ମାଳିକାରେ ମିଳିଲା ପ୍ରମାଣ, ଓଡ଼ିଶାରେ ପରବର୍ତୀ ମୁଖ୍ୟମନ୍ତ୍ରୀ ହେବେ କିଏ ?

ମହାପୁରୁଷ ଅଚ୍ୟୁତାନନ୍ଦ ତାଙ୍କର ମାଳିକା ଶାସ୍ତ୍ରରେ ବହୁତ କଥା ଗାତା ଲେଖିଛନ୍ତି। ଗୋଟିଏ ମାଳିକା ଶାସ୍ତ୍ର ସବୁ ଭକ୍ତ ମାନଙ୍କୁ ମିଳିଥାଏ। ସେ ମାଳିକାର ନାମ ହେଉଛି ଇନ୍ଦ୍ରଗୋବିନ୍ଦଗୀତା। ସେହି ଇନ୍ଦ୍ରଗୋବିନ୍ଦଗୀତାରେ ଓଡ଼ିଶାର ସବୁ ରାଜା ରାଜ ବଂଶର ବିବରଣୀ ବର୍ଣ୍ଣନା କରାଯାଇଅଛି। ପ୍ରଶ୍ନ ଉଠୁଛି ଭକ୍ତ ମାନଙ୍କ ମଧ୍ୟରେ ଯଦି ଅଚ୍ୟୁତାନନ୍ଦ ମହାପୁରୁଷ ସମଗ୍ର ଉତ୍କଳରେ ରାଜ ବଂଶର ବର୍ଣ୍ଣନା କରିଛନ୍ତି। ତାହେଲେ ସିଏ କୋଣ ବର୍ତ୍ତମାନର ଯିଏ ଶାସନ ଗାଦିରେ ରହିବେ ପ୍ରଜାତନ୍ତ୍ର ସମୟ ବା ଗଣତନ୍ତ୍ର ସମୟରେ ତାଙ୍କ ବିଷୟରେ କୋଣ କିଛି ଲେଖି ନାହାନ୍ତି। ହଁ ଅନେକ କଥା ମହାପୁରୁଷ ଲେଖିଛନ୍ତି। ଆମେ କିନ୍ତୁ ସଜନବୃନ୍ଦ ସେ କଥା ଉପରେ ଧ୍ୟାନ ଦେଇନାହୁଁ, ସେ କଥାକୁ ପାଠ କରିନାହୁଁ, ସେ କଥାକୁ ଚିନ୍ତନ ମଧ୍ୟ କରିନାହୁଁ। ତେଣୁ ଆମେ ଜାଣି ପାରିନାହୁଁ।

ମହାପୁରୁଷ ଅଚ୍ୟୁତ ରାଜା ଶାସନ ଉପରେ ଏବଂ ସବୁ ରାଜା ମାନଙ୍କର ଜନ୍ମ ବିବରଣୀ ତାଙ୍କ ଶାସନ ପର୍ଯ୍ୟୟ କଥା ବର୍ଣ୍ଣନା କରିଛନ୍ତି। ସନ୍ତାନ ସନ୍ତତି ରାଜ ବଂଶ କଥା ବର୍ଣ୍ଣନା କରିଛନ୍ତି। ପୁନଶ୍ଚ ଦୃଢ଼ ଭାବରେ ମହାପୁରୁଷ ଅଚ୍ୟୁତାନନ୍ଦ ଲେଖିଛନ୍ତି “ନୁରପତି ହୋଇଣ ଜଣେ ନଥିବେଟି କେହି, ନୟନ ଦେଖୁବୁ ଦିନ ଅଚ୍ୟୁତ କହଇ”। ପୁନଶ୍ଚ ମହାପୁରୁଷ ଆଉ ଗୋଟେ ଗ୍ରନ୍ଥରେ କହିଲେ କୋଣ କହିଲେ, “ଅଠର ଗଡ଼ସେ ଛତିଶ ରାଜା, ରାଜୁତି ନଥାଇ ସଂଭିଏ ପ୍ରଜା”।ଦେଖନ୍ତୁ ମାଳିକାର କେତେ ସତ୍ୟତା ଅଛି ଯେଉଁମାନେ ଆଜିକି ୫୦ ବର୍ଷ ପୂର୍ବେ ୧୦୦ ବର୍ଷ ରାଜ ଶାସନ କରୁଥିଲେ ରାଜା ଭାବରେ ପ୍ରତିଷ୍ଠିତ ଥିଲେ ଖାଲି ନାମ ମାତ୍ର ରାଜା ସେମାନେ ଅଛନ୍ତି, ତାଙ୍କର ଶାସନ କ୍ଷମତା କିଛି ମହାପୁରୁଷ ରଖିନାହାନ୍ତି। ସେମାନଙ୍କର ଶାସନ ନାହିଁ, ରାଜ ଶାସନ ସମ୍ପୂର୍ଣ୍ଣ ଭାବରେ ଲୁପ୍ତ ହୋଇଯାଇଛି।

ରାଜ ଶାସନର ବିରଳ ଘଟିଛି । ତ ଆମର କେତେ ଭକ୍ତ ମାନଙ୍କ ମନରେ ପ୍ରଶ୍ନ ଯଦି ରାଜ ଶାସନ କଥା ମହାପୁରୁଷ ଲେଖିଲେ କୌଣସି ମନ୍ତ୍ରୀ ମାନଙ୍କ କଥା ଲେଖିନାହାନ୍ତି। ସେ କୋଣ ପ୍ରଥିବୀର କେଉଁ ଦେଶରେ ଶାସନ ବା ଶାସକ ବିଷୟରେ ଲେଖିନାହାନ୍ତି। ଭାରତର କେଉଁ ଶାସକ ମାନଙ୍କ ଶାସନ ବିଷୟରେ ଲେଖିନାହାନ୍ତି? ହଁ ମହାପୁରୁଷଙ୍କ ରଚନାରୁ ବହୁତ କିଛି କଥା ମିଳେ। ଆଜି ଆମେ ଗୋଟେ ସୁନ୍ଦର ପଦ ନେବା। ଭାରତ ବର୍ଷରେ ଓଡିଶା ହେଉଛି ଏକ ରାଜ୍ୟ ବର୍ଷାନାଂ ଭାରତ ସ୍ରୋତ, ଦେଶାନାଂ ଉତ୍କଳ ସ୍ରୋତ,ଉତ୍କଳସ୍ୟ ସମବେଶ ଦେଶ ନାସ୍ତି ମହୀତଳେ,”। ୨୦୨୪ ମସିହା ଇଲେକ୍ସନ ପରେ ୨୪ ରୁ ୨୯ ମସିହା ଭିତରେ ଓଡ଼ିଶା ବର୍ଷରେ, ଓଡ଼ିଶା ଦେଶରେ ଯିଏ ଆମର ମୁଖ୍ୟମନ୍ତ୍ରୀ ଆସିବେ ବା ଯିଏ ମୁଖ୍ୟ ଶାସନ କ୍ଷମତାକୁ ଆସିବେ ସେ ନାରୀ ହୋଇଥିବେ ନାଁ ପୁରୁଷ ହୋଇଥିବେ, ସେ ବିବାହିତ ଥିବେ ନାଁ ଅବିବାହିତ ଥିବେ ସେ କଣ ଥିବେ ଏବଂ ସେ ରାଜା କଣ ଥିବେ ନାଁ ପ୍ରଜା କଣ ଥିବେ ମହାପୁରୁଷ ସୁନ୍ଦର ଭାବରେ ତାଙ୍କ ମାଳିକାର ଲେଖିଛନ୍ତି। କଣ ଲେଖିଛନ୍ତି ?

ମାଳିକାର ନାଁମ ହେଉଛି ମହାଆଗତଭବିଷ୍ୟତ ମାଳିକା। କଣ ଲେଖିଲେ? “ନିଳାଞ୍ଚଳ ଧାମ ଛାଡି ଆମ୍ଭେ ଯିବୁ ଯେତେବେଳେ, ଜଗତ ଦିଶିବ ସେତେବେଳେ ବହିଳ ସ୍ଵଭନ,”। ଚିତ୍ରତୋଳା ନଦୀକୂଳେ ଆମ୍ଭେ ହେବୁ ଜାତ। ଆମ୍ଭ ନାଁ ମାୟା କଟକରେ କରିବୁ ବିଖ୍ୟାତ। ଚିତ୍ରତୋଳା ନଦୀକୂଳେ ଆମ୍ଭେ ହେବୁ ଜାତ। ଏହାର ଗୋଟେ କହିବାର ମଧ୍ୟ ତାତ୍ପର୍ଯ୍ୟ ରହିଛି। ଚିତ୍ରତୋଳା ନଦୀ, ଚିତ୍ରତୋଳା ନଦୀ ଖାଲି ତାର ନାମ ନୁହେଁ। ତାର ନାମ ମଧ୍ୟ ଗୁପ୍ତ ନାମ ଅଛି। ଗଙ୍ଗା ନଦୀ ତ ଭାରତରେ ବହୁତ ରାଜ୍ୟ ଦେଇଯାଇଛି। କହିଲେ “ଚିତ୍ରତୋଳା ନଦୀ ତଟେ ଆମ୍ଭେ ହେବୁ ଜାତ, ଆମ୍ଭ ମାୟା କଟକରେ କରିବୁ ବିଖ୍ୟାତ,” ସଜନ ବୃନ୍ଦ ଆପଣ ମାନଙ୍କୁ ଆମେ ଅବଗତ କରେଇ ଦେଉଛୁ ଯେ ଆମର କ୍ଷୁଦ୍ର ମୋତିରେ। ଆମର କଟକ ୫ଟି ଅଛି। ପୁରୁଷୋତ୍ତମ କଟକ, ଯାଜପୁର କଟକ, ଅମରାବତୀ କଟକ, ଦିଲୀହସ୍ତିନା କଟକ।

ସେ ହସ୍ତିନା କଟକରେ ପ୍ରଭୁ ତାଙ୍କର କ୍ଷମତା ବିସ୍ତାର କରିବେ। କହିଲେ ଆମ୍ଭ ମାୟା କଟକରେ କରିବୁ ବିଖ୍ୟାତ। “କୋଟି କୋଟି ନରନାରୀ ସେବିବେ ଚରଣ,ଆମ୍ଭର ଏ ଶ୍ରୀ ମୁଖ୍ୟ ବାକ୍ୟ ନହିବେ ଯାହାନ,”। ହେ ପ୍ରଭୁ ରାମଚନ୍ଦ୍ର ମୋର ଶ୍ରୀ ମୁଖ୍ୟ ବାକ୍ୟ କେବେ ଆୟନ ହେବ ନାହିଁ। ଅଲୌକିକ ଶିଳା ମାନ ସେବେଳେ ହୋଇବ ସେତେବେଳେ ନାରୀ ରାଜା ଖଣ୍ଟ ପ୍ରଜା ସକଳେ ଜାଣିବ। ସେତେବେଳେ କଣ ହେବ ନାଁ ସେତେବେଳେ ନାରୀ ରାଜା ଖଣ୍ଟ ପ୍ରଜା ସମସ୍ତେ ଜାଣିବ ସେବେଳେ ମୋର ସେବାମାନ ଦେଖିବ, କେତେ ଭକ୍ତ ଭକ୍ତି ଭାବେ ସେବିବେ ଚରଣ।

ଏହା ପରେ ଯିଏ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ହୋଇ ଆସିବେ ସେ ନାରୀ ହୋଇ ଆସିବେ। ସେ ଜଣେ ନାରୀ ହୋଇଥିବେ। ଏହା ମହାପୁରୁଷ ଅଚ୍ୟୁତାନନ୍ଦ ଶାସ୍ତ୍ରରେ ପ୍ରମାଣ। ଯଦି କୌଣସି ବ୍ୟକ୍ତି ଏହାକୁ ପ୍ରମାଣ ନେବାକୁ ଚାଁହାନ୍ତି ତେବେ ସେ ପ୍ରିଣ୍ଟ ପୁସ୍ତକ ମଧ୍ୟ ଅଛି ଯାହା ମହାପୁରୁଷଙ୍କ ଲେଖା ଜଣଉଛୁ। କଣ ଘଟିବ କଣ ନ ଘଟିବ ତାହା ମହାପୁରୁଷ ଲେଖିଛନ୍ତି।” ଆଜି ଟଳିବ ନାହିଁଟି ଏ କଥା,ନିଶ୍ଚୟ ହୋଇବ ଦିନେ,ଡାକି ରହିଛନ୍ତି ଭରସା କରି ଭକତ ମାନେ, ଠାବ କରି କହେ ଅମରାବତୀ ପୂର୍ବ କୋଣର, ଟିକ ବାଛି କହିଲେ ହାଡ଼ିଦାସ କମାର। ଏହା ହେଉଛି ମହାପୁରୁଷଙ୍କ ଅଟଳ କଥା।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *