ମ-ଦୁ-ଆ ଝୋଲାଛାପ “ଡାକ୍ତର”ଙ୍କୁ ଆ-ତ୍ମା କହିଲା କରୋନାର ଚିକିତ୍ସା, କହିବା ମାତ୍ରେ ଲାଗିଗଲା ଲୋକଙ୍କ ଭିଡ

ଦେଶର ହବାନା ପ୍ରାନ୍ତରେ ରହୁଥିବା ଜଣେ ବ୍ୟକ୍ତି ଦାବି କରିଛନ୍ତିକି ସେ କରୋନାରୁ ର-କ୍ଷା ପାଇବା ପାଇଁ ଚିକିତ୍ସା ପାଇସାରିଛନ୍ତି। ଏହି ଉପାୟ ତାଙ୍କୁ ଏକ ଆ-ତ୍ମା କହିଲେ। ବ୍ୟକ୍ତିଙ୍କ କହିବା କଥାକି ଯଦି ଆପଣ କୋଭିଡରୁ ବ-ଞ୍ଚି-ବା ପାଇଁ ଚାହୁଁଛନ୍ତି ତେବେ ପ୍ରତ୍ଯେକ ସପ୍ତାହରେ ଅଧା ବୋତଲ ର-ମ ପିଅନ୍ତୁ। ଏହା ପରେ କରୋନା ଆପଣଙ୍କ ନିକଟରେ ଦେଖାଦେବ ନାହିଁ। ଏହି ଉପାୟ କ୍ୟୁବାରେ ବହୁତ ପ୍ରସିଦ୍ଧ ହୋଇସାରିଛି ଓ ଅନେକ ଲୋକ କୋଭିଡରୁ ବ-ଞ୍ଚି-ବା ପାଇଁ ଏହାକୁ ଆପଣାଉଛନ୍ତି।

ଭାଇରାଲ ହେଉଅଛି ଝୋଲାଛାପ ଚିକିତ୍ସା:-

ଜର୍ଜ ଗୋଲିୟାଟ କ୍ୟୁବାର ହବାନାରେ ରୁହନ୍ତି। ସେ ଗତ ତିନି ବର୍ଷରେ ଲୋକଙ୍କୁ ବହୁତ ଆ-ଶ୍ଚ-ର୍ଯ୍ୟ-କର ଉପାୟରେ ଚିକିତ୍ସା କରୁଛନ୍ତି। ଏଥିରେ ବିନା ବେହୋଶୀର ଔଷଧ ଦିଆଯାଇଥାଏ ଛୁ-ରୀ ଓ ହା-ତୁ-ଡି-କୁ ସ-ର୍ଜ-ରୀ-ରେ ସା-ମି-ଲ କରାଯାଏ। ଜର୍ଜ ଟ୍ରାଡିସନାଲ ଔଷଧ ଜରିଆରେ ନିଜର ରୋଗୀଙ୍କର ଚିକିତ୍ସା କରିବା ପାଇଁ ଦାବି କରନ୍ତି। ବର୍ତ୍ତମାନ କୋଭିଡର ଚିକିତ୍ସା ପରେ ତାଙ୍କ ପାଖରେ ଚିକିତ୍ସା କରାଇବା ପାଇଁ ରୋଗୀଙ୍କର ଲମ୍ବା ଲାଇନ ଲାଗିଛି।

ଆ-ତ୍ମା କହିଲାକି ଚିକିତ୍ସାର ଉପାୟ:-

ଜର୍ଜ କହିଲେକି ସେ ମେଡିକାଲର ପାଠ ପଢିନାହାନ୍ତି। ସେ ଦିନ ସାରା ନି-ଶାରେ ବୁ-ଡି-ରୁ-ହ-ନ୍ତି ଓ ଏହା ସହିତ ସ୍ମକିଙ୍ଗ ମଧ୍ୟ କରନ୍ତି। ତାଙ୍କର କହିବା କଥାକି ଆଜିଠାରୁ ତିନି ବର୍ଷ ପୂର୍ବେ ତାଙ୍କ ପାଖରେ ଏକ ଆ-ତ୍ମା ଆସିଥିଲା। ସେ ଜର୍ଜଙ୍କୁ ହା-ତୁ-ଡି ଓ ଛୁ-ରୀ ବ୍ୟବହାର କରି ସ-ର୍ଜ-ରୀ କରିବାକୁ କହିଥିଲା। ଏହାପରେ ସେ ଲୋକଙ୍କ ଚିକିତ୍ସା ଆରମ୍ଭ କରିଦେଇଥିଲେ। କ୍ୟୁବା ସରକାର ଲୋକଙ୍କୁ ମାଗଣାରେ ଚିକିତ୍ସା କରନ୍ତି। ଦେଶରେ ପ୍ରାୟ ୩୩ହଜାର ପ୍ରାଇମେରୀ ଡାକ୍ତର ଅଛନ୍ତି, ହିସାବ ଅନୁସାରେ ପ୍ରତ୍ଯେକ ୩୪୩ଜଣ ଲୋକଙ୍କ ପାଇଁ ଜଣେ ଡାକ୍ତର ଅଛନ୍ତି। ଏହା ସତ୍ବେ ଏହି ଦେଶରେ ଝୋ-ଲା-ଛା-ପ ଡାକ୍ତରଙ୍କ ପାଖରେ ମଧ୍ୟ ଲୋକଙ୍କ ଭିଡ ଲାଗି ରୁହେ।

ପ୍ରତ୍ଯେକ ଦିନ କରନ୍ତି ଦେଢସହ ସର୍ଜରୀ:-

ଜର୍ଜ ଅଲଗା ଉପାୟରେ ଚିକିତ୍ସା କରନ୍ତି। ହା-ତୁ-ଡି ଓ ଛୁ-ରୀ ବ୍ୟବହାର କରି ଜର୍ଜ ସ-ର୍ଜ-ରୀ କରନ୍ତି। ଏହା ପୂର୍ବରୁ ସେ ରୋଗୀଙ୍କୁ ବେହୋସ ମଧ୍ୟ କରନ୍ତି ନାହିଁ କିମ୍ବା କୌଣସି ସୂତ୍ର କରିବା ପାଇଁ ଔଷଧ ଦିଅନ୍ତି। ସିଧାସଳଖ ତୀ-କ୍ଷ-ଣ ଛୁ-ରୀ-ରେ ସ-ର୍ଜ-ରୀ କରିଦିଅନ୍ତି। ପ୍ରତ୍ଯେକ ଦିନ ତାଙ୍କ ପାଖକୁ ୧୨୦ ରୁ ୧୫୦ ଜଣ ରୋଗୀ ସ-ର୍ଜ-ରୀ କରିବାକୁ ଆସନ୍ତି। ସେ ବଡ ନି-ର୍ଦ୍ଧ-ୟ ଉପାୟରେ ଲୋକଙ୍କର ଅ-ପ-ରେ-ସନ କରିଦିଅନ୍ତି।

କୋଭିଡରୁ ବଞ୍ଚିବା ପାଇଁ ଔଷଧ:-

ଜର୍ଜଙ୍କ କହିବା କଥାକି ଆଜି ପର୍ଯ୍ୟନ୍ତ ତାଙ୍କ ପାଖରେ ସମସ୍ତ ରୋଗୀ ଠିକ ହୋଇ ଯାଇଛନ୍ତି। ଯଦି କେହି ଚାଲିପାରୁନାହିଁ ତେବେ ସେ ତାଙ୍କୁ ଚଲାଇ ଫେରାନ୍ତି। ଯଦି କେହି ହାତ ଉଠାଇ ପାରୁନାହିଁ ତେବେ ତାଙ୍କର ଚିକିତ୍ସା ପରେ ହାତ ଉଠାଇ ଦିଅନ୍ତି। ସେ କହିଲେକି ସେ ଥିବା ପର୍ଯ୍ୟନ୍ତ କୌଣସି ରୋଗୀ କୋଭିଡରେ ମରିବେ ନାହିଁ। ପ୍ରତ୍ଯେକ ସପ୍ତାହ ଅଧା ବୋତଲ ରମ ପିଇବା ଦ୍ଵାରା ସେ ଠିକ ହୋଇଯିବେ। ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ ଜର୍ଜଙ୍କ ଏକ ଚିକିତ୍ସାର ଯାଞ୍ଚ କରୁଅଛି କିନ୍ତୁ ଜର୍ଜଙ୍କୁ ବିଶ୍ବାସ ଅଛିକି କୌଣସି ଚିନ୍ତାର ବିଷୟ ନାହିଁ କାରଣ ସେ କୌଣସି ଇଲିଗାଲ କାମ କରୁନାହାନ୍ତି।

Leave a Reply

Your email address will not be published. Required fields are marked *