ରାଶିରୁ ଜାଣନ୍ତୁ କେମିତି ହୋଇଥିବେ ହେବାକୁ ଯାଉଥିବା ଆପଣଙ୍କ ସ୍ୱାମୀ, ଆପଣ ଶାଶୁଘରେ ସୁଖରେ ରହିବେ କି ଦୁଃଖରେ

ବିବାହ ପରେ ପ୍ରତ୍ୟେକ ଝିଅର ମନରେ ଏହି ପ୍ରଶ୍ନ ଉଠିଥାଏ କି ତାର ବୈବାହିକ ଜୀବନ କିପରି ହେବ? ଏହି ଘଟଣା ବିଷୟରେ ଝିଅର କୁଣ୍ଡଳିରେ ଥିବା ସପ୍ତମ ଭାବରୁ ଜଣା ପଡିଥାଏ।

ମେଷ ରାଶି:

କୁଣ୍ଡଳିର ସପ୍ତମ ଭାବ ମେଷ ହୋଇଥିବାରୁ ଝିଅର ସ୍ବାମୀ ଭୂମି ,ଭବନ ଏବଂ କେତେକ ସମ୍ପତିର ମାଲିକ ହୋଇଥିବେ। ଝିଅ ସୁଖୀ ଏବଂ ସମୃଦ୍ଧିଶାଳୀ ବୈବାହିକ ଜୀବନ ବିତାଈଥାଏ।

ବୃଷ ରାଶି :

ଯେଉଁ ଝିଅର କୁଣ୍ଡଳିରେ ସପ୍ତମ ଭାବରେ ବୃଷ ରାଶି ଥାଏ ତାକୁ ସୁନ୍ଦର ଏବଂ ଗୁଣବାନ ସ୍ବାମୀ ମିଳିବ। ତାଙ୍କ ଜୀବନ ସାଥିଙ୍କ କଥା ମଧୁର ହୋଇଥାଏ ଏବଂ ସେମାନେ ସ୍ତ୍ରୀର ପ୍ରତ୍ୟେକ କଥା ମାନି ଥାନ୍ତି।

ମିଥୁନ ରାଶି:

କୁଣ୍ଡଳିର ସପ୍ତମ ଭାବରେ ମିଥୁନ ରାଶି ଥିବାରୁ ଝିଅଙ୍କୁ ବୁଦ୍ଧିମାନ ଏବଂ ଖୋଲା ମନ ବିଚାରର ସ୍ବାମୀ ମିଳିବ। ସେ ଏକ ବୁଦ୍ଧିମାନ ବ୍ୟବସାୟୀ ମଧ୍ୟ ହୋଇଥାନ୍ତି।

ବିଛା ରାଶି :

କୁଣ୍ଡଳିର ସପ୍ତମ ଭାବରେ ମିଥୁନ ରାଶି ରହିବାରୁ ଝିଅଙ୍କୁ ସୁନ୍ଦର ସ୍ବାମୀ ମିଳିବ। ତାଙ୍କର ସ୍ବାମୀ ଙ୍କର ଘର ଏବଂ ସମାଜରେ ବହୁତ ମାନ ପ୍ରତିଷ୍ଠା ହୋଇଥାଏ।

ସିଂହ ରାଶି:

କୁଣ୍ଡଳିର ସପ୍ତମ ଭାବରେ ସିଂହ ରାଶି ଥିବାରୁ ଝିଅଙ୍କୁ ସ୍ବାଭିମାନୀ ସ୍ବାମୀ ମିଳିବ। ସେ ସ୍ତ୍ରୀ ଠାରୁ ନିଜ କଥା ମନେଇ ନିଅନ୍ତି।

କନ୍ୟା ରାଶି:

ଜଦି ମହିଳାଙ୍କର କୁଣ୍ଡଳିରେ ସପ୍ତମ ଭାବରେ କନ୍ୟା ରାଶି ଥାଏ ତେବେ ତାଙ୍କୁ ଆକର୍ଷିକ ବ୍ୟକ୍ତିତ୍ବର ସ୍ବାମୀ ମିଳିବ। ତାଙ୍କଠାରେ ବହୁତ ଭଲ ଗୁଣ ରହିଥାଏ। ଝିଅଟି ନିଜର ବୈବାହିକ ଜୀବନ ବହୁତ ଖୁସିରେ ବିତାଇ ଥାଏ।

ତୁଳା ରାଶି:

କୁଣ୍ଡଳିର ସପ୍ତମ ଭାବରେ ତୁଳା ରାଶି ଥିବାରୁ ଶିକ୍ଷିତ ଏବଂ ସୁନ୍ଦର ସ୍ବାମୀ ମିଳିଥାଏ। ସେମାନେ ସ୍ତ୍ରୀର ପ୍ରତ୍ୟେକ ସୁଖ , ଦୁଃଖରେ ସାଥ ଦେଇଥାନ୍ତି।

ଧନୁ ରାଶି:

ଯଦି ଝିଅଙ୍କର କୁଣ୍ଡଳିର ସପ୍ତମ ଭାବରେ ଧନୁ ରାଶି ଥାଏ ତେବେ ତାଙ୍କୁ ସ୍ବାଭିମାନୀ ସ୍ବାମୀ ମିଳିଥାଏ। ଏପରି ଝିଅମାନଙ୍କ ବୈବାହିକ ଜୀବନ ସାମାନ୍ୟ ହୋଇଥାଏ।

ମକର ରାଶି:

ଯଦି ଝିଅଙ୍କ କୁଣ୍ଡଳିର ସପ୍ତମ ଭାବରେ ମକର ରାଶି ଥାଏ ତେବେ ସେହି ଝିଅଙ୍କୁ ଧାର୍ମୀକ ବିଚାରର ସ୍ବାମୀ ମିଳିବ। ସେମାନେ ଦବ୍ୟ ଶକ୍ତି ଉପରେ ବହୁତ ବିଶ୍ବାସ କରିଥାନ୍ତି।

କୁମ୍ଭ ରାଶି:

ଯଦି ଝିିଅଙ୍କର କୁଣ୍ଡଳିର ସପ୍ତମ ଭାବରେ କୁମ୍ଭ ରାଶି ଥାଏ ତେବେ ସେହି ଝିଅଙ୍କୁ ସଭ୍ୟ ସ୍ବାମୀ ମିଳିଥାଏ। ତାଙ୍କର ବୈବହିକ ଜୀବନ ସୁଖ ଏବଂ ସମୃଦ୍ଧିରେ ଅତିବାହିତ ହୋଇଥାଏ।

ମୀନ ରାଶି:

ଯଦି ଝିଅଙ୍କର କଣ୍ଡଳିର ସପ୍ତମ ଭାବରେ ମୀନ ରାଶି ଥାଏ ତେବେ ସେହି ଝିଅଙ୍କୁ ଗୀଣବାନ ଓ ଧାର୍ମୀକ ସ୍ବାମୀ ମିଳିଥାଏ। ତାଙ୍କ ସ୍ବାମୀ ମାନଙ୍କ ବ୍ୟକ୍ତିତ୍ବ ଆକର୍ଷିକ ହୋଇଥାଏ। ସେମାନେ ନିଜ କାରିଅରରେ ସଫଳ ହୋଇଥାନ୍ତି। ଝିଅ ଟିକୁ ପରିବାରରେ ମାନ ସମ୍ମାନ ମିଳିଥାଏ।

ଯଦି ଆପଣଙ୍କୁ ଆମର ଏହି ତଥ୍ୟ ଭଲ ଲାଗିଛି ତେବେ ଆପଣ ଏହାକୁ ଅନ୍ୟ ମାନଙ୍କ ସହିତ ସେୟାର କରିବାକୁ ଭୁଲନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *