ଲେମ୍ବୁ ପାଣିରେ ଏହା ମିଶେଇ ପିଅନ୍ତୁ ପୁରୁଣାରୁ ପୁରୁଣା ଚର୍ବି ମହମ ଭୋଳି ତରଳି ଯିବ।

ବନ୍ଧୁଗଣ ଆଜି ଆମେ ଆପଣଙ୍କ ସହ ଏମିତି ଏକ ଡ଼ୀଟକ୍ସ ଫ୍ୟାଟ କଟର ଡ୍ରିଙ୍କସ ସେୟାର କରିବୁ ଯାହା ଆପଣଙ୍କର ପୁରୁଣାରୁ ପୁରୁଣା ଚର୍ବିକୁ, ପେଟର ଚର୍ବିକୁ, ହାଇ ଫ୍ୟାଟକୁ ମହମ ଭୋଳି ତରଳାଇ ଦେବ। ଏହାର ଯଦି ଆପଣ ସେବନ କରନ୍ତି ତେବେ ଏହା ଆପଣଙ୍କ ଓଜନ କମ କରିବା ସହିତ ଆପଣଙ୍କ ଶରୀରକୁ ଏତେ ଅଧିକ ଏନର୍ଜି ଦେବକି ଆମେ ଦିନସାରା ଟିକେବି ଥକିବେ ନାହିଁ। ଯେତେବେଳେ ଆପଣ ୱେଟଲସ ଡା଼ଇଟିଂ କରିଥାନ୍ତି ବା କିଛି ଏକ୍ସାସାଇଜ କରିଥାନ୍ତି ବା ଆପଣ ଯେତେବେଳେ ୱେଟଲସ ହମରେମେଡ଼ୀ ଟ୍ରାୟ କରିଥାଉ ସେତେବେଳେ ଆମେ ବହୁତ ଅଧିକ ଥକିଯାଉ।

ଆମ ମନ କହେ କିଛି କାମ ନକରି ଶୋଇଯିବାକୁ। ଯଦି ଏହି ୱେଟଲସ ଡ୍ରିଙ୍କର ସେବନ କରନ୍ତି ତେବେ ଆପଣଙ୍କ ଶରୀରରେ ଏନର୍ଜି ଭରପୁର ହୋଇଯିବ। ଏବଂ ଆପଣଙ୍କ ମେଟାବଲିଜିୟମ ବହୁତ ଫାଷ୍ଟ ହୋଇଯିବ ଏବଂ ଆପଣଙ୍କୁ ଆଳସ୍ୟ ଜମାରୁବି ଲାଗିବ ନାହିଁ। ଏହା ବହୁତ ଅଧିକ ଭଲ ଫ୍ୟାଟଲସ, ୱେଟଲସ ଡ୍ରିଙ୍କ ଅଟେ। ସବୁଠୁ ଭଲ କଥା ହେଲା ମେଲ, ଫିମେଲ, ପିସିଓଡ଼ି ପେସେନ୍ଟ, ଡା଼ଇବେଟିସ ପେସେନ୍ଟ, ହାର୍ଟ ପେସେନ୍ଟ ସମସ୍ତେ ଏହାର ସେବନ କରିପାରିବେ। କୌଣସି ବୟସର ବ୍ୟକ୍ତି ଏହାକୁ ସେବନ କରିପାରିବେ। ୱେଟଲସ କରିବ ସହ ବହୁତ ସାରା ହେଲ୍ତ ବେନିଫିଟ ଏଥିରୁ ମିଳିଥାଏ। ଯଦି ଆପଣ ଥାଇରେଡ କାରଣରୁ ନିଜର ଓଜନ କମ କରିପାରୁନାହାନ୍ତି ତେବେ ଏହା ଆପଣଙ୍କ ପାଇଁ ବେଷ୍ଟ ରେମେଡ଼ୀ ଅଟେ। ଡେଲିଭରି ଯଦି ଆପଣଙ୍କର ଓଜନ କମ ହେଉନାହିଁ ତେବେ ଆପଣ ଏହାର ସେବନ କରିପାରିବେ। ଏଥିରୁ ଆପଣଙ୍କ ପିଲାକୁ ବା ଆପଣଙ୍କୁ କୌଣସି କ୍ଷତି ପହଞ୍ଚି ନଥାଏ। ତେବେ ଆସନ୍ତୁ ଜାଣିବା ଏହାକୁ ଆପଣ କେମିତି ବନେଇବେ ଏବଂ ଆପଣ ଏହାର ସେବନ କିପରି କରିବେ।

ବନ୍ଧୁଗଣ ଏହି ରେମେଡ଼ୀକୁ ବନେଇବା ପାଇଁ ଆପଣଙ୍କୁ ସର୍ବପ୍ରଥମ ସାମଗ୍ରୀର ଆବଶ୍ୟକତା ପଡ଼ିବ ତାହା ହେଉଛି ଜିଆସିସ। ଜିଆସିସ ଏକ ସୁପର ଫୁଡ଼ ଅଟେ। ଯାହା ଆପଣଙ୍କ ଓଜନକୁ କମ କରିବା ପାଇଁ ବହୁତ ବହୁତ ହେଲ୍ପଫୁଲ। ହୋଇଥାଏ। ଜିଆସିସ ଆପଣଙ୍କ ଲିଭର ଏବଂ ଗୋଡ଼ ହେଲ୍ତକୁ ସୁଧାରି ଥାଏ। କାରଣ ଏଥିରେ ପ୍ରଚୁର ମାତ୍ରାରେ ଫାଇବର ମିଳିଥାଏ। ଆପଣଙ୍କ କଲେଷ୍ଟଲକୁ ରିଭ୍ୟୁଜ କରିଥାଏ। ମେଟାବଲିଜିୟମକୁ ହାଇ କରିଥାଏ। ସାଥିରେ ଆପଣଙ୍କ ବ୍ଲଡ଼ସୁଗର ଲେବୁଲକୁ ମଧ୍ୟ କଣ୍ଟ୍ରୋଲ କରିଥାଏ।

ଯାହା ଦ୍ବାରା ଆପଣଙ୍କ ଓଜନ କମ ହେବାକୁ ଲାଗିଥାଏ। ଆପଣଙ୍କ ଶରୀରରେ ଫ୍ୟାଟବନି ଏକ୍ଟିଭିଟିକୁ ବଢ଼େଇ ଦିଏ ଏବଂ ଆପାଣ ସହଜରେ ଓଜନ କମ କରିପାରିବେ। ସକାଳେ ଆପଣ ଏକ ଚାମଚ ଜିଆସିସ ନିଅନ୍ତୁ ଏବଂ ତାହାକୁ ଗରମ ପାଣିରେ ଅଧଘଣ୍ଟା ପାଇଁ ଭିଜେଇ ରଖନ୍ତୁ। ଜିଆସିସ ଆପଣଙ୍କୁ ଆପଣଙ୍କର ଲୋକାଲ ମାର୍କେଟରୁ ସହଜରେ ମିଳିଯିବ। ଯଦି ନମିଳେ ତେବେ ପୋଷ୍ଟ ତଳେ ଡ଼େସକ୍ରିପ୍ସନ ବକ୍ସରେ ଲିଙ୍କ ଦେଇ ରଖିଛୁ ଆପଣ ଚାହିଁଲେ ଏହାକୁ ଅନଲାଇନରୁ ମଗେଇ ପାରିବେ।

ଅଧଘଣ୍ଟା ପରେ ଦେଖନ୍ତୁ ଜିଆସିସ ଫୁଲି ଯାଇଥିବ। ଏହାକୁ ଭିଜେଇ ରଖିଲେ ଏହାର ତା ସାଇଟରୁ ୩ ରୁ ୪ ଗୁଣା ଫୁଲି ଯାଇଥିବ। ଏବେ ଆପଣ ଏକ ଗ୍ଲାସ ଉଷୁମ ପାଣି ନିଅନ୍ତୁ। ଏବେ ଆପଣ ଏଥିରେ ଗୋଟିଏ ଲେମ୍ବୁର ରସ ପୁରା ଚିପୁଡ଼ି ଦିଅନ୍ତୁ। ଆପଣଙ୍କ ପାଖରେ ଯଦି ବଡ଼ ଲେମ୍ବୁ ଅଛି ତେବେ ଆପଣ ଏଥିରେ ଫାଳେ ଲେମ୍ବୁରସ ଏଥିରେ ମିଶାନ୍ତୁ। ଯଦି ଛୋଟ ଲେମ୍ବୁ ଅଛି ତେବେ ଆପଣ ଏଥିରେ ଗୋଟେ ଲେମ୍ବୁର ରସ ପୁରା ମିଶେଇ ଦିଅନ୍ତୁ। ଏବେ ଆପଣ ଜିଆସିସ ଯାହା ଆପଣ ପୁର୍ବରୁ ଭିଜେଇ ଥିଲେ ସେଇଥିରୁ ଆପଣ ଅଧା ଏଥିରେ ମିଶାନ୍ତୁ। ଆଉ ଅଧା ରଖିଦେବେ ତାହା ରାତିରେ ସେବନ କରିବେ।

ଏବେ ଆପଣ ଏଥିରେ ଏକ ଚାମଚ ମହୁ ମିଶେଇ ଦିଅନ୍ତୁ। ମହୁ ମଧ୍ୟ ଆପଣଙ୍କର ମେଟାବଲିଜିୟମ କ୍ରିଏଟକୁ ବଢ଼ାଇ ଥାଏ। ଫ୍ୟାଟ ବନିଂ ପ୍ରସେସକୁ ମଧ୍ୟ ଫ୍ରିଡ଼ମ କରିଥାଏ। ଲେମ୍ବୁରେ ବହୁତ ସାର ଭିଟାମିନ- C ମିଳିଥାଏ। ସେଥିରୁ ମଧ୍ୟ ଆପଣଙ୍କର ୱେଟଲସ ହୋଇଥାଏ। ଏବେ ଆପଣ ଏଥିରେ ଅଧା ଚାମଚ ମାତ୍ରାର ଡାଲଚିନି ପାଉଡ଼ର ମିଶେଇବେ। ଡାଲଚିନି ଆପଣଙ୍କ ଶରୀରରେ ବ୍ଲଡ଼ଫ୍ଲୋକୁ ବଢ଼ାଇଥାଏ ଏବଂ ପୁରୁଣାରୁ ପୁରୁଣା ଚର୍ବିକୁ କମ କରିବାରେ ସାହାର୍ଯ୍ୟ କରିଥାଏ। ବହୁତ ଅଳ୍ପ ମାତ୍ରାରେ ଡାଲଚିନି ପାଉଡ଼ର ଆପଣ ଏଥିରେ ମିଶାନ୍ତୁ। ଅନେକଙ୍କୁ ଡାଲଚିନି ପାଉଡ଼ର ସୁଟ କରିନଥାଏ। ଯଦି ଆପଣଙ୍କୁ ଡାଲଚିନି ସୁଟ କରୁନଥାଏ ତେବେ ଆପଣ ଏଥିରେ ଅଧା ଚାମଚ ଅଦା ରସ ମିଶାଇ ପାରିବେ। ଏବେ ଆପଣଙ୍କର ଡିଟକ୍ସ ୱେଟଲସ ଫ୍ୟାଟ କଟର ଏନାର୍ଜି ପ୍ରସ୍ତୁତ।

ଏବେ ଆସନ୍ତୁ ଜାଣିବା ଏହାର ସେବନ କେମିତି କରିବେ।

ସକାଳୁ ଖାଲି ପେଟରେ ଥରେ ଆପଣ ଏହାର ସେବନ କରନ୍ତୁ। ଏହାର ସେବନ କରିବାର ଅଧା ଘଣ୍ଟା ପରେ ଆପଣ ବ୍ରେକଫାଷ୍ଟ କରିବେ। ଏହି ପ୍ରକାରରେ ଆପଣ ଏହାକୁ ଥରେ ରାତିରେ ସେବନ କରିବାକୁ ହେବ। ଦିନରେ ଆପଣ ଦୁଇ ଥର ଏହାର ସେବନ କରନ୍ତୁ। ସାଥିରେ ସାତ ଘଣ୍ଟାର ନିଦ ଆପଣ ନିହାତି ନିଅନ୍ତୁ। ଆପଣ କୌଣସି ୱେଟଲସ ସିଂ ଯଦି ସେବନ କରୁଅଛନ୍ତି ତେବେ ନିଦ ବହୁତ ଜରୁରୀ ଅଟେ। ଯଦି ଆପଣ ଟାଇମରେ ଶୋଇବେ ନାହିଁ ବା ଟାଇମରେ ଉଠିବେ ନାହିଁ ତ ଆପଣଙ୍କ ମାଇଣ୍ଡରେ ଟ୍ରେସ ଅଧିକ ରହୁଛି ତେବେ ଆପଣ କେବେବି ୱେଟଲସ କରିପାରିବେ ନାହିଁ। ଏହାକୁ ଆପଣ ଏହିପରି ଭାବରେ ଏକ ସପ୍ତାହ କରନ୍ତୁ। ଦେଖିବେ ଆପଣଙ୍କୁ କେମିତି ରେଜଲ୍ଟ ଦେଖିବାକୁ ମିଳିବ। ଏହା ବହୁତ ଚମତ୍କାରି ୱେଟଲସ ଡ୍ରିଙ୍କ ଅଟେ। ଆପଣ ନିହାତି ଏହାକୁ ଥରେ ଟ୍ରାୟ କରନ୍ତୁ।

Leave a Reply

Your email address will not be published. Required fields are marked *