ଏହି ଛୋଟ ହାତୀଟିର ଏକ ଭିଡ଼ିଓ ଲୋକମାନଙ୍କୁ କହିଦେଲା ଯେ କରୋନା ଚେନକୁ କିପରି ଭାଙ୍ଗିବ ଦେଖନ୍ତୁ video

ଲୋକମାନଙ୍କ ଠାରୁ ଦୂରରେ ରୁହନ୍ତୁ :

କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ ଲୋକମାନଙ୍କ ଠାରୁ ବହୁତ କିଛି ନେଇଯାଇଛି । ଚାରିଆଡେ ମା-ର-ପିଟ ଲାଗିଛି । କିଛି ସ୍ଥାନରେ ଏହାର ଟେଷ୍ଟକୁ ନେଇ ଲମ୍ବା ଧାଡି ଲାଗିଛି , ତ କେଉଁ ଜାଗାରେ ଅମ୍ଳଜାନ ସମସ୍ୟା ହୋଇଛି । କିଛି ଜାଗାରେ ମଧ୍ୟ ଟୀକାକୁ ନେଇ ଲମ୍ବା ଧାଡି ଲାଗିଛି । ପ୍ରତିଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବାକୁ ଲାଗୁଛି । ସର୍ବ ପ୍ରଥମେ ଲୋକମାନଙ୍କୁ ଘରେ ରହି ନିଜ ପରିବାର ଲୋକମାନଙ୍କ ଉପରେ ଧ୍ୟାନ ଦେବାକୁ ଉପଦେଶ ଦିଆଯାଉଛି । ଏକ ହାତୀଛୁଆଟିର ଭିଡ଼ିଓ ସମ୍ନାକୁ ଆସିଛି । ଏହାକୁ ଦେଖି ଜଣାପଡିଯିବ ଯେ କରୋନା ଚେନ କୁ କିପରି ଭାଙ୍ଗିବ ।

ଏହା ହେଉଛି ସେହି ଭିଡ଼ିଓ :

https://twitter.com/susantananda3/status/1387767235171737617?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1387767235171737617%7Ctwgr%5E%7Ctwcon%5Es1_&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Fphoto-gallery%2Fothers%2Felephant-is-playing-alone-and-giving-message-of-social-distancing-winning-hearts-online-53227%2F

ସୁଶାନ୍ତ ନନ୍ଦା ଏହି ଭିଡ଼ିଓଟିକୁ ସେୟାର କରିଥିଲେ । ଏହି ଭିଡ଼ିଓର କ୍ୟାପସନ ରେ ଲେଖାହୋଇଛି କି ଅଲଗା ରୁହନ୍ତୁ ଏବଂ ଏକଲା ଖେଳନ୍ତୁ । ଏହି ଭିଡ଼ିଓରେ ଏକ ହାତୀଛୁଆଟି ଏକକୀ ଖେଳୁଛି । ସେ ଏକକୀ ମସ୍ତି କରୁଥିଲା । କରୋନା
ଯୁଗରେ ଲୋକମାନଙ୍କଠାରୁ ବହୁ ଦୂରରେ ଏକାକୀ ରହିବାର ଆବଶ୍ୟକତା ଅଛି । ଏହାଦ୍ୱାରା କରୋନା ଚେନକୁ ଭଙ୍ଗାଯାଇପାରିବ ।

ଟେନସନରୁ ଦୂର କରିଦେଲା :

https://twitter.com/susantananda3/status/1387767235171737617?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1388040418902745089%7Ctwgr%5E%7Ctwcon%5Es2_&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Fphoto-gallery%2Fothers%2Felephant-is-playing-alone-and-giving-message-of-social-distancing-winning-hearts-online-53227%2F

ଏହି ଭିଡ଼ିଓଟି ୟୁଜରମାନଙ୍କ ଟେନସନ ଦୂର କରିଦେଲା ବୋଲି ସେମାନେ ଲେଖିଥିଲେ ।

ପ୍ରକୃତିରୁ ଶିଖିବା ସମୟ ଆସିଯାଇଛି :

https://twitter.com/susantananda3/status/1387767235171737617?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1388390833615884294%7Ctwgr%5E%7Ctwcon%5Es2_&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Fphoto-gallery%2Fothers%2Felephant-is-playing-alone-and-giving-message-of-social-distancing-winning-hearts-online-53227%2F

ଅତି ସୁନ୍ଦର ଭିଡ଼ିଓ :

ଭିଡ଼ିଓଟି ଦିନ ବନାଇ ଦେଲା :

ତେବେ ବୁଝିଲେ କରୋନା ସମୟରେ ସାମାଜିକ ଦୂରତା ରଖିବା ଆବଶ୍ୟକ । ଏହାଦ୍ବାରା ଆମେ ନିଜକୁ ଏବଂ ନିଜ ପରିବାର ଲୋକମାନଙ୍କୁ ବଞ୍ଚାଇପାରିବା ଏବଂ କରୋନା ଚେନକୁ ଭାଙ୍ଗିପାରିବା ।

Leave a Reply

Your email address will not be published. Required fields are marked *