ପିଲାମାନେ ପ୍ରଥମ ଥର ପାଇଁ ସେମାନଙ୍କ ବାପାଙ୍କୁ ନଣ୍ଡା ରୂପରେ ଦେଖି ଚିହ୍ନି ପାରିଲେ ନାହିଁ! ତାପରେ ଏମିତି କାନ୍ଦିବାକୁ ଲାଗିଲେ

ମନେପକାଅ ଯେତେବେଳେ ତୁମେ ପ୍ରଥମେ ତୁମ ବାପାକୁ ବିନା ବାଳ ବା ନଣ୍ଡା ରୂପରେ ଦେଖିଲ, ତୁମର ପ୍ରତିକ୍ରିୟା କିପରି ଥିଲା ? ଚିନ୍ତା ରେ ପଡିଗଲେନା, କିଏ ଇଏ ? ଦୁଇ ନିରୀହ ପିଲା ସମାନ ଅନୁଭୂତି ପାଇଲେ ଯେତେବେଳେ ସେମାନେ ପ୍ରଥମ ଥର ପାଇଁ ବାପାଙ୍କୁ ନଣ୍ଡା ରୂପରେ ଦେଖିଲେ । ଆରମ୍ଭରେ ସେମାନଙ୍କର ପ୍ରତିକ୍ରିୟା ସ୍ୱାଭାବିକ ଥିଲା । କିନ୍ତୁ ଧୀରେ ଧୀରେ ସେମାନଙ୍କର ଅବସ୍ଥା ଖରାପ ହୋଇ ଦୁହେଁ କାନ୍ଦିବାକୁ ଲାଗିଲେ। ସୋସିଆଲ ମିଡିଆରେ ଏହି ପିଲାମାନଙ୍କର ଭିଡିଓ ଭାଇ-ରାଲ ହୋଇଛି, ଯାହା ଆପଣଙ୍କ ମୁହଁରେ ହସ ଆଣିପାରେ!

ଏହି ଭିଡିଓଟି ଟ୍ୱିଟର ବ୍ୟବହାରକାରୀ @ Aqualady6666 ଦ୍ୱାରା ସେୟାର କରାଯାଇଥିଲା ଏବଂ କ୍ୟାପସନରେ ଲେଖିଥିଲେ, ଯେତେବେଳେ ଦୁଇ ଯାଆଁଳା ପ୍ରଥମ ଥର ପାଇଁ ସେମାନଙ୍କ ପିତାଙ୍କୁ ବିନା ବାଳରେ ଦେଖିଲେ । ତାଙ୍କ ପ୍ରତିକ୍ରିୟା ତ ଦେଖନ୍ତୁ !!

ଆକୁ ହାତ ଲଗେଇବାର ନାହିଁ

https://twitter.com/Aqualady6666/status/1367372395762229248?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1367372395762229248%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Ftrending%2Ffather-shaved-for-the-very-first-time-twin-kids-reaction-goes-viral-on-social-media-51376%2F

ଇଏ ହେଉଛନ୍ତି ବଡ଼ ଭାଇ

https://twitter.com/Aqualady6666/status/1367384304024748032?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1367384304024748032%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Ftrending%2Ffather-shaved-for-the-very-first-time-twin-kids-reaction-goes-viral-on-social-media-51376%2F

ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ବ୍ୟକ୍ତି ନଣ୍ଡା ହୋଇଛନ୍ତି । ସେ ପିଲାମାନଙ୍କୁ ଦେଖନ୍ତି । ପିଲାମାନେ ତାଙ୍କୁ ଦେଖନ୍ତି । ଦୁହେଁ ଆଖି ମିଳାନ୍ତି । କିଛି ସମୟ ପରେ ପିଲାଟିଏ କାନ୍ଦିବାକୁ ଲାଗିଲା । ଯେତେବେଳେ ବ୍ୟକ୍ତି ଜଣକ ପିଲା ଆଡକୁ ହାତ ବୁଲାନ୍ତି, ଅନ୍ୟ ପିଲା ମଧ୍ୟ କାନ୍ଦିବାକୁ ଲାଗେ । ଉଭୟଙ୍କ ସମାନ ପ୍ରତିକ୍ରିୟା ଇଣ୍ଟରନେଟରେ ଭାଇ-ରାଲ ହୋଇଛି। କହି ରଖୁଛୁ ଏହି ଭିଡିଓଟି ଖବର ଲେଖିବା ପର୍ଯ୍ୟନ୍ତ ୧୮ ଲକ୍ଷରୁ ଅଧିକ ଭ୍ୟୁ ଏବଂ ୯୩ ହଜାରରୁ ଅଧିକ ଲାଇକ୍ ହୋଇସାରିଛି।

https://twitter.com/Badboi_Nel/status/1367396170889388034?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1367396170889388034%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Ftrending%2Ffather-shaved-for-the-very-first-time-twin-kids-reaction-goes-viral-on-social-media-51376%2F

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *