ଏମିତି ସ୍ତ୍ରୀ ବା ପୁରୁଷଙ୍କୁ ମିଳିଥାଏ ଭଲ ସନ୍ତାନର ପ୍ରାପ୍ତି।

ବନ୍ଧୁଗଣ ପୂର୍ବ ଜନ୍ମରେ କରାଯାଇଥିବା ପାପ ଏବଂ ପୁଣ୍ୟର ଫଳ ଆମକୁ ସବୁବେଳେ ଏହି ଜନ୍ମରେ ମିଳିଥାଏ। ପାପ ଏବଂ ପୁଣ୍ୟର ହିସାବ କିତାବ ଅନୁସାରେ ଆମକୁ ସୁଖ କିମ୍ବା ଦୁଃଖ ପ୍ରାପ୍ତ ହୋଇଥାଏ ଏବଂ ଆମେ ଯେଉଁ ଘର ପରିବାରରେ ଜନ୍ମ ନିଅନ୍ତି ତାହାବି ଆମ ପୂର୍ବ ଜନ୍ମର କର୍ମର ଆଧାରରେ ହିଁ ନିରୀକ୍ଷଣ ହୋଇଥାଏ। ଆମର ଆତ୍ମା ଆମର ସାଥ ଛାଡିଦିଏ କିନ୍ତୁ ଆମର କର୍ମ ପ୍ରତ୍ୟକ ଜନ୍ମରେ ଆମର ସାଥିରେ ରହିଥାଏ। ଆମର ମାତା ପିତା ଭାଇ ଭଉଣୀ ସ୍ୱାମୀ କିମ୍ବା ସ୍ତ୍ରୀ ସନ୍ତାନ ତଥା ଆମର କିଛି ଲୋକ ଆମେ ସମସ୍ତେ ଏକ ଚକ୍ର ଭିତରେ ଜନ୍ମ ନିଅନ୍ତି।

ଆମ ସମସ୍ତଙ୍କର କର୍ମ ଜଣେ ଅନ୍ୟ ଜଣଙ୍କ ସହ ଯୋଡ଼ି ହୋଇଥାଏ କିମ୍ବା ପଛ ଜନ୍ମର କୌଣସି ନାଁ କୌଣସି କିଛି ହିସାବ କିତାବ ବାକି ରହିଯାଇଥାଏ। ଏଥିପାଇଁ ଆମେ ଗୋଟିଏ ପରିବାର ହୋଇ ଜନ୍ମ ନେଇଥାଉ। ଏବଂ ପୁର୍ବଜନ୍ମର ସବୁ ହିସାବ କିତାବ ସୁଝିଥାନ୍ତି। ଏପରି ହିଁ ଗୋଟିଏ ସମ୍ପର୍କ ମାତା ପିତା ଏବଂ ପୁତ୍ରର। କୌଣସି ବି ମାତା ପିତାଙ୍କୁ ତାଙ୍କର ପୁତ୍ର ମଧ୍ୟ ତାଙ୍କର ପୂର୍ବଜନ୍ମର କର୍ମ ଅନୁସାରେ ହିଁ ମିଳିଥାଏ। କାହାର ସନ୍ତାନ ଏତେ ଭଲ ହୋଇଥାଏ କି ସେ ନିଜର ମାତା ପିତାର ନା ସବୁବେଳେ ରଖିଥାଏ ଏବଂ ତାଙ୍କୁ ସବୁବେଳେ ଖୁସି ରଖିଥାଏ।

କିନ୍ତୁ କେତେଥର ଏପରି ମଧ୍ୟ ହୋଇଥାଏ କି ମାତା ପିତା ନିଜର ପୁତ୍ରର ଭଲ ଭାବରେ ପାଳନ ପୋଷଣ କରିଥାନ୍ତି। ତାକୁ ଗୋଟିଏ ଭଲ ମଣିଷ ବନେଇବା ପାଇଁ ପୁରା ଚେଷ୍ଟା କରନ୍ତି ଏବଂ ତାକୁ ଖୁସି ରଖିବା ପାଇଁ ପ୍ରୟାସ ମଧ୍ୟ କରିଥାନ୍ତି। କିନ୍ତୁ ଏତେସାରା ମଧ୍ୟରେ ସେ ବିଗିଡିଯାଏ, ଭୁଲ ରାସ୍ତାରେ ଚାଲିଯାଏ ଏବଂ ଭୁଲ କାମ କରିବାକୁ ଚାହେଁ। ନାଁ ତା ନିଜ ମାତା ପିତାଙ୍କ କୌଣସି କଥା ଶୁଣେ ଏବଂ ନାହିଁ ନିଜର ଧ୍ୟାନ ରଖେ। ତ ଏପରି କଣ ପାଇଁ ହୋଇଥାଏ। ମାତା ପିତା ଏହା ଭାବିବାକୁ ଲାଗନ୍ତି କି ଆମେ ଆମ ସନ୍ତାନକୁ ଭଲ ଶିକ୍ଷା ଦେଇଥାଉ ତ ଏପରି କଣ ପାଇଁ ହୋଇଲା।

ଏସବୁ କିଛି ନାହିଁ। ପରନ୍ତୁ ଏସବୁ ବିଧିର ବିଧାନ ହୋଇଥାଏ। ଆମର କର୍ମର ଫଳ। ଆଜି ଆମେ ଏହି କଥାର କାରଣ ଜାଣିବା କି ଏପରି କଣ ପାଇଁ ହୋଇଥାଏ। ବନ୍ଧୁଗଣ ଆମର ପୁରାଣ ଅନୁସାରେ ଆମର ପ୍ରମୁଖ ପୁରାଣ ମଧ୍ୟରୁ ଗୋଟିଏ ଗରୁଡ଼ ପୁରାଣ। ଏଥିରେ ଜୀବର ମୃତ୍ୟ ପରେ କଣ ହୋଇଥାଏ ପୁନଃ ଜନ୍ମ ଇତ୍ୟାଦି ବିଷୟରେ ବହୁତ କିଛି କୁହାଯାଇଛି। ଏହା ଅନୁସାରେ ଆମର ସନ୍ତାନ ରୂପରେ ଆମର ପୁର୍ବଜନ୍ମର ହିଁ ଆମର କୌଣସି ସମ୍ପର୍କୀୟ ଏବଂ ମିତ୍ର କିମ୍ବା ପରିଚିତ ଜନ୍ମ ନେଇଥାନ୍ତି। ଯାହା ଠାରେ ଆମର ଦେବା ନେବା ରହିଥାଏ।

କିପରି ଆସନ୍ତୁ ଜାଣିବା। କୌଣସି ବି ମନୁଷ୍ୟର ୪ ପ୍ରକାରର ପୁତ୍ର ରହିଥାଏ।

ପ୍ରଥମ ପୁତ୍ର ଋଣରେ ବନ୍ଦି ହୋଇଥିବା ସନ୍ତାନ କେତେଥର ଆମେ କାହା ଠାରୁ ଋଣ ନେଇଥାନ୍ତି କିନ୍ତୁ କୌଣସି କାରଣରୁ ଆମେ ତାହା ସୁଝି ପାରିନଥାଉ। ଆମର ମୃତ୍ୟ ପରେ ଆମର ସମ୍ପର୍କୀୟ ସେହି କରଜକୁ ସୁଝି ଦିଅନ୍ତି। ତ ତାହା ଠିକ ନାହିଁ ତ ଆମକୁ ଦିଆଯାଇଥିବା ଧନ ସବୁ ବ୍ୟର୍ଥରେ ଚାଲିଯାଇଥାଏ। କରଜରେ ଦେଇଥିବା ବ୍ୟକ୍ତିର ମନ ଏବଂ ଆତ୍ମା ବାସ ରହିଯାଏ। ଏବଂ ମୃତ୍ୟୁ ପରେ ମଧ୍ୟ ସେହି ଧନରେ ଅଟକି ରହିଥାଏ। ତ ସେହି ପ୍ରକାରରେ ଯାହାର ଟଙ୍କା ଆମେ ବର୍ବାଦ କରିଥାନ୍ତି ସେହି କରଜଦାତା ଆମର ପୁତ୍ର ରୂପେ ଆମର ଘରେ ଜନ୍ମ ନେଇଥାଏ ଏବଂ ତାହାର ବେକାର ଜିଦ ବେମାରରେ ଆମର ଧନ ସେହି ପର୍ଯ୍ୟନ୍ତ ନଷ୍ଟ ହୋଇଯାଏ ଯେପର୍ଯ୍ୟନ୍ତ ଆମର ତାହା ସହିତ ହିସାବ କିତାବ ସଫା ନହୋଇଛି।

ଦ୍ୱିତୀୟ ଶତ୍ରୁ ପୁତ୍ର। କେତେଥର ଦେଖାଯାଇଥାଏ କି କିଛି ପୁତ୍ର ସବୁ ମାନ ମର୍ଯ୍ୟଦା ଭୁଲି ନିଜର ମାତା ପିତାଙ୍କୁ ଅତ୍ୟଧିକ ଘୃଣା କରିଥାଏ ଏବଂ ଖରାପ ବ୍ୟବହାର କରିଥାଏ ଏବଂ ସେମାନଙ୍କ ସମ୍ମାନ କରିବା ତ ଦୂରର କଥା ସେମାନଙ୍କୁ ଗାଳି ଗୁଲଜ ଏବଂ ମାରପିଟ କରିଥାଏ। ସବୁବେଳେ ଲଢେଇ ଝଗଡା କରି ନିଜର ମାତା ପିତାଙ୍କୁ ଦୁଃଖ କଷ୍ଟ ଦେଇଥାଏ। ଏପରି ପୁତ୍ରର ମାତା ପିତା ସବୁବେଳେ ନିଜର ପୁତ୍ରକୁ ନେଇ ଚିନ୍ତିତ ରହିଥାନ୍ତି। ଏହା ଆଉ କେହି ନୁହେଁ। ପୁର୍ବଜନ୍ମର ଆମର ଶତ୍ରୁ ହିଁ ହୋଇଥାଏ। ଯେ ନିଜର ପ୍ରତିଶୋଧ ପୁରା କରିବା ପାଇଁ ଆସିଥାଏ।

ତୃତୀୟ ଉଦାସୀନ ପୁତ୍ର। ଏପରି ପୁତ୍ର ଯିଏକି ନିଜର ମାତା ପିତାଙ୍କ ସାଥ ଦେଇନଥାଏ ବଡ଼ ହେଲା ପରେ ନିଜର ମାତା ପିତା ଠାରୁ ଦୂରେଇ ରହିଥାଏ ଏବଂ ତାଙ୍କୁ ତାଙ୍କର ଅବସ୍ଥାରେ ଛାଡି ଦେଇ ନିଜର ପରିବାର ସହ ଖୁସିରେ ରହିଥାଏ ମାତା ପିତାଙ୍କର କୌଣସି ପ୍ରକାର ସେବା କରେ ନାହିଁ। ନିଜର ମାତା ପିତାଙ୍କ ଠାରେ ଏକ ପ୍ରକାରର ଉଦାସୀନତା ଏବଂ ବିରକ୍ତି ଭାବ ଆସିଯାଏ ଏହି ଉଦାସୀନତା ପୁର୍ବଜନ୍ମର ହିଁ ହୋଇଥାଏ। ଯାହା ଆମେ ପୂର୍ବ ଜନ୍ମରେ ଅନ୍ୟ କାହା ସହ କରିଥିଲୁ।

ଚତୁର୍ଥ ସେବା କରିବା ପୁତ୍ର। ସେବା ଶ୍ରଦ୍ଧା କରୁଥିବା ପୁତ୍ର ବହୁତ କମ ଲୋକଙ୍କୁ ମିଳିଥାଏ। ଏହା ଆମର ହିଁ ସତ କର୍ମର ଫଳ ହୋଇଥାଏ। ପୂର୍ବଜନ୍ମରେ ଆମେ କୌଣସି ବ୍ୟକ୍ତିର ଗୋ ମାତାର କିମ୍ବା ନିଜ ମାତା ପିତାଙ୍କ ସେବା ସୃସଳା କରିଥାନ୍ତି। ତାହାର ଋଣ ସୁଝିବା ପାଇଁ ସେ ଆମର ପୁତ୍ର ବନି ସେ ଆମକୁ ମିଳିଥାଆନ୍ତି।

Leave a Reply

Your email address will not be published. Required fields are marked *