ଶ୍ମଶାନରେ ଘଟିଲା ହୋସ ଉଡେଇଲା ଭଳି ଘଟଣା; ଘରଲୋକ ପହଞ୍ଚିଲା ବେଳକୁ ମିଳିଲାନି ଅସ୍ଥି, ମିଳିଲା ଆଲପିନ ବାଲା ଲେମ୍ବୁ

କୋଟା ସହରର ସୁବାଷନଗର ମୁକ୍ତିଧାମରେ ଜଣେ ତାନ୍ତ୍ରିକ ନିଜର ସାଧନା ପାଇଁ ଅସ୍ଥି ଚୋରି କରୁଥିଲା। ଏହି କଥା ମୁକ୍ତିଧାମରେ ଆ-ତଙ୍କ ଖେଳିଯାଇଛି।

ପୋ-ଲିସ ପହଞ୍ଚିଲେ ଘ-ଟଣା ସ୍ଥଳରେ:-

ଶ୍ମଶାନରେ ପୋତାଯାଇଥିବା ଏକ ପିଲାର ଅସ୍ଥିକୁ ନେବା ପାଇଁ ତାନ୍ତ୍ରିକଟି ଉଦ୍ୟମ କରୁଥିଲା। ଯାହାକୁ ଦେଖି ପିଲାଟିର ସମ୍ପର୍କୀୟ ମହାବୀର ନଗରର ପୋ-ଲିସକୁ ସୂଚନା ଦେଇଥିଲେ। ପରେ ପୋ-ଲିସ ଘଟ-ଣା ସ୍ଥଳକୁ ଆସି ଯା-ଞ୍ଚ କଲେ। ସେଠାରେ ଦେଖିବାକୁ ପାଇଲେ ଯେ, ତାନ୍ତ୍ରିକର କ୍ରିୟାରେ ଲାଗୁଥିବା ସାମଗ୍ରୀ ଗୁଡ଼ିକ ସେଠାରେ ଖେଳେଇ ହୋଇ ପଡ଼ିଥିଲା।

ଅସ୍ଥି ହେଲା ନିଖୋଜ:-

୨ ଦିନ ପୂର୍ବରୁ ରଙ୍ଗବାଡ଼ିର ନିବାସୀ ବିମଳା ଶାକ୍ୟବାଲଙ୍କ ମୃ-ତ୍ୟୁରେ ତାଙ୍କ ସମ୍ପର୍କୀୟ ତାଙ୍କର ଅନ୍ତିମ ସଂସ୍କାର କରିବା ପାଇଁ ତାଙ୍କୁ ସୁବାଷନଗର ମୁକ୍ତିଧାମକୁ ନେଇଥିଲେ। କିନ୍ତୁ ଆଜି ଯେତେବେଳେ ଫୁଲ ଚିନ୍ହିବାର ସମାରୋହରେ ତାଙ୍କ ସମ୍ବନ୍ଧୀୟ ଗଲେ, ସେତେବେଳେ ସେଠାରେ କୌଣସି ଅସ୍ଥି ମିଳିବା ବଦଳରେ ତାନ୍ତ୍ରିକର ଜିନିଷ ମିଳିଲା। ଯାହାକୁ ଦେଖି ସେମାନେ ରାଗିକରି ପୋ-ଲିସକୁ ଯାଇ ସୂଚନା ଦେଇଥିଲେ।

ପରିସରରେ ଖେଳେଇ ହୋଇଥିଲା ଲେମ୍ବୁ:-

ଶନିବାର ଦିନ ଏକ ପିଲାକୁ ପୋତାଗଲା ପରେ। ଯେବେ ସମ୍ବନ୍ଧୀୟ ମାନେ ସେଠାକୁ ଯାଇଥିଲେ, ସେବେ ସେଠାରେ କିଛି ଖୋଳାଯାଇଥିବା ଦେଖି ରାଗିଥିଲେ। ଯାହାକି ସେଠାରେ ପଡ଼ିଥିବା ଖୋଳିବାର ସାମଗ୍ରୀକୁ ଦେଖି ଜଣା ପଡୁଛି। ଏବଂ ରବିବାର ଦିନ ଶାକ୍ୟବାଲଙ୍କ ଅସ୍ଥିର ଅଂତିମସଂସ୍କାର ପରେ, ଆଜି ଅସ୍ଥି ମିଳିବା ବଦଳରେ ସମ୍ବନ୍ଧୀୟ ମାନଙ୍କୁ ଆଲପିନ ବାଲା ଲେମ୍ବୁ ମିଳିଲା। ଏବଂ ସେଠାରେ ଏକ ବ୍ୟକ୍ତି ଭଳି କଣ୍ଢେଇ, ଫୁଲ, ମାଟିର କୁଣ୍ଡ, କଳା କପଡ଼ା ଆଦି ତାନ୍ତ୍ରିକର ଜିନିଷ ସବୁ ସ୍ଥାନରେ ଖେଳେଇ ହୋଇଥିଲା।

ହିମାଂଶୁ ଶାକ୍ୟବାଲଙ୍କ କହିବା ଅନୁସାରେ:-

ହିମାଂଶୁ ବିମାଳାଙ୍କ ସମ୍ବନ୍ଧୀୟ ଅଟନ୍ତି। ତାଙ୍କ କହିବା ଅନୁସାରେ, ସୁବାଷନଗର ମୁକ୍ତିଧାମରେ କେହିବି ସିକ୍ୟୁରୀଟି ନାହାନ୍ତି। ଜଣେ ପିଲା ଅଛି, ଯିଏ ସଫା କରୁଛି ମୁକ୍ତିଧାମକୁ। ତେଣୁ ଅସ୍ଥି ଗୁଡିକର ଚୋରି ସହଜ ହେଉଛି।

ପୋ-ଲିସ କଲେ ଯାଞ୍ଚ:-

ସୂଚନା ପାଇ ପୋ-ଲିସ ଘ-ଟଣା ସ୍ଥଳକୁ ଆସିଥିଲା। ଏବଂ ସେଠାରେ ମହିଳାଙ୍କର ଓ ପିଲାଟିର ଅସ୍ଥି କେଉଁଠି ରହିଛି ଯାଞ୍ଚ ପ୍ରତାଳ କରୁଛି। ଏହା ସହ କିଏ ସେହି ତାନ୍ତ୍ରିକ ବ୍ୟକ୍ତି ଯିଏ ପ୍ରତି ଶନିବାର ଦିନ ଆସି ତନ୍ତ୍ର ସାଧନା କରୁଛି, ତାହା ବିଷୟରେ ମଧ୍ୟ ପୋ-ଲିସ ଖୋଜା ଚଲାଇଛି।

Leave a Reply

Your email address will not be published. Required fields are marked *