କିଣିଥିବା କେତେ କୋଟି ଟଙ୍କାର ଦ୍ଵୀପରେ ଦମ୍ପତ୍ତି ସମସ୍ତ ଲକଡାଉନ କାଳ ବିତାଇଥିଲେ:-

ଜୀବନରେ ବଞ୍ଚିବା ପାଇଁ ନିଜ ନିଜର ଉପାୟ:-

ଜୀବନରେ ବଞ୍ଚିବା ପାଇଁ କେତେକ ଲୋକ ନିଜର ସ୍କେଲ ନିଶ୍ଚିତ କରି ରଖିଥାଆନ୍ତି। ଆଉ କେତେକ ଲୋକ ନିଜର ସ୍କେଲ ଭା-ଙ୍ଗି ରଖିଛନ୍ତି ଏବଂ ଏକ ନି-ୟ-ମ ବନାଇ ରଖିଛନ୍ତି। ନିୟମ ଏହାକି ସେମାନଙ୍କ ମନ ଯାହା ଇଛା କରିବା ତାହା କରିବେ। କୌଣସି ମାପ ନାହିଁ। ଟିମ ଆମେରିକାର ନିବାସୀ ଅଟନ୍ତି। ସମସ୍ତେ ଜାଣନ୍ତି ଯେ, ଆମେରିକା କିଭଳି ଦୌଡ଼ତା ଭରା ଦେଶ ଅଟେ। ଟିମ ଡେବିଡ଼ସନ ଶାନ୍ତି ଖୋଜିବା ପାଇଁ ଏକ ଦ୍ବୀପ କିଣି ଦେଇଛନ୍ତି।

ଗୋଟେ ଭାନ କିଣିଥିଲେ ପ୍ରଥମେ:-

ଟିମ ପ୍ରଥମେ ଏକ Tiffany Van କିଣିଥିଲେ। ଏହା ଏକ ପ୍ରକାର ଚକଲଗା ଘର। ଏହାକୁ ସେ ୭୦ ହଜାର ଡଲାରରେ କିଣିଥିଲେ। ଭାରତୀୟ ମୁଦ୍ରା ଅନୁସାରେ ଏହା ପାଖାପାଖି ୫୧ ଲକ୍ଷ ଟଙ୍କାର ହେବ।

Google

ପୁଣି ତାକୁ ଘର ଭଳି ସଜାଇଲେ:-

ଟିମଙ୍କ ଏହା ମାନିବା କଥା ଯେ, ସେ ଏକ ମିନିମିଲିଷ୍ଟ ବା ସର୍ବନିମ୍ନ ଅଟନ୍ତି। ଅର୍ଥାତ ନିଜର ଜୀବନକୁ କମ ବସ୍ତୁରେ ବଂଚିବା ପାଇଁ ଇଚ୍ଛା ରଖିଥାଆନ୍ତି। ତେଣୁ ସେ ନିଜ ଭାନକୁ ଏକ ଘର ଭଳି ସଯାଇଥିଲେ। ଏଥିରେ ତାଙ୍କ ପତ୍ନୀ ସ୍ୟାମ ତାଙ୍କୁ ସାହାଯ୍ୟ କରିଛନ୍ତି।

୩୦୦ ସ୍କୋଏଆର ଫୁଟର ଏହି ସ୍ଥାନ ଅଟେ:-

ସେହି ଭାନରେ ୩୦୦ ସ୍କୋଏଆର ଫୁଟର ସ୍ଥାନ ରହିଛି। ଏଥିରେ ସେ ନିଜର ରୋଷେଇ ଘର, ଲିଭିଙ୍ଗ ସ୍ପେସ, ଏବଂ ୱାର୍କ ସ୍ପେସ ତିଆରି କରିଛନ୍ତି। ଏହା ପରେ ସେ ଏକ ସ୍ଥାନ ଖୋଜିଥିଲେ ଯେଉଁଠାକୁ ସେ ଏହି ଭାନକୁ ନେଇଯାଇ ପାରିବେ।

Google

ଫ୍ଲୋରିଡାରେ କିଣିଲେ ଏକ ଦ୍ବୀପ:-

ପୁଣି ସେ ଅନେକ ଖୋଜାଖୋଜି କରିବା ପରେ ତାଙ୍କୁ ଏକ ଦ୍ବୀପ ପସନ୍ଦ ଆସିଲା। ଏହି ଦ୍ବୀପକୁ ସେ ୨ ଲକ୍ଷ ଡଲାରରେ କିଣିଥିଲେ। ଭାରତୀୟ ମୁଦ୍ରା ଅନୁସାରେ ଏହାର ମୂଲ୍ୟ ୧ କୋଟି ୪୬ ଲକ୍ଷ ଟଙ୍କା ଅଟେ।

ସମସ୍ତ ଲକଡାଉନ କାଳ ଏଠାରେ ବିତାଇଥିଲେ:-

ଏହି ଛୋଟ ଘର ଏତେ ନି-ରାପ-ଦ ଅଟେ, ଯେଉଁଠି ସେ ସମସ୍ତ ଲକଡାଉନ କାଳ ବିତାଇଥିଲେ। ଏହାସହ ଏହି ଭାନକୁ କେଉଁଠାକୁ ବି ନିଆଯାଇ ପାରିବ। ବର୍ତ୍ତମାନ ସେ ଏକ ଘର ତିଆରି କରିଛନ୍ତି ନିଜ ଦ୍ଵୀପରେ। ଯେଉଁଠି ସେ କମ ପଇସାରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ରହିବା ପାଇଁ ଦିଅନ୍ତି।

Google

ଲୋକମାନେ ବହୁତ ଦୂରରୁ ଦେଖିବାକୁ ଆସନ୍ତି:-

ସେହି ଦ୍ବୀପକୁ ଅନେକ ଲୋକ ଦୁର ବହୁଦୂରରୁ ଆସନ୍ତି ଟିମଙ୍କ ଘର ଦେଖିବାକୁ। ସେଥିରେ ସେମାନେ ଦେଖନ୍ତି କିଭଳି ଭାବେ ଭାନ ଏକ ଘରର ଡିଜାଇନ ରୂପ ନେଇଛି। ସେଥିପାଇଁ ଅନେକ ଲୋକ ଲା-ଇ-ନ ଲଗାଇ ଆସିଥାଆନ୍ତି।

୩ ବର୍ଷ ହେଲାଣି ରହି ଆସିଲେଣି:-

ଗତ ୩ ବର୍ଷ ଧରି ଏହି ଦ୍ଵୀପରେ ଟିମ ଡେବିଡ଼ସନ ଏବଂ ତାଙ୍କ ପତ୍ନୀ ସ୍ୟାମ ରହିଆସୁଛନ୍ତି।

Google

ବିଲେଇ ମଧ୍ୟ ରୁହେ ତାଙ୍କ ସହିତ:-

ତାଙ୍କ ପୋଷା ବିଲେଇ ତାଙ୍କ ସହ ରହୁଛି। ଦୁନିଆକୁ ତାଙ୍କର ସେହି ଛୋଟ ଘର ବହୁତ ପସନ୍ଦ ଆସୁଛି। ଏକ କହିବା କଥା ଯେ ଖୁସି ଅଧିକ ସ୍କୋଏଆର ଫୁଟରେ ନୁହେଁ ବରଂ ନିଜ ହୃଦୟ ସ୍ପନ୍ଦନରେ ରହିଥାଏ। ଆପଣଙ୍କୁ କିଭଳି ଲାଗିଲା ଟିମଙ୍କ ଘର ?

Leave a Reply

Your email address will not be published. Required fields are marked *