ଦୀପାବଳି ପର୍ବରେ କାହାକୁ ବି ଦିଅନ୍ତୁ ନାହିଁ ଏହି ୬ଟି ଜିନିଷ, ନହେଲେ ଆପଣଙ୍କର ହୋଇଯିବ ସର୍ବନାଶ

ବନ୍ଧୁଗଣ ମା ଲକ୍ଷ୍ମୀଙ୍କ ପ୍ରିୟ ପର୍ବ ଦୀପାବଳୀ ଆସୁଅଛି। ଏମିତିରେ ସମସ୍ତେ ଏହାର କାମରେ ଲାଗିଛନ୍ତି। କେତେ ଲୋକ ଦୀପାବଳୀ ଦିନ ନିଜର ପ୍ରିୟଜନ ମାନଙ୍କୁ ଉପହାର ଦେଇଥାନ୍ତି। ଯେଉଁଠି ଦୀପାବଳୀ ଦିନ ଅନ୍ୟମାନଙ୍କୁ ଉପହାର ଦେବା, ଦାନ କରିବାକୁ ଅତ୍ୟନ୍ତ ଶୁଭ ମାନାଯାଏ, କିନ୍ତୁ ସେହିଠାରେ ଏପରି କିଛି ଜିନିଷ ଅଛି ଯାହାକୁ ଦୀପାବଳୀ ଦିନ ଅନ୍ୟ ମାନଙ୍କୁ ଦେବା ଉଚିତ ନୁହେଁ। ଏହା ଅଶୁଭ ବୋଲି ମାନାଯାଏ। ବନ୍ଧୁଗଣ ଯଦି ଦୀପାବଳୀ ଦିନ ଘରର କିଛି ଖାସ ଜିନିଷ ଅନ୍ୟ ମାନଙ୍କୁ ଦେବେ ତ ମା ଲକ୍ଷ୍ମୀ ଆପଣଙ୍କର ଘର ଛାଡି ଚାଲିଯିବେ। ସେଥିପାଇଁ ବନ୍ଧୁଗଣ ଦୀପାବଳୀ ଦିନ ଏହି ୭ ଟି ଜିନିଷ ଭୁଲରେ ବି ମଧ୍ୟ କାହାରିକୁ ଦିଅନ୍ତୁ ନାହିଁ। ନହେଲେ ଆପଣଙ୍କର ଘରେ ଧନର ବୃଦ୍ଧି ହେବ ନାହିଁ। ଆଉ ତାହା ସହିତ ଘରର ଦରିଦ୍ରତା ମାଡି ଆସିବ। ତେବେ ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ। ଯାହାକୁ ଆପଣ ଦୀପାବଳୀ ଦିନ କାହାକୁ ଦେବାର ନାହିଁ।

google

ଷ୍ଟିଲ ଏବଂ ଲୁହା :

google

ଷ୍ଟିଲ ଏବଂ ଲୁହାର କେଉଁବି ବସ୍ତୁ ବା ବାସନ ଦୀପାବଳୀ ଦିନ ଅନ୍ୟ କାହାକୁ ଦିଅନ୍ତୁ ନାହିଁ। ଏହି ଧାତୁରେ ନିର୍ମିତ ବସ୍ତୁ ଅନ୍ୟକୁ ଦିଅନ୍ତୁ ନାହିଁ।

କପଡା:

google

ଦୀପାବଳୀ ଦିନ କେତେ ଲୋକ ନିଜ ଲୋକମାନଙ୍କୁ କପଡା ଉପହାର ଦେଇଥାନ୍ତି। କିନ୍ତୁ କପଡା ଦେବା ସମୟରେ ଏହି କଥାର ଧ୍ୟାନ ରଖିବେ କପଡା ସିଲ ହୋଇ ନଥିବା ଦରକାର। ସିଲର କପଡା ଦୀପାବଳୀ ଦିନ କାହାକୁ ଦେବା ଦ୍ୱାରା ସାମ୍ନା ବାଲା ବ୍ୟକ୍ତି ପାଇଁ ଅଶୁଭ ମାନାଯାଏ। ସେଥିପାଇଁ ସିଲ କପଡା ଦୀପାବଳୀ ଦିନ କାହାକୁବି ଉପହାରରେ ଦିଅନ୍ତୁ ନାହିଁ।

ଭଗବାନ ଗଣେଶ ଏବଂ ମା ଲକ୍ଷ୍ମୀଙ୍କ ମୂର୍ତ୍ତି:

google

ଦୀପାବଳୀ ଦିନ ଏହି ଦୁଇ ଦବା ଦେବୀଙ୍କର ଖାସ ମୁହୂର୍ତ୍ତ ଥାଏ। ଏମିତିରେ ଯଦି ଆପଣ କାହାକୁବି ଦୀପାବଳୀ ଦିନ ଭଗବାନ ଗଣେଶ ଏବଂ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ଦେବେ ଆପଣଙ୍କର ଘରରୁ ମା ଲକ୍ଷ୍ମୀ ତାଙ୍କ ଘରକୁ ପଳେଇ ଯିବେ।ସେଥିପାଇଁ ବନ୍ଧୁଗଣ ଏହି ଦୁଇ ମୂର୍ତ୍ତିକୁ ନିଜ ପାଇଁ ହିଁ କିଣିକି ଆଣନ୍ତୁ। ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ।

ସୁନା ଏବଂ ରୁପା:

google

ଦୀପାବଳୀ ଦିନ ସୁନା ଏବଂ ରୁପାର ତିଆରି ଜିନିଷ ଘରକୁ ଆଣିବା ଶୁଭ ମାନାଯାଏ। କିନ୍ତୁ ଦୀପାବଳୀ ଦିନ ଯେବେ ସୁନା ଏବଂ ରୁପା ଆପଣ ଅନ୍ୟକୁ ଦେଇଦେବେ ତେବେ ଆପଣଙ୍କ ପାଇଁ ଅଶୁଭ ମାନାଯିବ।ଆଉ ଘରେ ଧନର କମି ହୋଇଯିବ। ସେଥିପାଇଁ ବନ୍ଧୁଗଣ ସୁନା ଏବଂ ରୁପାରେ ନିର୍ମିତ ବସ୍ତୁ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ।

ତେଲ:

google

ଦୀପାବଳୀ ର ୫ ଦିନ ପୂର୍ବରୁ ହିଁ ଏହାକୁ କିଣନ୍ତୁ ନାହିଁ କିମ୍ବା ଅନ୍ୟ କାହାକୁ ଦିଅନ୍ତୁ ନାହିଁ।ସେଥିପାଇଁ ତେଲକୁ ଆଗରୁ ହିଁ କିଣିକି ଘରେ ରଖିଦିଅନ୍ତୁ। ଦୀପାବଳୀ ଦିନ ତେଲ ଦେବା ଅର୍ଥାତ ସିଧା ସିଧା ମା ଲକ୍ଷ୍ମୀଙ୍କୁ ରୁଷ୍ଠ କରିବା। ସେଥିପାଇଁ ଏହି ଭୁଲ କରନ୍ତୁ ନାହିଁ।

ରୁମାଲ:

google

ବନ୍ଧୁଗଣ ରୁମାଲକୁ ସମସ୍ତେ ନିଜ ପାଇଁ ବ୍ୟବହାର କରିଥାନ୍ତି। ଏମିତି ମାନାଯାଏ କି ରୁମାଲକୁ ଅନ୍ୟ କାହାରିକୁ ଉପହାରରେ ଦେବା ଅଶୁଭ ହୋଇଥାଏ।ଆଉ ମା ଲକ୍ଷ୍ମୀ ଏଥି ଦ୍ୱାରା ରାଗିଯାଇଥାନ୍ତି। ସେଥିପାଇଁ ଦୀପାବଳୀ ଦିନ ହେଉ କିମ୍ବା ଅନ୍ୟ ଦିନ ହେଉ ରୁମାଲ ଉପହାରରେ ଦିଅନ୍ତୁ ନାହିଁ।

କଳା ରଙ୍ଗ:

ବନ୍ଧୁଗଣ କଳା ରଙ୍ଗ ଦୀପାବଳୀ ପାଇଁ ଅଶୁଭ ହୋଇଥାଏ। ସେଥିପାଇଁ ଦୀପାବଳୀ ଦିନ କଳା ରଙ୍ଗର କିଛିବି ବସ୍ତୁ ନିଜ ପାଇଁ କିଣନ୍ତୁ ନାହିଁ କିମ୍ବା ଅନ୍ୟ କାହାକୁ ଉପହାରରେ ଦିଅନ୍ତୁ ନାହିଁ। ଏହି ଭୁଲ ଆଦୌ କରନ୍ତୁ ନାହିଁ। ଏଥିପାଇଁ ମା ଲକ୍ଷ୍ମୀଙ୍କର କ୍ରୋଧର ସାମ୍ନା ଆପଣଙ୍କୁ କରିବାକୁ ପଡିପାରେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *