କୁକୁରକୁ ଗାଧେଇବାକୁ ଲାଗିଥିଲେ ମାଲିକ, ତ କରିବାକୁ ଲାଗିଲା ଏମିତି ହରକତ, ଦେଖନ୍ତୁ Video

ଗୋଟିଏ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଗୋଟିଏ କୁକୁରକୁ ଗାଧୋଇବା ପାଇଁ ଚେଷ୍ଟା କରାଯାଉଛି, କିନ୍ତୁ ସେ ପାଣିକୁ ଡରି ଦୂରକୁ ପଳେଇ ଯାଇଥାଏ। ଭିଡ଼ିଓରେ କୁକୁରର ହରକତକୁ ଦେଖିଲେ କାହାକୁ ବି ହସ ଲାଗିପାରେ।

ସୋସିଆଲ ମିଡିଆରେ ପ୍ରାୟତଃ କୁକୁରର ମଜାଦାର ଏବଂ ପ୍ୟାରା ଭିଡିଓ ଭାଇରାଲ (Dog Funny Video) ହେବାରେ ଲାଗିଥାଏ। ଅନେକ ଥର ତ ସେମାନଙ୍କ ହରକତ ଆମ ହୃଦୟକୁ ଜିତି ନେଇଥାଏ ଏବଂ ଆମେ ବାରମ୍ବାର ଏମିତି ଭିଡିଓ ଦେଖିବା ପାଇଁ ପସନ୍ଦ କରିଥାଉ। ଏମିତି ହିଁ ଗୋଟିଏ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଗୋଟିଏ କୁକୁରକୁ ଗାଧୋଇବା ପାଇଁ ଚେଷ୍ଟା କରାଯାଉଛି, କିନ୍ତୁ ସେ ପାଣିକୁ ଡରି ଦୂରକୁ ପଳେଇ ଯାଇଥାଏ। ଭିଡ଼ିଓରେ କୁକୁରର ହରକତକୁ ଦେଖିଲେ କାହାକୁ ବି ହସ ଲାଗିପାରେ।

 

View this post on Instagram

 

A post shared by Kabira Agarwal (@_kabiraaa__)

ଭାଇରାଲ ହେଉଥିବା ଏହି ଭିଡିଓକୁ କବୀରା ଅଗ୍ରୱାଲ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଭିଡିଓ ସହିତ ସେ କ୍ୟାପଶନରେ ଲେଖିଛନ୍ତି, ‘ଗାଧୁଆଘରେ କେବଳ ଗୋଟିଏ ହିଁ ଏମିତି କୋଣ ରହିଛି ଯେଉଁଠାକୁ ପାଣି ପହଞ୍ଚି ପାରିବ ନାହିଁ। କିନ୍ତୁ ମୋ ଭାଇ ଟିକେ ସ୍ମାର୍ଟ ଅଟେ ଏବଂ ମୋତେ ସେ ଭିଜେଇ ଦେଇଛି।’ ଏହି ଭିଡିଓକୁ ଏପର୍ଯ୍ୟନ୍ତ ୭ଲକ୍ଷରୁ ଅଧିକ ଲୋକ ଲାଇକ କରି ସାରିଛନ୍ତି ଏବଂ ସୋସିଆଲ ମିଡିଆରେ ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧କୋଟିରୁ ମଧ୍ୟ ଅଧିକ ଥର ଦେଖା ଯାଇ ସାରିଛି।

ଭିଡ଼ିଓରେ ଆପଣ ଦେଖି ପାରୁଥିବେ କି କୁକୁରର ମାଲିକ ତାକୁ ଗାଧୋଇ ଦେବା ପାଇଁ ଗାଧୁଆଘରକୁ ନେଇ ଆସିଛନ୍ତି। ଯେମିତି ହିଁ ସେ ଗାଧୁଆ ଘରେ ଶାଓ୍ବାର ଅନ କରି ପାଣି କୁକୁର ଉପରକୁ ଢାଳିବାକୁ ଲାଗିଥାନ୍ତି, କୁକୁରଟି ଦୌଡ଼ି ଗୋଟିଏ କୋଣକୁ ଚାଲି ଯାଇଥାଏ।କୁକୁରର ଏମିତି ଅବସ୍ଥାକୁ ଦେଖି ତ କେହି ମଧ୍ୟ କୁକୁର ଉପରେ ଦୟା କରି ତାକୁ ଛାଡ଼ିଦେବ। ଲୋକମାନଙ୍କୁ ଏହି ଭିଡିଓ ବହୁତ ପସନ୍ଦ ଆସୁଛି।ଲୋକମାନେ ଏହି ଭିଡିଓ ଉପରେ ବହୁତ ସାରା ମଜାଦାର କମେଣ୍ଟ ମଧ୍ୟ କରୁଛନ୍ତି।

Leave a Reply

Your email address will not be published. Required fields are marked *