ସୋସିଆଲ ମିଡିଆରେ ଗୋଟିଏ ବହୁତ ଆଶ୍ଚର୍ଯ୍ୟ କରି ଦେବା ଭଳି ଭିଡିଓ ଭାଇ-ରାଲ ହେଉଛି। ଏହି ଭିଡିଓ ଭିୟତନାମ (Vietnam)ର ଅଟେ ଏବଂ ବହୁତ ଆଶ୍ଚର୍ଯ୍ୟଜନକ ଅଟେ। ଏହି ଭିଡିଓରେ ୧୨ନମ୍ବର ମହଲାର ବାଲକୋନୀରୁ ପଡ଼ିଥିବା ୨ବର୍ଷର ଛୋଟଝିଅକୁ ଜଣେ ଡେଲିଭରୀ ଡ୍ରାଇଭର (delivery driver) ଧରି ନେଇଥିଲେ।
ସୋସିଆଲ ମିଡିଆରେ ଗୋଟିଏ ବହୁତ ଆଶ୍ଚର୍ଯ୍ୟ କରି ଦେବା ଭଳି ଭିଡିଓ ଭାଇ-ରାଲ ହେଉଛି। ଏହି ଭିଡିଓ ଭିଏତନାମ (Vietnam)ର ଅଟେ ଏବଂ ବହୁତ ଆଶ୍ଚର୍ଯ୍ୟଜନକ ଅଟେ। ଏହି ଭିଡିଓରେ ୧୨ନମ୍ବର ମହଲାର ବାଲକୋନୀରୁ ପଡ଼ିଥିବା ୨ବର୍ଷର ଛୋଟ ଝିଅକୁ ଜଣେ ଡେଲିଭରୀ ଡ୍ରାଇଭର (delivery driver) ଧରି ନେଇଥିଲେ। ସୋସିଆଲ ମିଡିଆରେ ବର୍ତ୍ତମାନ ଏହି ଭିଡିଓ ବହୁତ ଜୋରରେ ଭାଇ-ରାଲ ହେଉଛି। ଏହି ଭିଡିଓକୁ ଦେଖିବା ପରେ ଲୋକମାନେ ଡ୍ରାଇଭରର ପ୍ରଶଂସା କରୁଛନ୍ତିି।
ସୂଚନା ମୁତାବକ, ଘ-ଟଣା ସେତେବେଳେ ଘଟିଥିଲା ଯେତେବେଳେ ଜିନିଷ ଡେଲିଭରୀ କରିବା ପାଇଁ ଜଣେ ଡ୍ରାଇଭର ନିଜ ଟ୍ରକରେ ବସି ଅପେକ୍ଷା କରିଥିଲେ, ସେତେବେଳେ ସେ ଗୋଟିଏ ଛୋଟଝିଅକୁ ବାଲକୋନୀର କୋଣରେ ଝୁଲୁ ଥିବାର ଦେଖିଥିଲେ ଏବଂ ଏହା ଦେଖିବା ମାତ୍ରେ ହିଁ ସେ ତାକୁ ଧରିବା ପାଇଁ ଗାଡିରୁ ବାହାରି ଆସିଥିଲେ। ଯେମିତି ହିଁ ଛୋଟଝିଅଟିର ହାତ ଖସି ଯାଇଥିଲା ସେତେବେଳେ ହିଁ ଡ୍ରାଇଭର ତାକୁ ଧରି ନେଇଥିଲେ।
😱¡HEROICA ATRAPADA!👏
Un repartidor le salvó la vida a una niña de 3 años que cayó del piso 12 de un edificio en Vietnam.
La nena sufrió fracturas en la pierna y en los brazos, pero está viva gracias a la heroica acción de Nguyen Ngoc Manh❤️, quien sufrió un esguince.#VIRAL pic.twitter.com/eI03quT0IM
— Unicanal (@Unicanal) March 1, 2021
ଡ୍ରାଇଭର ଜଣଙ୍କ କହିଛନ୍ତି କି “ସୌଭାଗ୍ୟ ବସତଃ ଛୋଟଝିଅଟି ମୋ କୋଳରେ ଆସି ପଡିଲା। ଏହି ଭିଡିଓଟି ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଯାଇଛି। ସେଠାର, ଏହି ପୂରା ଘ-ଟଣା ସମୟରେ ଛୋଟ ଝିଅଟିର ମୁହଁରୁ ରକ୍ତ ବାହାରି ଥିଲା ଏବଂ ତାକୁ ଡାକ୍ତରଖାନାରେ ଭର୍ତ୍ତି ମଧ୍ୟ କରାଯାଇଥିଲା, ପରିଶେଷରେ ଏବେ ସେ ସୁସ୍ଥ ଥିବାର ଜଣାଯାଉଛି। ଯେଉଁ ବିଲ୍ଡିଙ୍ଗରୁ ଛୋଟଝିଅଟି ପଡ଼ିଥିଲା ତାର ଉଚ୍ଚତା ୧୬୪ଫୁଟ ବୋଲି ଜଣାଯାଉଛି। ଭିଡ଼ିଓକୁ ଦେଖି ଯେ କେହିବି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି କି ପରିଶେଷରେ ଛୋଟ ଝିଅଟିର ଜୀବନ ବଞ୍ଚିଗଲା। ଯଦି ଡ୍ରାଇଭର ଉଚିତ ସମୟରେ ପହଞ୍ଚି ନଥାନ୍ତେ ତାହେଲେ ଛୋଟ ଝିଅଟିର ଜୀବନ ବଞ୍ଚାଇବା କଷ୍ଟକର ହୋଇ ଯାଇଥାନ୍ତା।
ଏହି ଭିଡିଓଟି ଇଣ୍ଟରନେଟରେ ବହୁତ ଜୋରରେ ଭାଇ-ରାଲ ହେଉଛି। ଝିଅଟିର ଜୀବନ ବଞ୍ଚାଇଥିବା ଡ୍ରାଇଭର ନ୍ଗୁୟେନ ନାଗାସ (Nguyen Ngoc)ଙ୍କ ଏହି କାର୍ଯ୍ୟଟି ତାଙ୍କୁ ଲୋକଙ୍କ ମଧ୍ୟରେ ହିରୋ କରିଦେଇଛି। ସୋସିଆଲ ମିଡିଆରେ ନ୍ଗୁୟେନ ନାଗାସଙ୍କର ବହୁ ମାତ୍ରାରେ ପ୍ରଶଂସା କରାଯାଉଛି। କିଛିଲୋକ ତାଙ୍କୁ ଭଗବାନ କହୁଛନ୍ତି ତ କିଛି ଲୋକଙ୍କ କହିବା କଥା ହେଉଛି କି ଏହା ଏକ ଦୈବିଦୁର୍ବିପାକ ଅଟେ, କିନ୍ତୁ ବଡ଼କଥା ହେଉଛି କି ଛୋଟ ଝିଅଟିର ଜୀବନ ବଞ୍ଚିଗଲା।