ନାତି କୁ କରୋନା ରୁ ବଞ୍ଚାଇବା ପାଇଁ ଟ୍ରେନ ସାମ୍ନାକୁ ଡେ-ଇଁ-ଲେ ଜେଜେବାପା ଜେଜେମା , ଜାଣନ୍ତୁ ସମ୍ପୂର୍ଣ୍ଣ ମା-ମ-ଲା

କରୋନା ଭୂତାଣୁ ର ଦ୍ୱିତୀୟ ପର୍ଯ୍ୟାୟ ଅନେକ ଲୋକଙ୍କ ଜୀବନ ନେଉଛି । ଏହି ଭୂତାଣୁ ଏବେ ପୂର୍ବ ଠାରୁ ଅଧିକ ଭ-ୟ-ଙ୍କ-ର ହୋଇ ଯାଇଛି । ଯିଏ ବି ଏହି ଭୂତାଣୁ ର ଅକ୍ତିଆର ରେ ଆସିଥାଏ ତାର ଅବସ୍ଥା ଖରାପ ହୋଇ ଯାଇଥାଏ । କିଛି ଲୋକଙ୍କୁ ତ ନିଜର ଜୀବନ ଦେବାକୁ ପଡ଼ିଥାଏ । ପୂର୍ବରୁ କେବଳ ବୃଦ୍ଧ ଏବଂ ରୋଗାକ୍ରାନ୍ତ ଲୋକଙ୍କୁ ଏହି ରୋଗ ଗମ୍ଭୀର ଭାବରେ ପୀଡ଼ିତ କରୁଥିଲା , କିନ୍ତୁ ଏବେ ଛୋଟ ପିଲା ଏବଂ ୟଙ୍ଗ ଲୋକଙ୍କୁ ଏହି ଭୂତାଣୁ ଅଧିକ ପ୍ରଭାବିତ କରି ଦେଇଥାଏ । ଏହି ଭୂତାଣୁ ଏବେ ଅଧିକ ଦ୍ରୁତ ବେଗରେ ବ୍ୟାପୁଛି । ଏଥିପାଇଁ ଯଦି ଘରେ କୌଣସି ବ୍ୟକ୍ତି ସଂକ୍ରମିତ ହୋଇଯାଆନ୍ତି ତେବେ ବାକି ଲୋକଙ୍କର ପୋଜିଟିଭ ହେବାର ଆଶଙ୍କା ବଢ଼ିଯାଏ ।

ଏମିତିରେ ଘରର ସଂକ୍ରମିତ ଲୋକଙ୍କୁ ହୋମ ଆଇସୋଲେସନ ପାଇଁ ପରାମର୍ଶ ଦିଆଯାଇଥାଏ । ତାଙ୍କୁ ଅନେକ ସାବଧାନତା ଏବଂ ସେଫ୍ଟି ରେ ରହିବାକୁ ପଡ଼ିଥାଏ । କିନ୍ତୁ ରାଜସ୍ଥାନ ର କୋଟା ଜିଲ୍ଲାରେ ଏକ କରୋନା ସଂକ୍ରମିତ ବୃଦ୍ଧ ଦମ୍ପତ୍ତି ନିଜର ନାତି କୁ ଭୂତାଣୁ ଠାରୁ ବଞ୍ଚାଇବା ପାଇଁ ଯାହା କରିଛନ୍ତି ତାହା ଶୁଣି ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ବୃଦ୍ଧ ଦମ୍ପତ୍ତି କଥିତ ରୂପରେ ନିଜର ନାତି କୁ ସଂକ୍ରମିତ ହେବାର ଦେଖିବାକୁ ଚାହୁଁ ନଥିଲେ , ତେଣୁ ଟ୍ରେନ ସାମ୍ନାକୁ ଡେ-ଇଁ ଥିଲେ । ସେମାନେ ନାତି କୁ ଭୂତାଣୁ ଠାରୁ ବଞ୍ଚାଇବା ପାଇଁ ସେମାନେ ନିଜେ ଆ-ତ୍ମ-ହ-ତ୍ୟା କରିଦେଲେ ।

ଦମ୍ପତ୍ତି ଙ୍କୁ ଭ-ୟ ଥିଲା ଯେ କାଳେ ତାଙ୍କ ନାତି ବୋହୂ ମଧ୍ୟ ତାଙ୍କ କାରଣରୁ କରୋନା ସଂକ୍ରମିତ ନହୋଇ ଯାଆନ୍ତୁ । ଏଥିପାଇଁ ୭୫ ବର୍ଷୀୟ ହୀରାଲାଲ ବୈରୱା ଏବଂ ତାଙ୍କର ୭୦ ବର୍ଷୀୟା ପତ୍ନୀ ଶାନ୍ତିବାଈ ରବିବାର ସକାଳେ ଚମ୍ବଳ ଅଭରବ୍ରିଜ ପାଖରେ ରେଲୱେ ଲାଇନ ରେ ଦିଲ୍ଲୀ ମୁମ୍ବାଇ ଅପ ଟ୍ରେକ ରେ ଟ୍ରେନ ସାମ୍ନାକୁ ଡେ-ଇଁ ଆ-ତ୍ମ-ହ-ତ୍ୟା କରିଛନ୍ତି । ଦମ୍ପତ୍ତି ଙ୍କର ପୁଅ ନଥିଲେ । ତାଙ୍କ ମୃ-ତ୍ୟୁ ୮ ବର୍ଷ ପୂର୍ବରୁ ହୋଇ ଯାଇଥିଲା । ସେ ତାଙ୍କ ନାତି ଏବଂ ବୋହୂ ଙ୍କ ସହିତ ରହୁଥିଲେ ।

ରେଲୱେ କଲୋନୀ ଥା-ନା ର ଉପନିରକ୍ଷକ ରମେଶ ଚନ୍ଦ ଶର୍ମା ଙ୍କ ଅନୁସାରେ ଦମ୍ପତ୍ତି ଏପ୍ରିଲ ୨୯ ରେ କରୋନା ସଂକ୍ରମିତ ହେବାର ସୂଚନା ଦେଇଥିଲେ । କରୋନା ପୋଜିଟିଭ ହେବା ପରେ ଦୁହେଁ ପୃଥକ ବାସ ରେ ରହିଥିଲେ । ଏହି ଘ-ଟ-ଣା ଆଖପାଖରେ ଥିବା ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି । କାହାକୁ ବି ବିଶ୍ୱାସ ହୋଇ ନାହିଁ ଯେ ଜେଜେବାପା ଜେଜେମା ନାତି ଏବଂ ବୋହୂ ଙ୍କ ଜୀବନ ବଞ୍ଚାଇବାକୁ ନିଜର ଜୀବନ ଦେଇଦେଲେ ।

ପୋ-ଲି-ସ ଏହି ସମ୍ବନ୍ଧରେ ମା-ମ-ଲା ରୁ-ଜ୍ଜୁ କରିଛି । ପୋ-ଲି-ସ ଏହି କେ-ସ ର ତ-ଦ-ନ୍ତ କରୁଛି । କିନ୍ତୁ ଘ-ଟ-ଣା ସ୍ଥଳରୁ କୌଣସି ସୁଇସାଇଡ଼ ନୋଟ ମିଳିନାହିଁ । ପୋ-ଲି-ସ ର କହିବା କଥା ଯେ ସେମାନେ ସମ୍ପୂର୍ଣ୍ଣ ଯା-ଞ୍ଚ କରିବା ପରେ ହିଁ କୌଣସି ନିର୍ଣ୍ଣୟ ରେ ପହଞ୍ଚି ପାରିବେ ।

Leave a Reply

Your email address will not be published. Required fields are marked *