E Shram Crad କଣ, କେଉଁମାନେ ଏହାର ଲାଭ ଉଠାଇ ପାରିବେ ଏବଂ କଣ କଣ ସବୁ ଏଥିରେ ସୁବିଧା ମିଳିବ,ଜାଣନ୍ତୁ ଏହା ଉପରେ ସମ୍ପୂର୍ଣ ସୂଚନା

ଆପଣ ମାନେ ସମସ୍ତେ ଲେବର କାର୍ଡ ବିଷୟରେ ଜାଣିଥିବେ। ତେବେ ଇ- ଶ୍ରମ କାର୍ଡ ମଧ୍ୟ ସେହିଭଳି ଭାରତ ସରକାରଙ୍କ ପ୍ରଦତ୍ତ ଏକ ଯୋଜନା ଅଟେ। ତେବେ ଏହା ମାଧ୍ୟମରେ ଭାରତ ସରକାର ଗରିବ ଶ୍ରମିକ ମାନକୁ କିଛି ସୁବିଧା ସୁଯୋଗ ପ୍ରଦାନ କରି ପାରିବେ ଯାହାଫଳରେ ଗରିବ ଶ୍ରମିକ ମାନେ ଉପକୃତ ହୋଇପାରିବେ। ଏହି ଇ- ଶ୍ରମ କାର୍ଡକୁ ଭାରତ ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ଦ୍ବାରା ଜାରି କରା ଯାଇଛି। କିନ୍ତୁ ଏହି କାର୍ଡ ଅନ୍ୟ ସମସ୍ତ କାର୍ଡ ଠାରୁ କିଛି ମାତ୍ରାରେ ଅଲଗା ଅଟେ।

ଏହାର ମୁଖ୍ୟ ଉ-ଦ୍ଦେଶ୍ୟ ହେଉଛି ସରକାର କେବଳ ଗରୀବ ଶ୍ରମିକ ମାନଙ୍କ ସୁବିଧାକୁ ନଜରରେ ରଖି ନିଜର ଏହି ପଦକ୍ଷେପ ନେଇଛନ୍ତି। ଏହା ଆଗାମୀ ସମୟରେ ଅନେକ ଗରିବ ଶ୍ରମିକମାନଙ୍କୁ ସହାୟତା ପ୍ରଦାନ କରିବା ସହିତ ସେମାନଙ୍କ ଜୀବନରେ କିଛି କାର୍ଯ୍ୟ ସରଳ କରିବ ବୋଲି ଅନେକ ମତ ଦେଇଛନ୍ତି। ସରକାରଙ୍କ ଏହି ଯୋଜନାକୁ ଲୋକେମାନେ ପସନ୍ଦ କରୁଛନ୍ତି।

ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଏହି ଯୋଜନାରେ ଅନେକ ଲୋକଙ୍କ ସହମତ ଥିବାରୁ ଏହା ଗରିବ ଶ୍ରମିକ ମାନଙ୍କ ପାଇଁ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି।

କେଉଁ ସବୁ ସୁବିଧା ଉପଲବ୍ଧ ରହିଛି ଏହି ଯୋଜନାରେ।

ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଯଦି କୌଣସି ଶ୍ରମିକଙ୍କ ପାଖରେ ଇ- ଶ୍ରମ କାର୍ଡ ରହିଛି ଏବଂ ସେ କୌଣସି ଶ୍ରମିକ କାର୍ଯ୍ୟ କରିଥିବା ସମୟରେ ମୃ-ତ୍ୟୁ ବ-ରଣ କରେ ତେବେ ତାଙ୍କର ପରିବାର ଲୋକେ ୨ ଲକ୍ଷ ଟଙ୍କା ସହାୟତା ରାଶି ପାଇ ପାରିବେ ବୋଲି ଏହି ଯୋଜନାରେ ଅନ୍ତର୍ଭୁକ୍ତ ରହିଛି। ଏହା ସହିତ ଏହି ଯୋଜନାରେ ଏହା ମଧ୍ୟ ଅନ୍ତର୍ଭୁକ୍ତ ରହିଛି କି ଯଦି କେହି କାର୍ଯ୍ୟ କରୁଥିବା ସମୟରେ କିଛି ଦୁର୍ଘ-ଟଣାର ସମ୍ମୁଖୀନ ହୋଇ ଥାଆନ୍ତି ତେବେ ତାଙ୍କୁ କିଛି ସହାୟତା ରାଶି ପ୍ରଦାନ କରାଯିବ। ପ୍ରାକୃତିକ ବିପ-ର୍ଯ୍ୟୟ ଏବଂ ଦୈବ୍ୟ ବିବିପାକ ଘ-ଟିଲେ ସରକାରଙ୍କ ତରଫରୁ କିଛି ରାଶି ପ୍ରଦାନ କରାଯିବ।

ବର୍ତ୍ତମାନ ସମୟରେ ଅନେକ ଶ୍ରମିକ ମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। ଏଥିସହିତ ଏହି ଯୋଜନା ମାଧ୍ୟମରେ ବର୍ତ୍ତମାନ ଅନେକ ଲୋକ ଉପକୃତ ହେବା ସହିତ ସେମାନଙ୍କ ଭବିଷ୍ୟତ କିଛି ମାତ୍ରାରେ ସୁର-କ୍ଷିତ ହୋଇ ପାରିବ ବୋଲି ଅନେକ ଲୋକ ମତ ଦେଇଛନ୍ତି। କିନ୍ତୁ ଏହି ଯୋଜନ କେତେ ଯୁ-କ୍ତିଯୁ-କ୍ତ ଏବଂ ଫଳପ୍ରଦ ହେବ ତାହା ନେଇ ପ୍ରଶ୍ନ ମଧ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *