ନିଜ ଘରୁ କାହାରିକୁ ଦିଅନ୍ତୁ ନାହିଁ ଏହି ୫ଟି ଜିନିଷ ନଚେତ ଦାଣ୍ଡର ଭିକାରି ହୋଇଯିବେ। ତେବେ ଆସନ୍ତୁ ଜାଣିବା କଣ ସେହି ଜିନିଷ ଗୁଡ଼ିକ

ବନ୍ଧୁଗଣ ଆମକୁ ଜନ୍ମରୁ ହିଁ ଶିଖା ଯାଇଥାଏ କି କାହାର ସାହାର୍ଯ୍ୟ କରିବା କିମ୍ବା ଗରିବଲୋକ ମାନଙ୍କୁ ଦାନ କରିବା ବହୁତ ପୁଣ୍ୟ ହୋଇଥାଏ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଏପରି କିଛି ଜିନିଷ ଅଛି ଯାହା ଆପଣ ନିଜ ଘରୁ କେବେବି କାହାରିକୁ ଦେବା ଉଚିତ ହୋଇନଥାଏ। କାହିଁକିନା ଏହି ଜିନିଷ ଗୁଡ଼ିକ ଦେବା ଦ୍ବାରା ଆପଣ ସ୍ୱୟଂ ଆପଣଙ୍କର ସୁଖ ସମୃଦ୍ଧି ଅନ୍ୟ କାହାକୁ ଦେବାକୁ ଯାଉଛନ୍ତି। ବିଷ୍ଣୁପୁରାଣରେ କିଛି ଏମିତି ଜିନିଷ ବିଷୟରେ ଉଲ୍ଲେଖ କରାଯାଇଛି ଯେ ଯାହାକୁ ଆମେ ଭୁଲରେ ବି ଆଉ କାହାକୁ ଦେବା ଅନୁଚିତ। କାହିଁକିନା ଏହି ଜିନିଷ ଗୁଡ଼ିକ ସହିତ ହିଁ ମା ଲକ୍ଷ୍ମୀ ଘରୁ ଚାଲି ଯାଇଥାନ୍ତି।

ଆମେ ସମସ୍ତେ ଜାଣିଛୁ କି ଆମର ଜୀବନରେ ମା ଲକ୍ଷ୍ମୀଙ୍କର ଉପସ୍ଥିତି କେତେ ଆବଶ୍ୟକ ହୋଇଥାଏ। ମା ଲକ୍ଷ୍ମୀଙ୍କର କୃପାରୁ ହିଁ ସବୁ ଘରେ ଧନ, ବୈଭବ, ସୁଖ ଶାନ୍ତିର ଆଗମନ ହୋଇଥାଏ। ଯଦି ମା ଲକ୍ଷ୍ମୀ କୌଣସି କାରଣରୁ ରୁଷ୍ଠ ହୋଇ ଯାଆନ୍ତି ତ ଆମର ଜୀବନ ଉପରେ ବି ମଧ୍ୟ ଏହାର ଦୁଷ୍ଟ ପ୍ରଭାବ ପଡ଼ିବାର ଦେଖିବାକୁ ମିଳିଥାଏ। ଯଦି ଆପଣବି ଚାହୁଁଛନ୍ତି କି ମା ଲକ୍ଷ୍ମୀ ସର୍ବଦା ଆପଣଙ୍କର ଘରେ ଉପସ୍ଥିତ ରୁହନ୍ତୁ ଏବଂ ଆପଣଙ୍କର ଘରୁ ଧନ ଏବଂ ବୈଭବ କେବିବି କମ ନହେଉ। ତେବେ ଆପଣ ଘରର ଏହି ଜିନିଷ ଗୁଡ଼ିକୁ କେବେବି କାହାରିକୁ ଦାନାରେ ଦିଅନ୍ତୁ ନାହିଁ।

ପତ୍ନୀର ଗହଣା:

ଆଜ୍ଞ ହଁ ଆଭୁଷଣର ଦେବୀ ମା ଲକ୍ଷ୍ମୀଙ୍କୁ ମାନିଥାନ୍ତି। ଏଥି ପାଇଁ ଆମେ ଜେବେବି ଆଭୁଷଣ କିଣିଥାଉ ତ ସବୁଠାରୁ ଆପଣ ମା ଲକ୍ଷ୍ମୀଙ୍କର ଉପାସନା ପରେ ହିଁ ଏହାକୁ ପିନ୍ଧିଥାନ୍ତି। ଆପଣଙ୍କର ପତ୍ନୀଙ୍କର ଆଭୁଷଣ ଆପଣଙ୍କର ସମୃଦ୍ଧିକୁ ଦର୍ଶାଇ ଥାଏ। ଏଥି ପାଇଁ ଭୁଲରେ ବି ମଧ୍ୟ ଆପଣଙ୍କର ପତ୍ନୀଙ୍କର ଗହଣା କାହାକୁବି ଉଦ୍ଧାରରେ ବା ଦାନରେ ଦିଅନ୍ତୁ ନାହିଁ। ଖାସ କରି ସୁହାଗିନି ମହିଳା ନିଜର ମଙ୍ଗଳସୂତ୍ର, ପାଉଁଜି ଏହି ଭଳି ଆଭୁଷଣକୁ କେବେବି କାହାରିକୁ ଦିଅନ୍ତୁ ନାହିଁ। ଏହା ଦ୍ବାରା ମା ଲକ୍ଷ୍ମୀ ଅତ୍ୟନ୍ତ ରୁଷ୍ଠ ହୋଇ ଯାଇଥାନ୍ତି।

ଝାଡୁ:

ଆପଣ କେତେ ଥର ଏହି ବିଷୟରେ ଶୁଣି ଥିବେ କି ଘରର ଝାଡୁ କେବେବି ଅନ୍ୟ କାହାକୁ ଦେବା ଉଚିତ ହୋଇନଥାଏ। କାହିଁକିନା ଝାଡୁ ମା ଲକ୍ଷ୍ମୀଙ୍କର ପ୍ରତୀକ ହୋଇଥାଏ। ଝାଡୁ, ସ୍ୱଛତା ଏବଂ ସମୃଦ୍ଧିର ପ୍ରତୀକ ଅଟେ। ଏହା ଘରୁ ନାକାରାତ୍ମକ ଉର୍ଜାକୁ ବାହାର କରିବାରେ ସାହାର୍ଯ୍ୟ କରିଥାଏ।ଏଥି ପାଇଁ ଆପଣ ଘରର ଝାଡୁକୁ କେବେବି ଅନ୍ୟ କାହାକୁ ଦେବା ଉଚିତ ନୁହେଁ। ଏହା ଦ୍ୱାରା ଆପଣଙ୍କର ଘରର ସୁଖ ଶାନ୍ତି ଝାଡୁ ସହିତ ହିଁ ଚାଲିଯାଇଥାଏ। ଝାଡୁର ମହତ୍ତ୍ୱ ଘରେ ସବୁଠୁ ଅଧିକ ରହିଥାଏ। କାହିଁକିନା ଏହା ଦ୍ୱାରା ଆପଣ ଘରକୁ ସ୍ୱଛ ରଖିଥାନ୍ତି ଏବଂ ଘର ସ୍ୱଛ ରହିଲେ ଘରକୁ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ।ସେଥିପାଇଁ ଝାଡୁକୁ କେବେଵି କାହାରିକୁ ଦିଅନ୍ତୁ ନାହିଁ।

ସନ୍ଧ୍ୟା ସମୟରେ କ୍ଷୀର, ଦହି, ଚାଉଳ, ନଡିଆ, ଅଟା ଯେମିତି ଧଳା ଜିନିଷ କେବେବି କାହାକୁ ଦିଅନ୍ତୁ ନାହିଁ। ଶାସ୍ତ୍ରରେ ଏହାର ଉଲ୍ଲେଖ ମିଳିଥାଏକି ଧଳା ଜିନିଷରେ ଖରାପ ନଜର ବହୁତ ଶୀଘ୍ର ଲାଗି ଯାଇଥାଏ। ଏଥି ପାଇଁ ସୂର୍ଯ୍ୟାସ୍ତ ହେବା ପରେ ଆପଣ ଘରର ଏହି ଜିନିଷକୁ କେବେବି କାହାରିକୁ ଦିଅନ୍ତୁ ନାହିଁ। ଯଦି ବହୁତ ଜରୁରୀ ହୋଇଥାଏ ତ ଆପଣ ବଜାରରୁ କିଣି ଦେଇ ପାରିବେ। କିନ୍ତୁ ଆପଣଙ୍କର ଘରୁ କେବେବି ଦିଅନ୍ତୁ ନାହିଁ।

ପଇସା ମା ଲକ୍ଷ୍ମୀ ଧନର ଦେବୀ ଅଟନ୍ତି।ଯେଉଁ ଘରେ ଧନର ବୃଦ୍ଧି ହୋଇଥାଏ ତାହେଲେ ମା ଲକ୍ଷ୍ମୀଙ୍କର କୃପା ସେହି ଘର ଉପରେ ବର୍ଷା ହେଉଛି। ଏଥି ପାଇଁ ଆପଣଙ୍କର ଘରେ ଥିବା ଧନ ଆପଣ କହାକୁ ଉଧାରରେ ଦିଅନ୍ତୁ ନାହିଁ। ଏହାର ମାନେ ଏହା ଅଟେ ଯେ ଆପଣଙ୍କର ଟ୍ରେଜେରିରେ ରଖା ଯାଇଥିବା ଧନ ବା ଆପଣଙ୍କ ପତ୍ନୀଙ୍କ ପାଖରେ ଜମା କରାଯାଇଥିବା ଧନ ଆପଣ କାହାକୁ ଦିଅନ୍ତୁ ନାହିଁ। ଏକାଦଶୀ ଦିନ ତ ଭୁଲରେ ମଧ୍ୟ ଦିଅନ୍ତୁ ନାହିଁ। ଏହା ଦ୍ବାରା ଆପଣଙ୍କର ଧନ ବୃଦ୍ଧିରେ ସମସ୍ୟା ଆସିପାରେ।

ମା ଲକ୍ଷ୍ମୀ ଧନରଦେବୀ ସମ୍ପୂର୍ଣନତା ବୈଭବତା ଏବଂ ସୌଭାଗ୍ୟ ଦେବା ଭୋଳି ଦେବୀ ଅଟନ୍ତି। ଏବଂ ମା ଲକ୍ଷ୍ମୀଙ୍କୁ ଅର୍ଣପୁର୍ଣା ବି ମଧ୍ୟ କୁହାଯାଏ। ଏଥି ପାଇଁ ଆମେ ଆର୍ଣ ଗ୍ରହଣ କରିବା ପୁର୍ବରୁ ମା ଲକ୍ଷ୍ମୀଙ୍କୁ ସ୍ମରଣ ଅବଶ୍ୟ କରିବେ। ଏଥି ପାଇଁ ରୁଷେଇ ଘରର ଶୁଦ୍ଧତା ଏବଂ ସମ୍ପୂର୍ଣନତା ସେତିକି ଆବଶ୍ୟକ ହୋଇଥାଏ ଯେମିତି ଧନର ଆବଶ୍ୟକ ହୋଇଥାଏ। ଆପଣଙ୍କର ରୁଷେଇ ଘରର ବେଲଣା ପେଡ଼ୀ ଏବଂ ତାଉଆ ଆପଣ ବଡ଼ ମାନଙ୍କ ଠାରୁ ଶୁଣି ଥିବେ କି ତାଉଆରେ ସର୍ବପ୍ରଥମେ ରୁଟି ମା ଲକ୍ଷ୍ମୀଙ୍କ ନାମ ରେ ବନା ଯାଇଥାଏ। ଏଥି ପାଇଁ ଆପଣ ଯଦି ଆପଣଙ୍କ ରୁଷେଇ ଘରର ଏହି ବସ୍ତୁ ଗୁଡ଼ିକ କାହାରିକୁ ଉଧାର ବା ଉପଯୋଗ କରିବା ପାଇଁ ଦେଉଥାନ୍ତି ତାହେଲେ ଆପଣଙ୍କର ଭାଗ୍ୟବି ଏହା ସହିତ ଚାଲିଯାଉଛି। ଏବଂ ମା ଲକ୍ଷ୍ମୀଙ୍କୁ ବି ଏହା ଅପ୍ରିୟ ଅଟେ। ଯଦି ଆପଣ ସାହାର୍ଯ୍ୟ କରିବାକୁ ଚାହୁଁଛନ୍ତି ତ ଆପଣ ବଜାରରୁ ନୂତନ ଜିନିଷ କିଣି ଆଣି ଦେଇ ପାରିବେ। କିନ୍ତୁ ଆପଣଙ୍କର ରୁଷେଇ ଘରର ବେଲଣା ଭୁଲରେ ବି କାହାରିକୁ ଦିଅନ୍ତୁ ନାହିଁ।

ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ହୃଦୟରୁ ଗୋଟେ ଲାଇକ ଏବଂ ଶେୟାର ନିଶ୍ଚିନ୍ତ କରନ୍ତୁ | ଏବଂ ମନରେ ଭକ୍ତି ଥିଲେ ଲେଖିଦିଅନ୍ତୁ ” ଜୟ ମା ଲକ୍ଷ୍ମୀ “

Leave a Reply

Your email address will not be published. Required fields are marked *