ଗରିବର ଛପର ଭାଙ୍ଗି ଆକାଶରୁ ପଡ଼ିଲା ପଥର, ହାତରେ ଉଠାଇବା କ୍ଷଣି କୋଟିପତି ବନିଗଲେ କଫିନ କର୍ମୀ

କେହି ଜଣେ ଠିକ କହିଥିଲା କି ଦେବା ବାଲା ଯେବେ ଦିଏ ତ ଛପର ଫାଡିକି ଦିଏ। କିନ୍ତୁ ଇଣ୍ଡୋନେସିଆରେ ରହୁଥିବା ଲୋକଟିକୁ ଭଗବାନ ସତରେ ଛପର ଫାଡିକି ହିଁ ସଂପତ୍ତି ଦେଇଦେଲେ। ବହୁତ ଅଜବ ଗରିବର ଏହି ଘଟଣାଟି ବହୁତ ଚର୍ଚ୍ଚା ହେଉଛି। ଇଣ୍ଡୋନେସିଆ ରେ ରହୁଥିବା ଏକ ଲୋକର ଘରର ଅବସ୍ଥା ବହୁତ ଖରାପ ଥିଲା। ତା ପାଖରେ ଖାଇବା ପାଇଁ ବି ପଇସା ନଥିଲା। କିନ୍ତୁ ଅଚାନକ ହିଁ ଆକାଶରୁ ତା ଘରର ଛାତ ଭାଙ୍ଗି ପଡିଥିବା ଏକ ପଥ‌ରରେ ହିଁ ତା’ର ଭାଗ୍ୟ ବଦଳି ଗଲା। ଏହି ପଥର ଟିର ବଜାରରେ ମୂଲ୍ୟ କୋଟିକୋଟି ଟଙ୍କା। ଏମିତି ହିଁ ଲୋକଟିର ଭାଗ୍ୟ ଏବେ ଜଳୁଅଛି। ଆସନ୍ତୁ ଆପଣଙ୍କୁ କହିବୁ ପୂରା ଘଟଣା..

ମାମଲା ଇଣ୍ଡୋନେସିଆରୁ ସାମ୍ନାକୁ ଆସିଲା। ଏହି ଘଟଣାଟି ଅଗଷ୍ଟ ମାସରେ ହୋଇଥିଲା। କିନ୍ତୁ ଲୋକଟିକୁ ପଥରଟିର ମୂଲ୍ୟ ଏବେ ଯାଇ ଜଣାପଡ଼ିଲା। ଏହାପରେ ମିଡ଼ିଆରେ ଖବରଟି ଉଡିଲା ଏବଂ ମାମଲାଟି ଭାଇରାଲ୍ ହେଇଗଲା।

ଇଣ୍ଡୋନେସିଆରେ ରହୁଥିବା ୩୩ ବର୍ଷର ଯୋଶୁଆ ହତାଗ୍ଳୁଂଗ କବର ବନାଇବା କାର୍ଯ୍ୟ କରୁଥିଲେ। ପଇସା ଏବଂ କଷ୍ଟ ଭିତରେ ତାଙ୍କ ଜୀବନ କଟିଯାଉଥିଲା। ଏହା ଭିତରେ ଅଗଷ୍ଟରେ ତାଙ୍କ ଜୀବନ ବଦଳି ଗଲା।

ସବୁଦିନ ଭଳି ସେ କବର ବନାଉ ଥିଲେ ସେହି ସମୟରେ ତାଙ୍କ ଘରର ଲିଭିଙ୍ଗ ରୁମ ରୁ କିଛି ପଡ଼ିବାର ଶବ୍ଦ ଆସିଲା । ଯେବେ ସେ ଯାଇ ଦେଖିଲେ ତ ଛାତରେ ଛିଦ୍ର ଦେଖାଗଲା।

ସାଥିରେ ଭୂମିଉପରେ ଯୋଶୁଆଙ୍କୁ ଏକ ପଥର ନଜର ଆସିଲା । ପଥରଟି ଭୂମି ଉପରେ ୧୫ ସେଣ୍ଟିମିଟର ପର୍ଯ୍ୟନ୍ତ ଧ୍ୱଂସ କରିଦେଇଥିଲା। ତାସହ ବହୁତ ଗରମ ଥିଲା।

ଘରକୁ ହୋଇଥିବା କ୍ଷତିରେ ଯୋଶୁଆ ବିରକ୍ତି ହୋଇଯାଇଥିଲା। କିନ୍ତୁ ପରେ ଏହି ପଥର ତାର ଭାଗ୍ୟ ବଦଳାଇ ଦେଇଥିଲା। ଏହି ପଥର ଆଉକିଛି ନୁହେଁ ବରଂ ଦୁର୍ଲଭ ଉଲକାପିଣ୍ଡ ଥିଲା।

ଏହି ଉଲକାପିଣ୍ଡ ୪ ଅୟୁତ ବର୍ଷ ପୁରୁଣା ଥିଲା। ଏହାର ଓଜନ ୨.୧ କେ.ଜି ଥିଲା। ଏହାର ମୂଲ୍ୟ ୧୦ କୋଟି ଟଙ୍କା ବୋଲି କୁହାଯାଇଥିଲା। ଏହା ଜାଣିବା ପରେ ଯୋଶୁଆର ଖୁସିର ସୀମା ରହିଲା ନାହିଁ।

କୁହାଯାଇଥିଲା କି ଉଲକାପିଣ୍ଡର ବଜାର ମୂଲ୍ୟ ୮୫୭ ଡ଼ଲାର ଗ୍ରାମ କୁ। ଏହି ହିସାବରେ ଯୋଶୁଆ ଘରେ ପଡ଼ିଥିବା ଉଲକାପିଣ୍ଡର ମୂଲ୍ୟ ୧୦ କୋଟି ଟଙ୍କା ଥିଲା।

ତିନୋଟି ଛୁଆଙ୍କ ପିତା ଯୋଶୁଆ ଏବେ ଏହି ଉଲକାପିଣ୍ଡକୁ ବିକି ସେଥିରୁ ମିଳିଥିବା ଟଙ୍କାରେ ତାଙ୍କ ସମସ୍ତଙ୍କ ପାଇଁ କିଛି କରିବାକୁ ଚାହିଁଥିଲା। ସେ କହିଥିଲେ କି ଏଥିରୁ ମିଳିଥିବା ଟଙ୍କାରେ ସେ ଏକ ଚର୍ଚ୍ଚ ତିଆରି କରିବେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *