ନୂଆ ବର୍ଷର ଉତ୍ସବ ପାଳିବାକୁ ୧୬ ବର୍ଷର ଛାତ୍ରୀକୁ ଶିକ୍ଷକ ଡାକିଥିଲେ ହେଲେ ଦେଢ଼ ମାସ ପର୍ଯ୍ୟନ୍ତ ନିଜ ଭୋକ ମେଣ୍ଟେଇଲା ପରେ କଲେ ଏପରି କାମ…

ଶିକ୍ଷକ ନାବାଳିକା ସହ କୁ-କର୍ମ କରିବା:

ଗୁରୁ ଓ ଶିଷ୍ୟର ସମ୍ବନ୍ଧ ପବିତ୍ର ବୋଲି ମନେ କରାଯାଏ। ଜଣେ ଶିକ୍ଷକ ତାର ଛାତ୍ର କିମ୍ବା ଛାତ୍ରୀକୁ ଏକ ଉତ୍ତମ ଭବିଷ୍ୟ ଦେବାରେ ସହାୟତା କରେ। କିନ୍ତୁ ସେହି ଶିକ୍ଷକ ଯଦି ଛାତ୍ରୀଙ୍କ ସହ କୁ-କର୍ମ କରେ ତେବେ ଏହା ଅତ୍ୟନ୍ତ ଲଜ୍ଜା-କର ବିଷୟ ଅଟେ। ଏହି ଭଳି ଘ-ଟଣା ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳର ଶିବ ନଗର ନିବାସୀର ଏକ ୧୬ ବର୍ଷର ବାଳିକା ସହ ହୋଇଥିଲା। ବାଳିକା ଜଣକ ବିନୋଦ ଗୌର କୋଚିଂର ଛାତ୍ରୀ ଥିଲେ। ୩୧ ଡିସେମ୍ବରରେ କୋଚିଂର ପରିଚାଳକ ସେହି ବାଳିକାକୁ ନୂଆବର୍ଷର ପାଳନ ପାଇଁ ଡାକିଥିଲେ। କିନ୍ତୁ ଶିକ୍ଷକ ତାହାସହ ଦୁ-ଷ୍କ-ର୍ମ କରିଥିଲେ।

ଦେଢ଼ ମାସ ଧରି ଶିକ୍ଷକ ଛାତ୍ରୀ ସହ ଦୁ-ଷ୍କ-ର୍ମ କଲେ:

ଛାତ୍ରୀ ଯେତେବେଳେ ଶିକ୍ଷକଙ୍କ ବି-ରୁ-ଦ୍ଧରେ ବି-ରୋ-ଧ କଲା, ସେତେବେଳେ ତାକୁ ମାରି-ଦେ-ବାର ଧ-ମ-କ ଆସିଥିଲା। ସେ ଏହି ଘ-ଟ-ଣା-ର କିଛିଦିନ ଭିତରେ ଡରିବା ସହ ଚୁପଚାପ ରହୁଥିଲା। ଏହାକୁ ଦେଖିକରି ଝିଅର ମାଆ କାରଣ ଜାଣିବାକୁ ଚେଷ୍ଟା କଲେ। ଝିଅ ସମସ୍ତ ଘ-ଟ-ଣା କହିଦେଇଥିଲା।

ପୋ-ଲି-ସ ଗି-ର-ଫ କଲା ଶିକ୍ଷକଙ୍କୁ:

ଝିଅର ସମସ୍ତ କଥା ଶୁଣିଲା ପରେ ଝିଅର ମାଆ ପୋ-ଲି-ସଙ୍କ ପାଖରେ ଯାଇ ସୂଚନା ଦେଇଥିଲେ। ସୂଚନା ପାଇ ପୋ-ଲିସ ତୁ-ରନ୍ତ କୋଚିଂ ଆସି ଶିକ୍ଷକଙ୍କୁ ଗି-ର-ଫ କଲା। ପରେ ଅନ୍ୟ ଛାତ୍ରଛାତ୍ରୀଙ୍କ ଠାରେ ଅଧିକ ପଚରା କଲା କି, ଶିକ୍ଷକ ଆଉ କାହା ସହ ଦୁ-ଷ୍କ-ର୍ମ କରିନି ତ। ଜାଣିବା ପରେ ଆ-କ୍ସନ ନେବେ ବୋଲି କହିଛନ୍ତି।

କୁ-କର୍ମ କୁ କିପରି ବନ୍ଦ କରିବା:

କେବଳ ଭୋପାଳ ନୁହେଁ ଏହି ଘ-ଟ-ଣା-ରେ ପୁର୍ବରୁ ଅନେକଥର ଶିକ୍ଷକ ଧରା ପଡ଼ିଛନ୍ତି। ତେଣୁ ସେମାନେ ଗୁରୁ ଓ ଶିଷ୍ୟର ସମ୍ପର୍କ ଉତ୍ତମ କରିବା ପୂର୍ବରୁ ଲଜ୍ଜାକର ବିଷୟ ହୋଇଯାଉଛି। ତେଣୁ ଯେତେବେଳେ ଏହି ଘ-ଟ-ଣା ହେଉଛି ସେତେବେଳେ ଝିଅ ତାର ପରିବାର ଲୋକଙ୍କୁ ଜଣାଇ ଦେବା ଦରକାର। ତେବେ ଶିକ୍ଷକ ଅଧିକ କୁକର୍ମରୁ ବଞ୍ଚିତ ରହିବ।

Leave a Reply

Your email address will not be published. Required fields are marked *