ଝିଅଟି ସାଇକେଲରେ ବୁଲୁଥିଲା , ହଠାତ ଦୁଇଟି କୁମ୍ଭୀର ସମ୍ନାକୁ ଆସିଗଲେ । ଦେଖନ୍ତୁ video

ଯଦି ଆପଣ ସାଇକେଲ ଚଲାଉଛନ୍ତି ଏବଂ ହଠାତ ସମ୍ନାକୁ ଭ-ୟ-ଙ୍କ-ର ଜୀଵଟିଏ ଚାଲିଆସିଲା , ତେବେ କଣ ହେବ ? ଆପଣ ଭୟ-ଭୀତ ହୋଇଯିବେ ଏବଂ ଦୌଡିବାକୁ ଲାଗିବେ । କିନ୍ତୁ ଆମେରିକାର ଏକ ମହିଳା ସାଇକେଲ ଚଳାଉଥିବା ବେଳେ ହଠାତ ଦୁଇଟି କୁମ୍ଭୀର ସମ୍ନାକୁ ଆସିଗଲେ ଏବଂ ମହିଳା ଭୟ-ଭୀତ ହୋଇ ସେଠାରେ ଛିଡା ହୋଇଗଲେ । ସୋସିଆଲ ମିଡିଆରେ ଏହି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।

ଫ୍ଲୋରିଡାର ବ୍ରେଣ୍ଡା ଷ୍ଟେଲଜ ନେପଲସର ବାର୍ଡ ରୁକି ସ୍ବେମ୍ପ ଅଭୟାରଣ୍ୟରେ ନିଜ ବାଇକ ଚଲାଉଥିଲେ । ସେ ମଧ୍ୟ ଭିଡ଼ିଓ ରେ-କ-ର୍ଡ କରୁଥିଲେ । ସାଇକେଲ ଚଲାଉଥିବା ସମୟରେ ଦୁଇଟି କୁମ୍ଭୀର ତାଙ୍କ ରାସ୍ତା ଅବ-ରୋଧ କରିଥିଲେ । ସେ ଅଟକିଯାନ୍ତି ଏବଂ ଦେଖନ୍ତି କି ଏକ କୁମ୍ଭୀରର ଲାଞ୍ଜ ତାଙ୍କ ରାସ୍ତା ଅବ-ରୋଧ କରିଛି । ଅନ୍ୟ କୁମ୍ଭୀରଟି ନିକଟରେ ବିଶ୍ରାମ କରୁଥାଏ । ସଙ୍ଗେ ସଙ୍ଗେ କୁମ୍ଭୀରଟି ଦୌଡ଼ି ନଦୀକୁ ପଳାଇଲା ।

ଏକ ସ୍ଥାନୀୟ ଖବରକାଗଜ ଅନୁସାରେ ଷ୍ଟ୍ରେଲଜର ଭୟ-ଭୀୟ ହୋଇଥିଲେ କିନ୍ତୁ ନର୍ଭସ ହୋଇନଥିଲେ । ସେ କହିଲେ କି ସେ ମୋବାଇଲ ବନ୍ଧ କରି ସେଠାରୁ ପଳାଇ ପାରିଥାନ୍ତେ କିମ୍ବା ସେଠାରେ ଛିଡାହୋଇ ସେମାନଙ୍କ ଅତିକ୍ରମ କରିବାର ଅପେକ୍ଷା କରିପାରିଥାନ୍ତେ ।

FGCU ର ପରିବେଶ ଅଧ୍ୟୟନ ପ୍ରଫେସର ଡକ୍ଟର ବିନ ଏବ୍ରହମଙ୍କ ଅନୁସାରେ , ଟ୍ରେଲରେ ଦେଖାଯାଇଥିବା କୁମ୍ଭୀରଗୁଡିକ କ୍ଷତିକାରକ ନୁହଁନ୍ତି ।

କିଛି ଇଣ୍ଟରନେଟ ବ୍ୟବହାରକାରୀମାନେ ଏହି ଦୃଶ୍ୟକୁ ଦେଖି ଡ-ରି ଯାଇଥିଲେ । ଜଣେ ୟୁଜର ଲେଖିଥିଲେ କି , ‘ ସେ ବୁଝି ପାରୁନାହାନ୍ତି କି ସେ ସେଠାରେ କାହିଁକି ଛିଡା ହୋଇଛନ୍ତି । ସାଇକେଲ ଚଲାନ୍ତୁ ଏବଂ ସେଠାରୁ ଶୀଘ୍ର ବାହାରନ୍ତୁ । ଅନ୍ୟଜଣେ ବ୍ୟ-ଙ୍ଗା-ତ୍ମ-କ ଭାବରେ ଲେଖିଛନ୍ତି , ” ସେ କୁମ୍ଭୀର ନିଜ ଜୀବନ ବ-ଞ୍ଚା-ଇ ପଳାଇଛି ” ।

କୁମ୍ଭୀର ପ୍ରାୟତଃ ଫ୍ଲୋରିଡାର ଉପକୂଳବର୍ତ୍ତୀ ଅଞ୍ଚଳରେ ଦେଖାଯାଆନ୍ତି । ଠିକ ଏହିପରି ଏକ ଭିଡିଓ କିଛି ସମୟ ପୂର୍ବରୁ ଭାଇରାଲ ହୋଇଥିଲା , ଯେଉଁଠାରେ କୁମ୍ଭୀର ଏବଂ ୱେଲ ଉଭୟ ନଦୀରେ ପହଁରୁଥିବାର ନଜର ଆସିଥିଲେ । ସେହି ଭିଡିଓଟି ଫେସବୁକରେ ମଧ୍ୟ ଭାଇରାଲ ହୋଇଥିଲା ।

Leave a Reply

Your email address will not be published. Required fields are marked *