ମହଙ୍ଗା କାର ଓ ଅଗଣିତ ଧନ ପରେ ମଧ୍ୟ ମିଳୁନାହିଁ ପ୍ରେମିକା, ଗାର୍ଲଫ୍ରେଣ୍ଡ ର ସନ୍ଧାନରେ ବ୍ୟସ୍ତ ଅଛନ୍ତି ଏହି ସମ୍ଭ୍ରାନ୍ତ ବ୍ୟକ୍ତି ଜଣକ

ଦୁନିଆ ରେ କେତେ ପ୍ରକାରର ଲୋକ ଅଛନ୍ତି। ତାଙ୍କର ଅଲଗା ଅଲଗା ହବି ମଧ୍ୟ ଅଛି। କିଛି ହବି ଲୋକଙ୍କୁ ଲୋକପ୍ରିୟ କରିଦିଏ ଓ ଆଉ କିଛି ହବି କୁ ଲୋକେ ଦେଖି ମୁହଁ ବୁଲାଇ ଦିଅନ୍ତି। ଆଜି ଯେଉଁ ବ୍ୟକ୍ତି ଜଣକ ବିଷୟରେ କହିବାକୁ ଯାଉଛୁ ତାଙ୍କ ପାଖରେ ନା ଟଙ୍କାର ଅଭାବ ଅଛି ନା କୋୖଣସି ଅସୁବିଧା ଅଛି। କିନ୍ତୁ ଏହା ପରେ ବି କୋଉ ଝିଅ ତାଙ୍କୁ ଭାଉ ଦେଉନାହାଁନ୍ତି। କାରଣ ହେଉଛି ତାଙ୍କର ବିଚିତ୍ର ହବି। ଏହି ବ୍ୟକ୍ତି ଜଣକ ବାର୍ବି ଡ଼ାର୍ଲ୍ସ ଙ୍କୁ ଏତେ ପସନ୍ଦ କରୁଥିଲେ କି ସେ ନିଜେ ନିଜକୁ ହିଁ ବାର୍ବୀ ରେ ପରିଣତ କରିଦେଲେ। ଏଥିପାଇଁ ସର୍ଜରୀ ରେ ସେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଲେ। ଆଜି ତାଙ୍କର ଏମିତି ଅବସ୍ଥା ହୋଇଯାଇଛି କି ଝିଅମାନେ ତାଙ୍କୁ ଡେଟ କରିବାକୁ ଭୟ କରୁଛନ୍ତି। ଆସନ୍ତୁ ଜାଣିବା ଟଙ୍କା ଥିଲା ପରେ ମଧ୍ୟ କାହିଁକି ସୀଙ୍ଗିଲ ଅଛନ୍ତି ଏହି ବ୍ୟକ୍ତି ଜଣକ |

ଚେକ ରିପଲୁଇକ ରେ ରହୁଥିବା ୨୬ ବର୍ଷର ହୋଞ୍ଜା ସିମସା କୁ ପିଲା ଦିନରୁ ଵାର୍ବି ଡ଼ାଲାର୍ଶ ଙ୍କୁ ବହୁତ ପସନ୍ଦ କରୁଥିଲେ। ସେ ସବୁବେଳେ ଵାର୍ବି ଭଳି ଦେଖା ଯିବାକୁ ଚାହୁଁ ଥିଲେ।ଯେତେବେଳେ ୨୩ ବର୍ଷ ହେଲା ସେତେବେଳେ ସେ ନିଜର ହବି କୁ ପୁରା କରିବାକୁ ନିଷ୍ପତ୍ତି ନେଲେ।

ଏଥିପାଇଁ ହୋଂଜା ୨୦୧୭ ରେ ନିଜର ସର୍ଜରୀ କଲେ। ଏବେଯାଏଁ ସେ ଵାର୍ବି ଙ୍କ ଲୁକ ସର୍ଜରୀ ରେ ସାଢ଼େ ଚଉଦ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି।୨୦୧୭ ରେ ସେ ନିଜ ଶରୀରରେ ପ୍ରଥମ ଫିଲର ରଖିଥିଲେ। ଏହାପରେ ହୋଞ୍ଜା ଗୋଟେ ପରେ ଗୋଟେ ସର୍ଜରୀ କରିବା ଆରମ୍ଭ କରିଦେଲେ।

ପେଶା ରେ ଏକ୍ସପୋର୍ଟ ଥିବା ହୋଞ୍ଜା ନିଜର ଖାଲି ସମୟରେ ହାଇ ହିଲ୍ସ, ନକଲି ଲାସା ବଡ଼ ସହିତ ଲଗେଇ ଘରୁ ବାହାରକୁ ବୁଲିବାକୁ ପସନ୍ଦ କରନ୍ତି। ତାଙ୍କୁ ନିଜକୁ ପ୍ଲାଷ୍ଟିକ ଡାର୍ଲ ର କହଲ ବାନା ବହୁତ ପସନ୍ଦ ଅଟେ। ଏବେ ହୋଂଜା ର ମୁହଁରେ ୯୦ ଏମଏଲ ର ଫିଲର୍ଶ ଭରି ଅଛି।

ହୋଞ୍ଜା ର ଜଣେ ସାଙ୍ଗ କେତେଥର ତାଙ୍କୁ ମାଗଣା ଇଞ୍ଜେକସନ ମଧ୍ୟ ଲଗାଇ ଥିଲେ। ହୋଞ୍ଜା ଙ୍କ କହିବା କଥା କି ଯଦି ସେହି ଇଞ୍ଜେକସନ ର ମୂଲ୍ୟ କହିବା ତ ୨୫ ଲକ୍ଷ ଟଙ୍କା ଫିଲର୍ଶ ଲାଗିବା ପାଇଁ ନେଇଛନ୍ତି। କିନ୍ତୁ ତାଙ୍କ ସାଙ୍ଗ କେତେଥର ତାଙ୍କୁ ଚାର୍ଜ କଲେ ନାହିଁ।

ପ୍ରାୟତଃ, ଏହାପରେ ମଧ୍ୟ ହୋଞ୍ଜା ଙ୍କ ଜୀଵନ ରେ ଗୋଟେ ବହୁତ ବଡ଼ ଅଭାବ ଅଛି। ସେ କହିଲେ କି ଏମିତିରେ ତାଙ୍କୁ ପ୍ଲାଷ୍ଟିକ କଣ୍ଢେଇ ହୋଇ ରହିବାକୁ ବହୁତ ଭଲ ଲାଗୁଛି କିନ୍ତୁ ସେ ନିଜକୁ ବହୁତ ଏକା ଅନୁଭବ କରୁଛନ୍ତି। ତାଙ୍କୁ ଗୋଟେ ପ୍ରେମିକାର ଆବଶ୍ୟକ ଅଛି।

କେତେ ଲୋକ ତାଙ୍କ ଲୁକ କୁ ଦେଖି ତାଙ୍କୁ ସମଲୀଙ୍ଗି ବୋଲି ଭାବୁଛନ୍ତି। କିନ୍ତୁ ଏହା ଠିକ ନୁହେଁ। ସେ ଝିଅ ମାନଙ୍କ ଉପରେ ହିଁ ଆଗ୍ରହ କରନ୍ତି। କିନ୍ତୁ କୋଉ ଝିଅ ତାଙ୍କ ସହ ଡେଟ କରିବାକୁ ରାଜି ନାହାନ୍ତି। ଝିଅମାନେ ତାଙ୍କ ଲୁକ କୁ ଦେଖି ଡରି ଯାଉଛନ୍ତି।

ପ୍ରାୟତଃ, ହୋଞ୍ଜା ନିଜ ପାଇଁ ଏମିତି ଝିଅ ଖୋଜୁଛନ୍ତି କି ସେ ମଧ୍ୟ ପ୍ଲାଷ୍ଟିକ ସର୍ଜରୀ କୁ ଭଲ ପାଉଥିବି। ସେ କହିଲେ କି ସେହିଭଳି ଜୀବନସାଥି ତାଙ୍କୁ ବୁଝି ପାରିବେ। କିନ୍ତୁ ଏବେଯାଏଁ ତାଙ୍କୁ କେହି ମିଳି ନାହାନ୍ତି, ଏହି କାରଣରୁ ସେ ସିଙ୍ଗିଲ ଅଛନ୍ତି।

ହୋଞ୍ଜା କେତେଥର ପୁରୁଷ ମାନଙ୍କ ଲୁକ ରେ ମଧ୍ୟ ବାହାରକୁ ଯାଇଛନ୍ତି। କିନ୍ତୁ ସେତେବେଳେ ମଧ୍ୟ ଲୋକମାନେ ତାଙ୍କ ମୁହଁକୁ ଦେଖି ଅଜବ ପ୍ରକାରର ପ୍ରତିକିୟା ଦିଅନ୍ତି। କିନ୍ତୁ ହୋଞ୍ଜା ଙ୍କୁ ଏହି ସବୁରେ କିଛି ଫରକ ପଡେ ନାହିଁ। ସେ ଏବେ ମଧ୍ୟ ଆହୁରି ସର୍ଜରୀ କରିବା ପାଇଁ ପ୍ଲାନ କରୁଛନ୍ତି।

ଏହା ମଧ୍ୟ ଆଶା କରିଛନ୍ତି କି ଖୁବଶୀଘ୍ର ତାଙ୍କୁ ତାଙ୍କ ପ୍ରେମ ମିଳି ଯିବ। କିନ୍ତୁ, ଏହାପାଇଁ ତାଙ୍କୁ ଅପେକ୍ଷା କରିବାକୁ ମଧ୍ୟ କିଛି ଅସୁବିଧା ନାହିଁ। ଏବେ ଦେଖିବାର ଅଛି ଏହି କେତେ ଦିନ ପର୍ଯ୍ୟନ୍ତ ହେବ।

 

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *