ବିରଳ video: କାଉ ଏହି ଗଛ ସହିତ ଏମିତି କଣ କରିଦେଲା? ୫୦ଲକ୍ଷରୁ ଅଧିକ ଥର ଦେଖା ଯାଇଛି ଭିଡିଓ, ଆପଣ ମଧ୍ୟ ଦେଖନ୍ତୁ

ବର୍ତମାନ କାଉ ରାମ୍ପ ଓ୍ବାକ କରୁଥିବାର ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା, ଯାହା ଲୋକମାନଙ୍କୁ ବହୁତ ପସନ୍ଦ ଆସିଥିଲା। ଲୋକମାନେ ସେହି କାଉଟିର ବହୁ ମାତ୍ରାରେ ପ୍ରଶଂସା ମଧ୍ୟ କରିଥିଲେ। କିନ୍ତୁ, ଏହି କାଉଟି କିଛି ଏମିତି କରି ଦେଇଥିଲା ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

ସୋସିଆଲ ମିଡିଆରେ ପ୍ରାୟତଃ ଜୀବଜନ୍ତୁ ମାନଙ୍କ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଥାଏ। ଏମାନଙ୍କ ମଧ୍ୟରୁ କିଛି ଭିଡିଓ ବହୁତ କ୍ୟୁଟ ହୋଇଥାଏ। ତ କିଛି ଆଶ୍ଚର୍ଯ୍ୟ କରିବା ଭଳି ମଧ୍ୟ ହୋଇଥାଏ। ସେଠାରେ, କିଛି ଭିଡିଓକୁ ଦେଖି ଲୋକମାନଙ୍କୁ ବହୁତ ଶିକ୍ଷା ମଧ୍ୟ ମିଳିଥାଏ। ଏହି ଭିଡିଓକୁ ଲୋକମାନେ ବାରମ୍ବାର ଦେଖି ନିଜ ମନୋରଞ୍ଜନ କରିଥାନ୍ତି ଏବଂ ଏହାକୁ ସେୟାର ମଧ୍ୟ କରିଥାନ୍ତି। କିନ୍ତୁ, ଆଜି ଆମେ ଆପଣଙ୍କୁ ଗୋଟିଏ ଏମିତି ଭିଡିଓ ଦେଖାଇବା ପାଇଁ ଯାଉଛୁ, ଯାହାକୁ ଦେଖିବା ପରେ ହୋଇପାରେ କି ଆପଣ ଚିନ୍ତାରେ ପଡିଯିବେ। କାରଣ, ଗୋଟିଏ କାଉ ଗଛ ଉପରେ କିଛି ଏମିତି କରି ଦେଇଥିଲା, ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ଏତିକି ନୁହେଁ ଏହି ଭିଡିଓକୁ ପାଖାପାଖି ୬୦ଲକ୍ଷ ଲୋକ ଦେଖି ସାରିଛନ୍ତି।

ବର୍ତମାନ କାଉ ରାମ୍ପ ଓ୍ବାକ କରୁଥିବାର ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା, ଯାହା ଲୋକମାନଙ୍କୁ ବହୁତ ପସନ୍ଦ ଆସିଥିଲା। ଲୋକମାନେ ସେହି କାଉଟିର ବହୁ ମାତ୍ରାରେ ପ୍ରଶଂସା ମଧ୍ୟ କରିଥିଲେ। କିନ୍ତୁ, ଏହି କାଉଟି କିଛି ଏମିତି କରି ଦେଇଥିଲା ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଯେମିତି କି ଆପଣ ଭିଡିଓରେ ଦେଖି ପାରୁଥିବେ। ଗୋଟିଏ କାଉ ନିଜ ଥଣ୍ଟ ଦ୍ଵାରା ଗଛକୁ ଖୋଳିବାରେ ଲାଗିଛି। ଆଶ୍ଚର୍ଯ୍ୟର କଥା ତ ଏହା ଅଟେ କି ସେ ଥଣ୍ଟରେ ପାଖାପାଖି ଅଧା ଅଂଶକୁ ଖୋଳି ଦେଇଛି। ସେହି ସମୟରେ କାଉର ଖୀପ୍ର ଗତି ଦେଖିବା ଯୋଗ୍ୟ ଅଟେ।ତ ସବୁଠାରୁ ପ୍ରଥମେ ଆପଣ ଏହି ଭିଡିଓକୁ ଦେଖନ୍ତୁ…

‘ଧୁମ ମଚାଉଛି ଭିଡିଓ’

https://twitter.com/fred035schultz/status/1393698814578548736?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1393698814578548736%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.tv9hindi.com%2Ftrending%2Fcrow-doing-strange-things-with-tree-video-goes-to-viral-on-social-media-665053.html

ସୋସିଆଲ ମିଡିଆରେ ଏହି ଭିଡିଓ ଧୁମ ମଚାଉଛି। ଟୁଇଟରରେ ଏହି ଭିଡିଓକୁ ‘Fred Schultz’ ନାମକ ଆକାଉଣ୍ଟରେ ସେୟାର କରାଯାଇଛି। ବର୍ତମାନ ଏହି ଭିଡିଓ ବହୁତ ଭାଇରାଲ ହୋଇ ଯାଇଛି। ଖବର ଲେଖା ଯିବା ପର୍ଯ୍ୟନ୍ତ ଏହି ଭିଡିଓକୁ 5.8ମିଲିୟନ ଲୋକ ଦେଖି ସାରିଛନ୍ତି। ସେଠାରେ, ଦୁଇଲକ୍ଷରୁ ଅଧିକ ଲୋକ ଏହି ଭିଡିଓକୁ ପସନ୍ଦ କରିଛନ୍ତି। ଯେତେବେଳେ କି,୨୩ହଜାର ଲୋକ ରୀଟୁଇଟ କରି ସାରିଛନ୍ତି। ଏତିକି ନୁହେଁ ଏହି ଭିଡିଓ ଉପରେ ଲୋକମାନେ ଲଗାତର ମଜାଦାର କମେଣ୍ଟ ମଧ୍ୟ କରୁଛନ୍ତି।

https://twitter.com/fred035schultz/status/1393698814578548736?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1393699478973173764%7Ctwgr%5E%7Ctwcon%5Es2_&ref_url=https%3A%2F%2Fwww.tv9hindi.com%2Ftrending%2Fcrow-doing-strange-things-with-tree-video-goes-to-viral-on-social-media-665053.html

https://twitter.com/fred035schultz/status/1393698814578548736?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1393701464061534209%7Ctwgr%5E%7Ctwcon%5Es2_&ref_url=https%3A%2F%2Fwww.tv9hindi.com%2Ftrending%2Fcrow-doing-strange-things-with-tree-video-goes-to-viral-on-social-media-665053.html

 

Leave a Reply

Your email address will not be published. Required fields are marked *