ବାପା ଯେତେବେଳେ ଏକ ରା-କ୍ଷସ ଭଳି ଚେହେରା ତିଆରି କଲେ ଏହା ଦେଖି ଛୁଆଟି ଏପରି କିଛି କଲା – ଦେଖନ୍ତୁ video

ସୋସିଆଲ ମିଡିଆରେ ପିତା ଏବଂ ପୁତ୍ରର କିଛି ମଜାଳିଆ ଭିଡ଼ିଓ ଭାଇରାଲ ହୋଇଥାଏ । ଆପଣ ନିଶ୍ଚିତ ଦେଖିଥିବେ ପିଲାମାନଙ୍କୁ ବିବ୍ରତ କରିବା ପାଇଁ ପିତା କିଛି ଏଭଳି କରନ୍ତି , ଯାହା ମା ମାନଙ୍କୁ ପସନ୍ଦ ଆସେନାହିଁ । ବର୍ତ୍ତମାନ ଏହିଭଳି କିଛି ଦେଖିବାକୁ ମିଳିଛି । ପିତା ନିଜ ପୁତ୍ର ସହ ଭିଡ଼ିଓ ରେକର୍ଡ କରୁଛନ୍ତି । ସେ ଏପରି ଫିଲ୍ଟର ବ୍ୟବହାର କରିଛନ୍ତି , ଯାହାକୁ ଦେଖି ପିଲାଟି ଡରିଗଲା ଏବଂ ପିତାଙ୍କୁ ଆଶ୍ଚର୍ଯ୍ୟର ସହ ଦେଖିବାକୁ ଲାଗିଲା । ଇନଷ୍ଟାଗ୍ରାମ ରିଲରେ ଏହି ଭିଡ଼ିଓକୁ ଖୁବ ପସନ୍ଦ କରାଯାଉଛି ।

ଭିଡ଼ିଓରେ ଦେଖାଯାଇପାରିବ ଯେ ପିଲାଟି ପିତାଙ୍କ କୋଳରେ ବସିଛି । ଯେତେବେଳେ ସେ ଫିଲ୍ଟର ବ୍ୟବହାର କରନ୍ତି ପିଲାଟି ଡ-ରିଯାଏ ଏବଂ ଅଜବ ଚେହେରା ତିଆରି କରିବାକୁ ଲାଗେ । ପରେ ସେ ପିତାଙ୍କୁ ଦେଖିବାକୁ ଲାଗେ ।

 

View this post on Instagram

 

A post shared by The Baby Station (@the.baby.station)

ଏହି ଭିଡ଼ିଓଟିକୁ 2 ମେରେ ସେୟାର କରାଯାଇଥିଲା । ଯାହାର ଏବେ ପର୍ଯ୍ୟନ୍ତ 13 ମିଲିୟନ ଭିୟୁ ହୋଇସାରିଛି । ଏହା ସହିତ 4 ଲକ୍ଷରୁ ଅଧିକ ଲାଇକ ହୋଇସାରିଛି । ୟୁଜରମାନଙ୍କୁ ଏହି ଭିଡ଼ିଓ ଖୁବ ମଜା ଲାଗୁଛି । ଏକ ୟୁଜର ମଜାଳିଆ ଶୈଳୀରେ କମେଣ୍ଟ ବିଭାଗର ଲେଖିଛନ୍ତି , ‘ ଏହିଭଳି ପିତା କାହାକୁ ନ ମିଳନ୍ତୁ । ପିଲାଟିକୁ ଦେଖ କିଭଳି ଭାବରେ ଭୟଭୀୟ ହୋଇଯାଇଛି । ଦ୍ୱିତୀୟ ୟୁଜର ଲେଖିଛନ୍ତି , ‘ ମଜାଳିଆ ଭିଡ଼ିଓ ଦେଖି ମଜା ଆସିଗଲା ‘ ।

Leave a Reply

Your email address will not be published. Required fields are marked *