ଆନନ୍ଦ ମହିନ୍ଦ୍ରା (Anand Mahindra) ଟୁଇଟରରେ ନିଜର ଏକ ନୂଆ ପୋଷ୍ଟରେ ଗୋଟିଏ ହାତୀର ଫଟୋ (elephant photo) ସେୟାର କରିଛନ୍ତି, କିନ୍ତୁ ଆନନ୍ଦ ମହିନ୍ଦ୍ରା ନିଜ ପୋଷ୍ଟରେ ପ୍ୟାଣ୍ଟ-ସାର୍ଟ ପିନ୍ଧିଥିବା ଏକ ହାତୀର ଫଟୋ (elephant photo viral) ସେୟାର କରିଛନ୍ତି।
ଆନନ୍ଦ ମହିନ୍ଦ୍ରା (Anand Mahindra) ଟୁଇଟରରେ ନିଜର ଏକ ନୂଆ ପୋଷ୍ଟରେ ଗୋଟିଏ ହାତୀର ଫଟୋ (elephant photo) ସେୟାର କରିଛନ୍ତି, କିନ୍ତୁ ଆନନ୍ଦ ମହିନ୍ଦ୍ରା ନିଜ ପୋଷ୍ଟରେ ପ୍ୟାଣ୍ଟ-ସାର୍ଟ ପିନ୍ଧିଥିବା ଏକ ହାତୀର ଫଟୋ (elephant photo viral) ସେୟାର କରିଛନ୍ତି। ଯାହାର କ୍ୟାପଶନରେ ସେ ଲେଖିଛନ୍ତି, “ଅତୁଲ୍ୟ ଭାରତ”। ଯେମିତିକି ଫଟୋରେ ଆପଣ ଦେଖିପାରୁଥିବେ କି ହାତୀ ବାଇଗେଣିର ସାର୍ଟ ଏବଂ ଧଳା ପ୍ୟାଣ୍ଟ ପିନ୍ଧିଛି ଏବଂ ଏହାସହିତ ସେ କଳା ରଙ୍ଗର ବେଲ୍ଟ ମଧ୍ୟ ଲଗାଇଛି। ଏବଂ ସେ ତା ମାହୁନ୍ତ ସହିତ ଯାଉଛି। ଆନନ୍ଦ ମହିନ୍ଦ୍ରା ପୋଷ୍ଟର କ୍ୟାପଶନରେ ଲେଖିଛନ୍ତି, “ଅତୁଲ୍ୟ ଭାରତ,ଏଲି-ଫ୍ୟାଣ୍ଟ”
ଆନନ୍ଦ ମହିନ୍ଦ୍ରାଙ୍କ ଏହି ପୋଷ୍ଟ ଜୋରରେ ଭାଇ-ରଲ ହେଉଛି। ଏବଂ ଏହା ଉପରେ ଏପର୍ଯ୍ୟନ୍ତ ୬ହଜାରରୁ ଅଧିକ ଲାଇକ ଆସିସାରିଛି। ସୋସିଆଲ ମିଡ଼ିଆ ୟୁଜର୍ସ ଏହି ପୋଷ୍ଟ କୁ ଯଥେଷ୍ଟ ଉପଭୋଗ କରୁଛନ୍ତି ଏବଂ କମେଣ୍ଟ ସେକ୍ସନରେ ଲୋକମାନେ ଢେର ମଜାଦାର କମେଣ୍ଟ କରୁଛନ୍ତି।
Incredible India. Ele-Pant… pic.twitter.com/YMIQoeD97r
— anand mahindra (@anandmahindra) March 3, 2021
ଜଣେ ୟୁଜର କହିଛନ୍ତି, “ଏମିତି ଲାଗୁଛି କି ସେ ଫଟା ଜିନ୍ସ ପିନ୍ଧି… ବହୁତ ଫ୍ୟାଶନେବଲ ଲାଗୁଛି”। ଜଣେ ୟୁଜର ଲେଖିଛନ୍ତି, “ହାତୀ ପାଇଁ ପ୍ୟାଣ୍ଟ ଏବଂ ମାହୁନ୍ତ ପାଇଁ ଲୁଙ୍ଗି”।
Will ele-pant feel comfortable in his new dress??
— नरेश चौधरी 🇮🇳 🚩🕉 (@jaat__naresh) March 3, 2021
10 tailors must have panted to take the measurement 😆
— Dr Charuhas (@charuhasmujumd1) March 3, 2021
Looks like he is wearing distressed jeans…quite a trendy one!!
— Arpana M (@m_arpana) March 3, 2021
Seems quite fashion conscious 😉 wearing a Zoya Legging 😂
— Narayan Balaji (@chaluchacha) March 3, 2021
Truly Great…!
Seen Elephant wearing Pants 1st time only !— JN Kaushik (@JaganNKaushik) March 3, 2021
Pants for elephant and lungi for mahout.🤔
— Sateesh Potturu (@sateeshpnv) March 3, 2021