କୁକୁରକୁ ଆ-ଘା-ତ ଲାଗିଥିଲା, ନିଜେ ଡ୍ରେ-ସିଂ କରିବା ପାଇଁ ଡାକ୍ତଖାନା ପହଁଚିଗଲା, ଡାକ୍ତର ଏହା ଦେଖିକି ଆଶ୍ଚର୍ଯ୍ୟ ହେଇଗଲେ, ଦେଖନ୍ତୁ video

ଆପଣ କେବେ ଶୁଣିଛନ୍ତି କି ଦେଖିଛନ୍ତି କି ଗୋଟିଏ କୁକୁର କିମ୍ବା କୌଣସି ପଶୁ ଆ-ଘା-ତ ଲାଗିଛି ଏବଂ ସେ ନିଜେ ଚିକିତ୍ସା ପାଇଁ ଡାକ୍ତରଙ୍କ ଯାଇଛି ? ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହେଉଛି ସେଥିରେ ଏପରି କିଛି ଦେଖିବାକୁ ମିଳିଛି, ଯାହାକୁ ଦେଖିକି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ପ୍ରାୟତଃ ସବୁବେଳେ ଦେଖିବାକୁ ମିଳେ, ଯାହାକୁ ଦେଖିବା ପରେ ଆମକୁ ନିଜ ଆଖି ଉପରେ ବି-ଶ୍ୱା-ସ ହୁଏନାହିଁ ଏବଂ କିଛି ଭିଡିଓ ତ ଏପରି ଥାଏ ଯାହାକୁ ଦେଖିକି ଆମେ ଆଶ୍ଚର୍ଯ୍ୟ ହୋଇଯାଏ । ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ କେବେ ଶୁଣିଛନ୍ତି କି ଦେଖିଛନ୍ତି କି ଗୋଟିଏ କୁକୁର କିମ୍ବା କୌଣସି ପଶୁ ଆ-ଘା-ତ ଲାଗିଛି ଏବଂ ସେ ନିଜେ ଚି-କି-ତ୍ସା ପାଇଁ ଡାକ୍ତରଙ୍କ ଯାଇଛି ? ଆପଣ ନି-ଶ୍ଚ-ୟ ଭାବୁଥିବେ ଯେ କୁକୁର କିପରି ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଯାଇପାରିବ। କିନ୍ତୁ, ବର୍ତ୍ତମାନ ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହେଉଛି ସେଥିରେ ଏହିପରି କିଛି ଦେଖିବାକୁ ମିଳିଛି, ଯାହାକୁ ଦେଖିଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ।

ଇଣ୍ଟରନେଟରେ ଭାଇରାଲ ହେଉଥିବା ଏହି ଭିଡିଓ ବ୍ରାଜିଲର। ଏଥିରେ ଆ-ହ-ତ ହେଇଥିବା ଏକ କୁକୁର ନିଜ ଚିକିତ୍ସା ପାଇଁ ଡାକ୍ତରଙ୍କ ନିକଟକୁ କ୍ଲିନିକରେ ପହଞ୍ଚିଗଲା। ଏହି କୁକୁରର ଭିଡିଓ ଇଣ୍ଟରନେଟରେ ବହୁତ ଭାଇରାଲ ହେବାରେ ଲାଗିଛି। ଡେଲି ମେଲର ଖ-ବ-ର ଅନୁଯାୟୀ ଉତ୍ତର ପୂର୍ବ ବ୍ରାଜିଲର ଜୁଆଜିରୋ ଡୋ ନର୍ଟେରେ ଏକ ବୁଲା ଆ-ଘା-ତ ପ୍ରାପ୍ତ କୁକୁର କ୍ଲିନିକରେ ପହଞ୍ଚିଗଲା। ଏହି ପୂରା ଘ-ଟ-ଣା କ୍ୟାମେରାରେ କ-ଏ-ଦ ହୋଇଥିଲା । କୁକୁର କ୍ଲିନିକରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କୁକୁରକୁ ପ-ରୀ-କ୍ଷା କରିବା ପରେ ଜାଣିବାକୁ ପାଇଲେ ଯେ କୁକୁରକୁ କର୍କଟ ଟ୍ୟୁମର ହେଇଛି, ସେ ଏହାର ଚିକିତ୍ସା କଲେ ଏବଂ ଏହାର ଯତ୍ନ ନେବା ପାଇଁ ନିଜ ପାଖରେ ରଖିଥିଲେ।

କ୍ଲିନିକରେ କିଛି ଲୋକ ନିଜ ନିଜ କୁକୁରମାନଙ୍କ ସହିତ ତାଙ୍କ ପଳିକୁ ଅପେକ୍ଷା କରି ବସିଥିଲେ। ଠିକ୍ ସେତିକିବେଳେ ଆ-ହ-ତ କୁକୁର କ୍ଲିନିକରେ ପହଞ୍ଚିଗଲା। ଆହତ କୁକୁର ଏକୁଟିଆ କ୍ଲିନିକକୁ ଆସିଥିବାର ଦେଖି ସେଠାରେ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ପ୍ରାଣୀ ଚିକିତ୍ସକ ଡେସେ ସିଲଭା କାଉଣ୍ଟର ପଛପଟେ ଠିଆ ହୋଇଥିଲେ ସେ ସଙ୍ଗେ ସଙ୍ଗେ କୁକୁର ପାଖକୁ ଗଲେ। ସେ କୁକୁରକୁ ପ-ରୀ-କ୍ଷା କଲେ ଏବଂ ସଙ୍ଗେ ସଙ୍ଗେ ତାକୁ ନିଜ ପାଖରେ ବସେଇଲେ । ଏବେ କୁକୁରର ଚିକିତ୍ସା ସରିଛି ଏବଂ ସେ ଏବେ ଡାକ୍ତରଙ୍କ ପାଖରେ ଅଛି ଏବଂ ସୁସ୍ଥ ଅଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *