ପ୍ରଥମ ଦିନରୁ ହିଁ ଗ୍ୟାସ ବନିବା ବନ୍ଦ ହୋଇଯିବ, କରନ୍ତୁ ଏହି ସରଳ ଘରୋଇ ଉପଚାର

ବନ୍ଧୁଗଣ ଆଜିକାଲି ଲୋକେ ବସି ରହିବା କାମ ଯୋଗୁ ଲୋକମାନଙ୍କୁ ଗ୍ୟାସ ବା ଏସିଡିଟି ଭଳି ସମସ୍ୟା ଭୋଗିବାକୁ ପଡ଼ିଥାଏ। ଆଜିକାଲି ଅନେକ ଲୋକଙ୍କର ମଧ୍ୟରେ ଗ୍ୟାସ ଭଳି ସମସ୍ୟା ଦେଖିବାକୁ ମିଳୁଅଛି। ଗ୍ୟାସ ଭଳି ସମସ୍ୟା ଥରେ ଉତ୍ପନ ହେଲେ ଆପଣଙ୍କୁ ବହୁତ କଷ୍ଟ ଅନୁଭୂତ ହୋଇଥାଏ। ବନ୍ଧୁଗଣ କାମ ନକରୁଥିବା ଲୋକମାନଙ୍କୁ ଗ୍ୟାସ ଭଳି ସମସ୍ୟା ଭୋଗିବାକୁ ପଡ଼ିଥାଏ। ତା ସହିତ ଯେଉଁମାନେ କାମ କରୁଛନ୍ତି ସେମାନଙ୍କୁ ମଧ୍ୟ ଗ୍ୟାସ ଭଳି ସମସ୍ୟା ଭୋଗିବାକୁ ପଡୁଅଛି।

କିନ୍ତୁ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଚମତ୍କାରୀ ଘରୋଇ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗ ଦ୍ବାରା ଆପଣଙ୍କର ଗ୍ୟାସ ଏବଂ ଏସିଡ଼ିଟି ଭଳି ସମସ୍ୟା ବା ଖଟା ହେକୁଟି ଆସୁଥିବା ଭଳି ସମସ୍ୟା ସବୁଦିନ ପାଇଁ ଭଲ ହୋଇଯିବ।ତା ସହିତ ଆପଣଙ୍କ ପେଟ ସର୍ବଦା ସଫା ରହିବ। ଏବଂ ଆପଣଙ୍କ ପାଚନ ତନ୍ତ୍ର ମଜବୁତ ରହିବ। ତେବେ ଆସନ୍ତୁ ଜାଣିବା ଆଜିର ଏହି ଉପଚାରଟିକୁ ଆପଣ କେମିତି ବନେଇବେ ଏବଂ ଆପଣ ଏହାର ସେବନ କେମିତି କରିବେ। ଏହା ବନେଇବେ ବହୁତ ସହଜ ଅଟେ।

ଏହା ବନେଇବେ ପାଇଁ ସାମଗ୍ରୀ।

ଜୁଆଁଣି: ଏହା ତ ଆପଣଙ୍କୁ ନିଜ ରୋଷେଇ ଘରେ ବହୁତ ସହଜରେ ମିଳିଯିବ। ଏହାକୁ ୫୦ ଗ୍ରାମ ମାତ୍ରାରେ ନିଅନ୍ତୁ।ଜୀରା: ଏହା ମଧ୍ୟ ଆପଣଙ୍କୁ ନିଜ ରୋଷେଇ ଘରୁ ବହୁତ ସହଜରେ ମିଳିଯିବ। ଏହାକୁ ମଧ୍ୟ ୫୦ ଗ୍ରାମ ମାତ୍ରାରେ ନିଅନ୍ତୁ।ଏହି ଦୁଇଟି ଜିନିଷକୁ ଖରାରେ ଦୁଇଦିନ ଭଲ ଭାବରେ ଶୁଖେଇ ଦିଅନ୍ତୁ। ଦୁଇ ଦିନ ଖରାରେ ଭଲ ଭାବରେ ଶୁଖିବା ପରେ ଆପଣ ଏହି ଦୁଇଟି ଜିନିଷ ସହିତ ପାନମଧୁରୀ ମିଶେଇ ଦିଅନ୍ତୁ। ଏହା ମଧ୍ୟ ଆପଣଙ୍କୁ ନିଜ ରୋଷେଇ ଘରୁ ବହୁତ ସହଜରେ ମିଳିଯିବ। ଏହାକୁ ମଧ୍ୟ ୫୦ ଗ୍ରାମ ମାତ୍ରାରେ ନିଅନ୍ତୁ। ଏହି ୩ ଟି ଜିନିଷକୁ ଗୋଟେ ପାତ୍ରକୁ ନେଇଯାଆନ୍ତୁ।

ଏବେ ବନ୍ଧୁଗଣ ଆପଣଙ୍କ ସ୍ୱାଦ ଅନୁଯାୟୀ କଳା ଲୁଣ ଏଥିରେ ଦିଅନ୍ତୁ। ଏହାକୁ ଭଲ ଭାବରେ ମିଶେଇ ଦିଅନ୍ତୁ। ଏହାକୁ ଗ୍ରାଇଣ୍ଡରରେ ପେଶୀ ଭଲ ଭାବରେ ମିଶେଇ ଦିଅନ୍ତୁ। ଏହାର ଏକ ଫାଇନ ପାଉଡ଼ର ପ୍ରସ୍ତୁତ କରିନେବେ। ଏବଂ ଏହାକୁ କୌଣସି କାଚଯାର କିମ୍ବା ପ୍ଲାଷ୍ଟିକ ଡବାରେ ଷ୍ଟକ କରି ରଖି ପାରିବେ। ଏହା ବହୁତ ଦିନ ପର୍ଯ୍ୟନ୍ତ ରଖିପାରିବେ। ଏହା ସରିଯିବା ପରେ ଆପଣ next ଆଉ ଥରେ ଏମିତି ବନେଇପାରିବେ।

ଏହାର ସେବନ କେମିତି କରିବେ ଆସନ୍ତୁ ଜାଣିବା।

ଏକ ଗ୍ଲାସ ଉଷୁମ ପାଣିରେ ଆପଣ ଅଧା ଚାମଚ ପାଖାପାଖି ଏହି ଗୁଣ୍ଡକୁ ମଶାନ୍ତୁ। ଏହାକୁ ଭଲ ଭାବରେ ମିଶେଇ ଦିଅନ୍ତୁ। ବନ୍ଧୁଗଣ ଖାଦ୍ୟ ଖାଇବାର ୧୫ ମିନିଟ ପରେ ଆପଣ ଏହାର ସେବନ କରନ୍ତୁ। ସକାଳ, ଦିପହର କିମ୍ବା ରାତିରେ ଖାଦ୍ୟ ଖାଇବାର ୧୫ ମିନିଟ ପରେ ଆପଣ ଏହାର ୩ ଟାଇମ ସେବନ କରିପାରିବେ। ଏହାକୁ ସେବନ କରି ଥରେ ଦେଖନ୍ତୁ। ଦେଖିବେ ଆପଣଙ୍କର ଗ୍ୟାସ ଭଳି ସମସ୍ୟା ବହୁତ ଶୀଘ୍ର ଭଲ ହୋଇଯିବ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *