Cyclone Tauktae ରେ ଭାଙ୍ଗି ଗଲା ଗଛ , ଟିଭି ଅଭିନେତ୍ରୀ କରିଲେ ଫୋଟ ଶୁଟ, ଲୋକେ କହିଲେ ଲାଜ ଲାଗିବା ଦରକାର

ଟେଲିଭିଜନ ଅଭିନେତ୍ରୀ ଦୀପିକା ସିଂହ ମୁମ୍ବାଇ ରେ ଚକ୍ରବାତ ତଉକତେ ସମୟରେ ପ୍ରବଳ ବର୍ଷା ମଧ୍ୟରେ ଭାଙ୍ଗି ପଡ଼ିଥିବା ଗଛ ପାଖରେ ଫୋଟ ଉଠାଇଛନ୍ତି । ଯେଉଁ କାରଣରୁ ତାଙ୍କୁ ଖୁବ ଟ୍ରୋଲ କରାଯାଇଛି ।

ଟେଲିଭିଜନ ଅଭିନେତ୍ରୀ ଦୀପିକା ସିଂହ ଦିୟା ଅର ବାତୀ ହମ ସିରିଏଲ ରେ ସନ୍ଧ୍ୟା ଚରିତ୍ରରେ ଅଭିନୟ ପାଇଁ ଜଣା ଯାଆନ୍ତି । ସୋସିଆଲ ମିଡିଆରେ ତାଙ୍କର ଖୁବ ଚର୍ଚ୍ଚା ହୋଇଛି ଯେତେବେଳେ ସେ ଚକ୍ରବାତ ତଉକତେ କାରଣରୁ ପ୍ରବଳ ବର୍ଷା ସମୟରେ ଏକ ଭାଙ୍ଗି ଯାଇଥିବା ଗଛ ପାଖରେ ଫଟ ଉଠାଇଛନ୍ତି । ଫୋଟ ରେ ଦେଖା ଯାଇ ପାରିବ ଯେ ସେ ମଲ୍ଟି କଲର ର ଷ୍ଟ୍ରେପ ଡ୍ରେସ ପିନ୍ଧିଛନ୍ତି । ସେ ଭାଙ୍ଗି ଯାଇଥିବା ଗଛ ରେ ଛିଡ଼ା ହୋଇ ଫୋଟ ଶୁଟ କରାଇଛନ୍ତି । ଫୋଟ ଶୁଟ ଦେଖି ଲୋକେ ରାଗି ଯାଇଛନ୍ତି । କମେଣ୍ଟ ସେକ୍ସନ ରେ ଜଣେ ୟୁଜର ଲେଖିଛନ୍ତି ଯେ ‘ ଆପଣଙ୍କୁ ଲାଜ ଲାଗିବା ଦରକାର , ଲୋକେ ବାତ୍ୟା ରେ ପ୍ରାଣ ହରାଉଛନ୍ତି କିନ୍ତୁ ଆପଣ ଏନଜୟ କରୁଛନ୍ତି । ‘

ପ୍ରିଣ୍ଟେଡ ଆଉଟଫିଟ ପିନ୍ଧି ଦୀପିକା ଭାଙ୍ଗି ଯାଇଥିବା ଗଛ ପାଖରେ ଫୋଟ ଉଠାଇଛନ୍ତି ଏବଂ ନିଜ ପୋଷ୍ଟ ର କ୍ୟାପଶନ ରେ କହିଛନ୍ତି ଯେ , ” ଆପଣ ବାତ୍ୟା କୁ ଶାନ୍ତ କରି ପାରିବେ ନାହିଁ , ତେଣୁ ଚେଷ୍ଟା କରନ୍ତୁ ନାହିଁ । ଆପଣ କେବଳ ନିଜକୁ ଶାନ୍ତ କରନ୍ତୁ , ପ୍ରକୃତି ଏବଂ ତାହାର ଉଦାସ ମୁଡ କୁ ଆପଣାନ୍ତୁ । ”

ପ୍ରିଣ୍ଟେଡ଼ ଆଉଟଫିଟ ପିନ୍ଧି ଦୀପିକା ଏକ ଭାଙ୍ଗି ଯାଇଥିବା ଗଛ ପାଖରେ ଫୋଟ ଉଠାଇଛନ୍ତି ଏବଂ ନିଜ ପୋଷ୍ଟ ର କ୍ୟାପଶନ ରେ କହିଛନ୍ତି ଯେ , ” ଆପଣ ବାତ୍ୟା କୁ ଶାନ୍ତ କରି ପାରିବେ ନାହିଁ ତେଣୁ ଚେଷ୍ଟା ବି କରନ୍ତୁ ନାହିଁ । ଆପଣ କଣ କରି ପାରିବେ କେବଳ ନିଜକୁ ଶାନ୍ତ କରନ୍ତୁ , ପ୍ରକୃତି ଏବଂ ତାର ଉଦାସ ମୁଡ଼ କୁ ଗ୍ରହଣ କରନ୍ତୁ । ”

ସେ ଏହା ମଧ୍ୟ କହିଛନ୍ତି ଯେ ” ଗଛ ମୋ ଘରର ଠିକ ବାହାରେ ଭାଙ୍ଗି ଯାଇଛି , କାହାର କ୍ଷତି ହୋଇନାହିଁ , ରୋହିତ ଏବଂ ମୁଁ ଚକ୍ରବାତ ତଉକତେ କୁ ମନେ ରଖିବା ପାଇଁ କିଛି ଫୋଟ ନେଇଛୁ । ” ରୋହିତ ରାଜ ଗୋୟଲ ଦୀପିକାଙ୍କ ସ୍ୱାମୀ ଅଟନ୍ତି ।

ସୋସିଆଲ ମିଡ଼ିଆ ୟୁଜର କ୍ରୋଧିତ ହୋଇ ଯାଇଥିଲେ କାରଣ ଦୀପିକା ଫୋଟ ସେୟାର କରିଛନ୍ତି ଏବଂ ସେଥି ମଧ୍ୟରୁ ଅଧିକାଂଶ ତାଙ୍କୁ ଚକ୍ରବାତ ତଉକତେ କୁ ଦୃଷ୍ଟି ରେ ରଖି ଗମ୍ଭୀର ପ୍ରକୋପ ମଧ୍ୟରେ ଖୁସି ମନାଇବା କାରଣରୁ ଟ୍ରୋଲ କରିଛନ୍ତି ।

ଟ୍ୱିଟର ରେ ଏକ ଟିପ୍ପଣୀ ରେ ଲେଖା ଯାଇଛି ଯେ , ‘ ମୋତେ ଦୁଃଖ ଲାଗୁଛି , କିନ୍ତୁ ଚକ୍ରବାତ କାରଣରୁ ପଡ଼ି ଯାଇଥିବା ଗଛ ସହିତ ମୁର୍ଖତାପୂର୍ବକ ପୋଜ ଦେବା ଖୁବ ଭୟଙ୍କର ଅଟେ । ଏହା ଅସୁରକ୍ଷିତ ଏବଂ ଅନାବଶ୍ୟକ ଅଟେ । ଆପଣଙ୍କୁ ଏପରି ଲୋକଙ୍କ ଠାରୁ ପ୍ରେରଣା ନେବାର କୌଣସି ଆବଶ୍ୟକତା ନାହିଁ । ‘

https://twitter.com/anasazi02/status/1394709999008587779?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1394709999008587779%7Ctwgr%5E%7Ctwcon%5Es1_&ref_url=https%3A%2F%2Fndtv.in%2Fzara-hatke%2Fdeepika-singh-photoshoot-beside-tree-uprooted-by-cyclone-tauktae-been-severely-criticised-on-social-media-2444857

https://twitter.com/Adore_Marzia/status/1394705646294126593?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1394705646294126593%7Ctwgr%5E%7Ctwcon%5Es1_&ref_url=https%3A%2F%2Fndtv.in%2Fzara-hatke%2Fdeepika-singh-photoshoot-beside-tree-uprooted-by-cyclone-tauktae-been-severely-criticised-on-social-media-2444857

Leave a Reply

Your email address will not be published. Required fields are marked *