ଶ୍ମଶାନରେ ଡ୍ୟୁଟି କରୁଥିବା ଦିଲ୍ଲୀ ପୋ-ଲି-ସ ASI ଟାଳିଦେଲେ ଝିଅ ବାହାଘର, ଏପର୍ଯ୍ୟନ୍ତ ୧୧୦୦ ଶବଙ୍କର କରି ସାରିଲେଣି ଅନ୍ତିମ ସଂସ୍କାର

ଦିଲ୍ଲୀ ପୋ-ଲି-ସର ଜଣେ ASI ନିଜ କାମ କାରଣରୁ ମୁଖ୍ୟ ଖବର ପାଲଟି ଯାଇଛନ୍ତି। ବର୍ତମାନ ଯେଉଁଠାରେ ସମସ୍ତେ ସଂକ୍ରମଣରୁ ବଞ୍ଚିବାର ଉପାୟ ଖୋଜୁଛନ୍ତି ଏବଂ ଘରୁ ବାହାରକୁ ଯିବାରେ କୁଣ୍ଠାବୋଧ କରୁଛନ୍ତି ସେଠାରେ ଏଏସଆଇ ୫୭ବର୍ଷିୟ ରାକେଶ କୁମାର ନିଜ କାମ ଦ୍ଵାରା ଲୋକମାନଙ୍କ ହୃଦୟକୁ ଜିତୁଛନ୍ତି।

ଦେଶ କୋରୋନା ଭାଇରସ(Coronavirus in India)ର ଦ୍ଵିତୀୟ ଲହରୀ ଦେଇ ଗତି କରୁଛି। ଲୋକମାନେ ବହୁ ମାତ୍ରାରେ ସଂକ୍ରମିତ ହେଉଛନ୍ତି। ସେଠାର, ଅନ୍ୟ ପକ୍ଷରେ ଏହି ଭାଇରସରେ ମରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଜୋରରେ ବଢ଼ିବାରେ ଲାଗିଛି। ଏହି ମୁସ୍କିଲ ସମୟରେ ଯେତେବେଳେ ଲୋକମାନେ ଭାଇରସରୁ ବଞ୍ଚିବା ପାଇଁ ନିଜ ଘରୁ ବାହାରକୁ ବାହାରିବାରୁ ମଧ୍ୟ ବଞ୍ଚି ରହୁଛନ୍ତି, ସେଠାରେ କିଛି ଲୋକ ଏମିତି ମଧ୍ୟ ଅଛନ୍ତି ଯେଉଁମାନେ ନିଜ କାମ ଦ୍ବାରା ଲୋକମାନଙ୍କ ପାଇଁ ଏହି ଖରାପ ସମୟରେ ମଣିଷ ପଣିଆର ଆଦର୍ଶ ମଧ୍ୟ ପାଲଟି ଯାଉଛନ୍ତି। ଏହା ମଧ୍ୟରେ ଦିଲ୍ଲି ପୋ-ଲି-ସର ଜଣେ ASI ନିଜ କାମ କାରଣରୁ ମୁଖ୍ୟ ଖବର ପାଲଟି ଯାଇଛନ୍ତି।

ଦିଲ୍ଲୀ ପୋଲିସର ଏଏସଆଈର ଏହି ଭିଡିଓ ଆଇପୀଏସ ଅଙ୍କିତା ଶର୍ମା(IPS Officer Ankita Sharma) ସେୟାର କରିଛନ୍ତି। ଏହା ସହିତ ଦିଲ୍ଲୀ ପୋ-ଲି-ସ-ଙ୍କ ପ୍ରଶଂସା ମଧ୍ୟ କରିଛନ୍ତି। ବର୍ତମାନ ଯେଉଁଠାରେ ସମସ୍ତେ ସଂକ୍ରମଣରୁ ବଞ୍ଚିବାର ଉପାୟ ଖୋଜୁଛନ୍ତି ଏବଂ ଘରୁ ବାହାରକୁ ଯିବାରେ କୁଣ୍ଠାବୋଧ କରୁଛନ୍ତି ସେଠାରେ ଏଏସଆଇ ୫୭ବର୍ଷିୟ ରାକେଶ (Rakesh Kumar)କୁମାର ନିଜ କାମ ଦ୍ଵାରା ଲୋକମାନଙ୍କ ହୃଦୟକୁ ଜିତୁଛନ୍ତି ଏବଂ ସମାଜ ପାଇଁ ଆଦର୍ଶ ପାଲଟି ଯାଇଛନ୍ତି। ରାକେଶ କୁମାର ନିଜାମୁଦ୍ଦିନ ଥା-ନା-ରେ ନିଯୁକ୍ତ ଅଟନ୍ତି ଏବଂ ସେ ୧୧ଅପ୍ରେଲରୁ ଲୋଧୀ ରୋଡ (Lodhi Road)ର ଶ୍ମଶାନ ଘାଟରେ ଡ୍ୟୁଟି କରୁଛନ୍ତି।

ରାକେଶ ନିଜ ଜୀବନକୁ ଧ୍ୟାନ ନଦେଇ ୧୩ଅପ୍ରେଲରୁ କୋରୋନାରେ ସଂକ୍ରମିତ ହେଉଥିବା ରୋଗୀଙ୍କ ପରିବାରକୁ ସାହାଯ୍ୟ କରୁଛନ୍ତି। ସୂଚନା ମୁତାବକ,ସେ କୋରୋନା ଭ୍ୟାକ୍ସିନର ଦୁଇଟି ଯାକ ଡୋଜ ନେଇ ସାରିଛନ୍ତି ଏବଂ ଶ୍ମଶାନ ଘାଟ ଠାରେ କୋରୋନା ସଂକ୍ରମିତ ଲୋକ କିମ୍ବା ପୁଣି ଶ-ବର ଅନ୍ତିମ ସଂସ୍କାର ସମୟରେ ସେ ସଂପୂର୍ଣ୍ଣ ଭାବରେ ସାବଧାନତା ମଧ୍ୟ ଅବଲମ୍ବନ କରୁଛନ୍ତି। ରାକେଶ କୁମାର ୧୩ଅପ୍ରେଲରୁ ଏପର୍ଯ୍ୟନ୍ତ ପାଖାପାଖି

Leave a Reply

Your email address will not be published. Required fields are marked *