ଘୋଡାକୁ କାନ୍ଧ ଉପରେ ଉଠାଇଥାନ୍ତି ଏହି ବ୍ୟକ୍ତି, ହାତରେ ବାଡେଇ ଦିଅନ୍ତି କଣ୍ଟା, ଦାନ୍ତରେ ମୋଡି ଦିଅନ୍ତି ଲୁହା ରଡ: ଦେଖନ୍ତୁ ଭିଡିଓ

ଆପଣ ମଣିଷକୁ ଘୋଡା ଓଟ ଉପରେ ବସିଥିବାର ତ ଅନେକ ଥର ଦେଖିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେ ଏମିତି ବ୍ୟକ୍ତିଙ୍କ ସହ ଦେଖା କରିବାକୁ ଯାଉଛୁ ଯିଏ ଓଟ ଘୋଡାକୁ ହିଁ ନିଜ ଉପରେ ବସାଇଥାନ୍ତି। ବାସ୍ତବରେ ୟୁକ୍ରେନରେ ରହୁଥିବା ଦିମିତ୍ରୀ ଖଲାଦଜୀ ବଡ଼ବଡ଼ ପଶୁ ଏବଂ ଭାରି ବସ୍ତୁକୁ ନିଜ କାନ୍ଧ ଉପରେ ଉଠାଇବା ପାଇଁ ପ୍ରସିଦ୍ଧ ଅଟନ୍ତି। ଯେତେବେଳେ ଆପଣ ତାଙ୍କ ଟ୍ୟାଲେଣ୍ଟ ଦେଖିବେ ତ ମୁହଁରୁ ଏହା ବାହାରିବ କି ‘ଭାଇ ଏ ତ ବାସ୍ତବ ଜୀବନ Hulk ଅଟେ।

ଦିମିତ୍ରୀ ଖଲାଦଜୀଙ୍କ ଗଣତି ଦୁନିଆର ସବୁଠାରୁ ମଜବୁତ ପୁରୁଷମାନଙ୍କ ମଧ୍ୟରେ ହୋଇଥାଏ।ସେ କେବେ ଘୋଡାକୁ ନିଜ କାନ୍ଧ ଉପରେ ରଖି ନିଅନ୍ତି ତ କେବେ ଓଟକୁ ଉଠାଇ ନିଅନ୍ତି।

କେବଳ ଏତିକି ନୁହେଁ ସେ ତ ବହୁତ ଭାରୀ ଷଣ୍ଢକୁ ମଧ୍ୟ ନିଜ କାନ୍ଧରେ ଉଠାଇ ସାରିଛନ୍ତି। ଗୋଟିଏ ଥର ସେ ଆଶ୍ଚର୍ଯ୍ୟଜନକ କମ କରିଥିଲେ ଯେତେବେଳେ ଘୋଡ଼ା ସହିତ ତା ଉପରେ ବସିଥିବା ମଣିଷକୁ ମଧ୍ୟ ଉଠାଇ ନେଇଥିଲେ।

ଏହାଛଡା ପଶୁମାନଙ୍କ ବ୍ୟତୀତ ଅନେକ ମଣିଷକୁ ମଧ୍ୟ ଗୋଟିଏ ଥରକେ ଉଠାଇ ସାରିଛନ୍ତି। ଦିମିତୀ ଖଲାଦଜୀ ଏମିତି ଏଥିପାଇଁ କରି ପାରୁଛନ୍ତି କାରଣ ସେ ଜଣେ ଶକ୍ତିଶାଳୀ ଲିପ୍ଟିଙ୍ଗ ଚାମ୍ପିଅନ ମଧ୍ୟ ଅଟନ୍ତି।

ଭାରୀ ବସ୍ତୁକୁ ଉଠାଇବା ବ୍ୟତିତ ଦିମିତ୍ରୀ ଆହୁରି ଅନେକ ଆଶ୍ଚର୍ଯ୍ୟଜନକ କାରନାମା କରୁଛନ୍ତି। ଯଦି ଆପଣ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନଜର ପକାଇବେ ତ ଜାଣି ପାରିବେ କି ଏହି ପୁରୁଷ ଅଜବପ୍ରକାରର ଶକ୍ତିଶାଳୀ ଅଟନ୍ତି। ଲୋକମାନେ କଣ୍ଟା ବାଡେଇବା ପାଇଁ ହାତୁଡିର ବ୍ୟବହାର କରନ୍ତି କିନ୍ତୁ ଏହି ସାହେବ ତ ନିଜ ମଜବୁତ ହାତରେ ହିଁ କଣ୍ଟା ବାଡେଇ ଦିଅନ୍ତି।

ଏହି ସବୁ କାରାନାମା ଦେଖିବା ପୂର୍ବରୁ ସେ ସର୍କସରେ ମଧ୍ୟ କାମ କରୁଥିଲେ। ଏହିଠାରୁ ତାଙ୍କର ଏହି ଜୀବିକାଟି ସଉକ ହୋଇ ଯାଇଥିଲା ଏବଂ ବର୍ତ୍ତମାନ ସେ ଏହି ଟ୍ୟାଲେଣ୍ଟ ବଦଳରେ ସେ ପୂରା ଦୁନିଆରେ ପ୍ରସିଦ୍ଧ ଅଟନ୍ତି। ତାଙ୍କର କେବଳ ଶରିର ମଜବୁତ ନୁହେଁ ବରଂ ଦାନ୍ତ ମଧ୍ୟ ଶକ୍ତ ଅଟେ।ସେ ତାଙ୍କ ଦାନ୍ତରେ ଲୁହା ରଡକୁ ମଧ୍ୟ ମୋଡି ଦିଅନ୍ତି।

ଗୋଟିଏ ପୂରା ଯାତ୍ରୀରେ ଭରା ଏସୟୁଭି ଗାଡ଼ି ତାଙ୍କ ପାଦ ଉପରେ ଚଢ଼ି ଚାଲି ଯାଇଥାଏ ଏବଂ ତାଙ୍କର କିଛି ବି ହୋଇନଥାଏ। ସେ ଝିଅ ସହିତ ବଡ଼ ପିୟାନୋକୁ ମଧ୍ୟ ଉଠାଇବାର ଶକ୍ତି ରଖିଛନ୍ତି। କେବଳ ଏତିକି ନୁହେଁ ୧୫୨କିଲୋ ଓଜନ ତ ସେ ଗୋଟିଏ ହାତରେ ହିଁ ଉଠାଇ ନିଅନ୍ତି। ଲୋକମାନେ ମଜାରେ କୁହନ୍ତି କି ତାଙ୍କର ସେଇଟା ହାତ ନୁହେଁ ହାତୁଡି ଅଟେ।

ଆଶ୍ଚର୍ଯ୍ୟ କଥା ଏହା ହେଉଛି କି ଦିମିତ୍ରୀ ୬୦ରୁ ଅଧିକ ଥର ଗିନୀଜ ବୁକରେ ନିଜ ନାମ ଜମା କରି ସାରିଛନ୍ତି। ଏହାଛଡା ଯଦି ଆପଣ ମଧ୍ୟ କିଛି ଏମିତି ଚେଷ୍ଟା କରିବାକୁ ଚିନ୍ତା କରୁଛନ୍ତି ତ ସେ ଚିନ୍ତାକୁ ମୁଣ୍ଡରୁ ବାହାର କରି ଦିଅନ୍ତୁ।ସେ ଜଣେ ପ୍ରଶିକ୍ଷିତ ପାୱାର ଲିଫ୍ଟର ଅଟନ୍ତି। ଆପଣ ଏମିତି କରିବେ ତ ସିଧା ଡାକ୍ତରଖାନାକୁ ରାସ୍ତାର ମାପ ନଜର ଆସିବ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *