରଣତଃ ଗ୍ରହ-ଣ ଲାଗିବାର ୯ ଘଣ୍ଟା ବା ୩ ପ୍ରହର ପୂର୍ବରୁ ଏବଂ ପରାଗ ଲାଗିବାର ୧୨ ଘଣ୍ଟା ବା ୪ ପ୍ରହର ଲାଗିବା ପୂର୍ବରୁ ପାକ ନି-ଷେ-ଧ ବା ହା-ଣ୍ଡି ଛାଡ଼ କରାଯାଇଥାଏ।

ଏହି ସମୟକୁ ସୁତକ ସମୟ ମଧ୍ୟ କୁହାଯାଇଥାଏ। ଯେହେତୁ ଏହା ଚନ୍ଦ୍ର ଗ୍ର-ହଣ ଲାଗିବାକୁ ଯାଉଛି ତେଣୁ ୯ ଘଣ୍ଟା ପୂର୍ବରୁ ହା-ଣ୍ଡିଛାଡ଼ କରାଯାଇଥାଏ। ତେବେ ଏହି ଚନ୍ଦ୍ର ଗ୍ରହ-ଣ ଆସନ୍ତା ୨୬ ତାରିଖରେ ଲାଗିବାକୁ ଯାଉଛି। ଏହା ଭାରତ ଏବଂ ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ। କାରଣ ଗ୍ର-ହଣ ଦିନ ସମୟରେ ହିଁ ଲାଗିବାକୁ ଯାଉଛି। ଏହା ଉତ୍ତର ଏବଂ ଦକ୍ଷିଣ ଆମେରିକା ସମେତ ଦକ୍ଷିଣ ଆଫ୍ରିକା ଏବଂ ସାଉଦି ଆରୋବରେ ଦୃଶ୍ୟମାନ ହେବ।

ସନ୍ଧ୍ୟା ସମୟରେ ଭାରତର ଉତ୍ତର ପୂର୍ବ ରାଜ୍ୟ ମାନଙ୍କରେ କିଛି ସମୟ ପାଇଁ ଦୃଶ୍ୟମାନ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଉପଛାୟା ଚନ୍ଦ୍ର ଗ୍ରହ-ଣ ହେବା କାରଣରୁ ଏହି ଚନ୍ଦ୍ର ଗ୍ରହ-ଣର ସୁତକ କାଳ ବା ହା-ଣ୍ଡି ଛାଡ଼ ସମୟ ମାନ୍ୟ ହେବ ନାହିଁ କାରଣ ସେହି ଗ୍ରହ-ଣର ସୁତକ କାଳ ମାନ୍ୟ ହୋଇଥାଏ ଯେଉଁ ଗ୍ର-ହଣ ଖାଲି ଆଖିରେ ଦେଖାଯାଇଥାଏ। ଯେହେତୁ ଏହା ଉପଛାୟା ଚନ୍ଦ୍ର ଗ୍ରହଣ ତେଣୁ ଏହି ଚନ୍ଦ୍ର ଗ୍ରହ-ଣ ଖାଲି ଆଖିରେ ଦୃଶ୍ୟମାନ ହେବ ନାହିଁ। ଉପଛାୟା ଚନ୍ଦ୍ର ଗ୍ର-ହଣ ସେତେବେଳେ ହୋଇଥାଏ ଯେତେବେଳେ ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ପୃଥିବୀ ଆସିଥାଏ। କିନ୍ତୁ ସେହି ୩ ଜଣ ଏକ ସରଳ ରେଖାର ରହି ନଥାନ୍ତି। ଗ୍ରହଣ ଲାଗିବା ପୂର୍ବରୁ ଚନ୍ଦ୍ର-ମା ପୃଥିବୀରେ ଉପଛାୟାରେ ପ୍ରବେଶ କରିଥାଏ।ଏବଂ ଏହା ପରେ ସେ ପୃଥିବୀର ବାସ୍ତବିକ ଛାୟାରେ ପ୍ରବେଶ କରିଥାଏ।

ଯେତେବେଳେ ଏମିତି ହୋଇଥାଏ ସେତେବେଳେ ଚନ୍ଦ୍ର ଗ୍ର-ହଣ ଲାଗିଥାଏ। କିନ୍ତୁ କେତେଥର ଏମିତିବି ହୋଇଥାଏ କି ଚ-ନ୍ଦ୍ରମା କେବଳ ପୃଥିବୀର ଉପଛାୟାର ହିଁ ପ୍ରବେଶ କରି ପୁଣି ଫେରି ଆସିଥାଏ। ଏହି ସମୟରେ ଚନ୍ଦ୍ରମାର ପ୍ରତିମ୍ବିବ କେବଳ ପା-ଉଁ-ସିଆ ନଜର ଆସିଥାଏ। ସମ୍ପୂର୍ଣ୍ଣ ଅଦ୍ଧକାର ନୁହେଁ। ତେଣୁ ଆସନ୍ତା ୨୬ ତାରିଖ ବୁଧବାର ଦିନ ଲାଗିବାକୁ ଯାଉଥିବା ଚନ୍ଦ୍ର ଗ୍ରହଣ-ର ସୁତକ ସମୟ ବା ପାଖ ନିଷେ-ଧର ସମୟ ମାନ୍ୟ ହେବ ନାହିଁ। ଏଥି ସହିତ ଦେବ ନୀତି ଏବଂ ପୂଜା କାର୍ଯ୍ୟ ମଧ୍ୟ ବନ୍ଦ ହେବନାହିଁ।

ବନ୍ଧୁଗଣ ଚନ୍ଦ୍ର ଗ୍ରହ-ଣ ଓଡ଼ିଶାରେ ଦୃଶ୍ୟମାନ ହେଉ କି ନହେଉ କିନ୍ତୁ ଏହାର ପ୍ରଭାବ ଗର୍ଭବତୀ ମହିଳା ମାନଙ୍କ ଉପରେ ନିଶ୍ଚିତ ଭାବେ ପଡିଥାଏ। ଗର୍ଭବତୀ ମହିଳା ମାନେ ଏହି ସମୟରେ ସତର୍କ ରୁହନ୍ତୁ। ଚନ୍ଦ୍ର ଗ୍ର-ହଣ ସମୟରେ ଯେଉଁ ମହିଳା ମାନେ ଗର୍ଭବତୀ ଅଛନ୍ତି ସେମାନେ ଘର ବାହାରକୁ ଯିବାକୁ ନି-ଷେ-ଧ କରାଯାଇଛି। ଚନ୍ଦ୍ର ଗ୍ରହ-ଣ ସମୟରେ ଯଦି ଚନ୍ଦ୍ରର କିରଣ କେଉଁ ଗର୍ଭବତୀ ମହିଳାଙ୍କ ଉପରେ ପଡିଥାଏ ତେବେ ତାହାର ଗର୍ଭର ପ୍ରଥମ ଶିଶୁ ଶାରୀରିକ ଦୋ-ଷ ଲାଗିଯାଇଥାଏ।

ଯାହା ବି-ପ-ଦ ଅଟେ। ଚନ୍ଦ୍ର ଗ୍ର-ହଣ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଏହା ଦ୍ୱାରା ଅନିଷ୍ଠର କାରଣ ହୋଇଯାଏ। ତେବେ ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା ଏହି ଚନ୍ଦ୍ର ଗ୍ରହଣର ପ୍ରଭାବ କେଉଁ ରାଶି ପାଇଁ ଶୁଭ ରହିବ ଏବଂ କେଉଁ ରାଶି ପାଇଁ ଅଶୁଭ ରହିବ। ଏହି ଚନ୍ଦ୍ର ଗ୍ରହଣରେ ୧୨ ଟି ରାଶି ପ୍ରଭା-ବିତ ହେବେ। ତେବେ ୧୨ ଟି ରାଶି ମଧ୍ୟରୁ ୪ ଗୋଟି ରାଶି ଉପରେ ଏହାର ଖରା-ପ ପ୍ରଭାବ ରହିବ। ସେହି ୪ ଟି ରାଶି ହେଉଛନ୍ତି ମେଷ ରାଶି, କର୍କଟ ରାଶି, ତୁଳା ରାଶି ଏବଂ ମକର ରାଶି। ଏବଂ ଅବଶିଷ୍ଟ ୮ ଗୋଟି ରାଶି ପାଇଁ ଏହି ଚନ୍ଦ୍ର ଗ୍ରହଣ ଶୁଭଫଳ ଦାୟକ ରହିବ।

ଚନ୍ଦ୍ର ଗ୍ରହଣ-ର ଖରା-ପ ପ୍ରଭାବ ଯୋଗୁ ଏହି ରାଶିର ଲୋକ ମାନଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ମାନ୍ଦା ସୃଷ୍ଟି ହେବ ବୋଲି ଜ୍ୟୋତିଷ ମାନେ କହିଛନ୍ତି। ଏହା ସହିତ ଶାରୀରିକ ଏବଂ ଅନେକ ସମସ୍ୟା ସୃଷ୍ଟିବି ହୋଇପାରେ। ଏହାର ପ୍ରତିକାର କରିବା ପାଇଁ କିଛି ଉପାୟ ରହିଛି। ଯାହା ଦ୍ୱାରା କେତେକ ସମସ୍ୟାର ସମାଧାନ ହୋଇପାରିବ। ବନ୍ଧୁଗଣ ଗ୍ର-ହଣ ଲାଗିଥିବା ସମୟରେ ଶିବ ଚାଳିସା ପାଠ କରନ୍ତୁ। କିମ୍ବା ଓଁ ନମଃ ଶିବାୟ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ।

Leave a Reply

Your email address will not be published. Required fields are marked *