କେବଳ ୩ ଦିନରେ ଅର୍ଶ (piles)କୁ ମୂଳରୁ ଶେଷ କରିବା ପାଇଁ କରନ୍ତୁ ଏହି ଉପାୟ

ବନ୍ଧୁଗଣ ଭୁଲ ଜୀବନ ଶୈଳୀ ଏବଂ ଖାଦ୍ୟର ଅନିୟମିତତା କାରଣରୁ ଆଜିକାଲି ବହୁତ ଲୋକ piles ବା ଅର୍ଶ ଭଳି ସମସ୍ୟାରେ ସମୁଖୀନ ହେଉଅଛନ୍ତି। ଅର୍ଶ ହେବାର ଅନେକ ପ୍ରକାରର କାରଣ ହୋଇପାରେ। ବନ୍ଧୁଗଣ ଅର୍ଶ ହେବା ଦ୍ୱାରା ଆପଣଙ୍କ ମଳଦ୍ୱାରରେ ଛୋଟ ଛୋଟ ମାଂସ ପେଣ୍ଡୁଳା ସଦୃଶ ବାହାରି ଥାଏ ଏବଂ ଯଦି ତାହା ଅଧିକ ପୁରୁଣା ହୋଇଯାଏ ତାହାଲେ ଆପଣ ମଳ କରିବା ସମୟରେ ସେହି ଅର୍ଶରୁ ରକ୍ତ ପଡିବା ଆରମ୍ଭ ହୋଇଯାଏ। ସେଥିପାଇଁ ଲୋକଙ୍କୁ ବହୁତ କଷ୍ଟ ଭୋଗିବାକୁ ମଧ୍ୟ ପଡିଥାଏ।ଏବଂ ତାହାର ଉପଚାର ସଦୃଶ ଆପଣ ମାନଙ୍କୁ ଅପରେସନ କିମ୍ବା ବହୁତ ଦାମୀ ମେଡ଼ିସିନ ଖାଇବାକୁ ପଡିଥାଏ।

ସେଥିରେ ମଧ୍ୟ ଆପଣଙ୍କ ଶରୀରକୁ କ୍ଷତି ପହଁଚି ଥାଏ। ସେଥିପାଇଁ ଆପଣଙ୍କ ପାଇଁ ଏମିତି ଏକ ସହଜ ଏବଂ ଘରୋଇ ଉପଚାର ନେଇ ଆସିଛୁ ଯାହାକୁ ବନେଇବା ବହୁତ ସହଜ ଅଟେ ଏବଂ ଏହା ବହୁତ ପରୀକ୍ଷିତ ଅଟେ।ଆପଣ କେବଳ ଯଦି ଏହାକୁ ୩ ଦିନ ସେବନ କରନ୍ତି ତେବେ ଆପଣଙ୍କର ଅର୍ଶ ସବୁଦିନ ପାଇଁ ଶେଷ ହୋଇଯିବ। ଯଦି ଆପଣଙ୍କର ଅର୍ଶ ବହୁତ ପୁରୁଣା ଅଟେ, ଏହାକୁ ପ୍ରାୟତଃ ୭ ଦିନ ସେବନ କରନ୍ତୁ। ଦେଖିବେ ଆପଣଙ୍କର ଅର୍ଶ ସବୁଦିନ ପାଇଁ ଭଲ ହୋଇଯିବ।

ଏକ କପ କ୍ଷୀର:

google

ଯଦି ଆପଣ ଚାହିଁବେ ଥଣ୍ଡା କ୍ଷୀରରେ ସେବନ କରିପାରିବେ କିନ୍ତୁ ଆମେ ଏଥିରେ ଆପଣଙ୍କୁ କହି ରଖୁଛୁ ଯେ କ୍ଷୀରକୁ ଗରମ କରିନିଅନ୍ତୁ ଏବଂ ତାହାକୁ ହାଲକା ଥଣ୍ଡା ହେବା ପାଇଁ ଫ୍ୟାନରେ ଛାଡିଦିଅନ୍ତୁ। ହାଲକା ଉଷୁମ ହେବା ପରେ ଏହାକୁ ସେବନ କରନ୍ତୁ। କେମିତି ଏହାକୁ ସେବନ କରିବେ ଆସନ୍ତୁ ଜାଣିବା

ଗୋଟେ ବଡ଼ ଲେମ୍ବୁ କିମ୍ବା ଛୋଟ ଲେମ୍ବୁ ନିଅନ୍ତୁ:

google

ପ୍ରଥମେ ଆପଣ ଲେମ୍ବୁକୁ କାଟି ସେଥିରୁ ରସ ବାହାର କରିଦିଅନ୍ତୁ। ଯଦି ଆପଣ ବଡ଼ ଲେମ୍ବୁ ନେଉଛନ୍ତି ତାହେଲେ ଫାଳେ ଲେମ୍ବୁ ରସ ନିଅନ୍ତୁ। ଯଦି ଆପଣ ଛୋଟ ଲେମ୍ବୁ ନେଉଛନ୍ତି ତେବେ ଗୋଟେ ଲେମ୍ବୁରସ ପୁରା ଚିପୁଡି ନିଅନ୍ତୁ। ଲେମ୍ବୁରସ ଚିପୁଡିବା ସମୟରେ ଯଦି ତାର ମଞ୍ଜି ଚାଲି ଯାଉଛି ତେବେ ତାହାକୁ ଚାମୁଚ ସାହାର୍ଯ୍ୟରେ ବାହାରକୁ ବାହାର କରିନିଅନ୍ତୁ। ଆପଣଙ୍କୁ କେବଳ ଲେମ୍ବୁରସର ପ୍ରୟୋଗ କରିବାକୁ ହେବ।

ଏଠାରେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ କ୍ଷୀର ଏବଂ ଲେମ୍ବୁରସ ମିସିଲେ ଆପଣ ଭଲ ଭାବରେ ଜାଣିଛନ୍ତି ଯେ କ୍ଷୀର ଛିଡି ଯାଏ।ତ ଆପଣଙ୍କୁ କ୍ଷୀରକୁ ଛିଡାଇବାର ନାହିଁ । ଧ୍ୟାନ ରଖିବେ କ୍ଷୀର ଯେମିତି ଛିଡିବ ନାହିଁ।କ୍ଷୀର ଛିଡି ଗଲେ କୌଣସି ଲାଭ ଦେବ ନାହିଁ ଅର୍ଶ ଭକି ସମସ୍ୟା ପାଇଁ। ଆପଣଙ୍କର ଅର୍ଶ ଭଳି ସମସ୍ୟାକୁ କେମିତି କ୍ଷୀର ଏବଂ ଲେମ୍ବୁରସରେ ଭଲ କରିବେ ଆମେ ଆପଣଙ୍କ ଜଣେଇବୁ। ପ୍ରଥମେ ଆପଣ ଲେମ୍ବୁରସ ଗୋଟେ ପାତ୍ରକୁ କାଢି ନିଅନ୍ତୁ। ଲେମ୍ବୁରସରେ କ୍ଷୀରକୁ ଢାଳି ଦିଅନ୍ତୁ ଏବଂ ସଙ୍ଗେ ସଙ୍ଗେ ତାହାର ସେବନ କରିଦିଅନ୍ତୁ। ଏହା ଥିଲା କ୍ଷୀର ଏବଂ ଲେମ୍ବୁରସର ଅର୍ଶ ଜନିତ ସମସ୍ୟାର ଘରୋଇ ଉପଚାର। ମାତ୍ର ଏହାକୁ ୩ ଦିନ କରି ପିଅନ୍ତୁ ଦେଖିବେ ଆପଣଙ୍କର ଅର୍ଶ ସବୁଦିନ ପାଇଁ ଦୂର ହୋଇଯିବ।

ଗୋଟେ ପାଚିଲା କଦଳୀ ଏବଂ କର୍ପୂର :

google

ଗୋଟେ ପାଚିଲା କଦଳୀକୁ ନିଅନ୍ତୁ ଏବଂ କର୍ପୂର ଦୁଇ ପ୍ରକାରର ଥାଏ ଆପଣ ଖାଇବା କର୍ପୁରକୁ ନିଅନ୍ତୁ। ଆପଣ ସର୍ବଦା ଭଲ କର୍ପୂର ଆଣନ୍ତୁ। କୌଣସି କମ ଦାମ ଯୁକ୍ତ କର୍ପୂର ଆଣନ୍ତୁ ନାହିଁ। ପ୍ରଥମେ ଆପଣ କଦଳୀର ଗୋଟେ ସାଇଟ ଚୋପା କାଢି ନିଅନ୍ତୁ। ଏହା ପରେ ଗୋଟେ ଛୁରୀ ସାହାଯ୍ୟରେ କଦଳୀକୁ ସିଧା ପଟେ ମଝିରୁ କାଟି ଦିଅନ୍ତୁ।ଧ୍ୟାନ ରଖିବେ ଯେମିତି କଦଳୀ ସମ୍ପୂର୍ଣ୍ଣ ଦୁଇ ଫାଳ ନହେବ।

google

ଏବେ ଦୁଇଟି ଖାଇବା କର୍ପୂର ଚଣା ସଦୃଶ ଏହି କଦଳୀ ମଝିରେ ରଖିଦିଅନ୍ତୁ ଏବଂ ଏହା ପରେ ଏହାକୁ ବନ୍ଦ କରି ଦିଅନ୍ତୁ। ସକାଳେ ଆପଣ ଯେତେବେଳେ ଉଠିବେ ଆପଣ ନିଜର ନିତ୍ୟକର୍ମ ସାରିବା ପରେ କିଛିବି ଖାଇବା ପୂର୍ବରୁ ଆପଣ ଏମିତି କଦଳୀ ଭିତରେ ଖାଇବା କର୍ପୂରକୁ ପଶେଇ ଗୋଟା କଦଳୀକୁ ସମ୍ପୂର୍ଣ୍ଣ ଗିଳି ଦିଅନ୍ତୁ। ଏହିଭଳି କରି ଆପଣ ଏହାକୁ ମାତ୍ର ୩ ଦିନ ସେବନ କରନ୍ତୁ। ଦେଖିବେ ଅର୍ଶ (piles) ମୂଳରୁ ଶେଷ ହୋଇଯିବ। ଯଦି ଆପଣଙ୍କର ଅର୍ଶ (piles) ବହୁତ ପୁରୁଣା ଅଟେ କମସେକମ ଏହାକୁ ୭ ଦିନ ସେବନ କରନ୍ତୁ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *