ଦେଖନ୍ତୁ Video: କେବଳ ୧୩ସେକେଣ୍ଡରେ କୁକୁର ହୋଇଗଲା ହାତୀ, ଯାଦୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ସୋସିଆଲ ମିଡ଼ିଆ ୟୁଜର୍ସ

ଭିଡ଼ିଓରେ ଆପଣ ମାନେ ଦେଖି ପାରୁଥିବେ କି ଧଳା ରଙ୍ଗର ଗୋଟିଏ ଛୋଟ କୁକୁର ରହିଛି, ଯାହା ଉପରେ ତାର ମାଲିକ ମୁହଁ ଉପରେ ଗୋଲ କାର୍ଡବୋର୍ଡ ଲଗେଇ ଦେଇଛନ୍ତି। ଭିଡିଓ ଦେଖି ଏମିତି ଲାଗୁଛି କି ଯେମିତି କୁକୁର ମୁହଁ ଉପରେ କେହି ଜଣେ ଶୁଣ୍ଢ ଲଗେଇ ଦେଇଛନ୍ତି।

ସୋସିଆଲ ମିଡିଆରେ ପାଳିତଜୀବ ମାନଙ୍କ ସହିତ ଯୋଡା କ୍ୟୁଟ ଭିଡିଓ ଲୋକମାନଙ୍କ ଦ୍ବାରା ବହୁତ ପସନ୍ଦ କରାଯାଇଥାଏ। ଏହା ଏଥିପାଇଁ ମଧ୍ୟ କାରଣ ସୋସିଆଲ ମିଡିଆରେ ଅଧିକାଂଶ ଲୋକ animallovers ଅଟନ୍ତି। ବର୍ତମାନ ଦିନରେ ଗୋଟିଏ କ୍ୟୁଟ Puppyର ଭିଡିଓ ଭାଇରାଲ ହେଉଛି।ଯାହାକୁ ଦେଖିବା ପରେ ଆପଣ ମଧ୍ୟ ବୁଝିଯିବେ କି ମସ୍ତି କରିବାର ମୁଡ କେବଳ ମନୁଷ୍ୟ ମାନଙ୍କର ହିଁ ହୁଏନାହିଁ ବରଂ ଜୀବମାନେ ମଧ୍ୟ ବହୁତ ମସ୍ତିଭରା ହୋଇଥାନ୍ତି।

ଭିଡ଼ିଓରେ ଆପଣ ମାନେ ଦେଖି ପାରୁଥିବେ କି ଧଳା ରଙ୍ଗର ଗୋଟିଏ ଛୋଟ କୁକୁର ରହିଛି, ଯାହା ଉପରେ ତାର ମାଲିକ ମୁହଁ ଉପରେ ଗୋଲ କାର୍ଡବୋର୍ଡ ଲଗେଇ ଦେଇଛନ୍ତି। ଭିଡିଓ ଦେଖି ଏମିତି ଲାଗୁଛି କି ଯେମିତି କୁକୁର(White Puppy) ମୁହଁ ଉପରେ କେହି ଜଣେ ଶୁଣ୍ଢ ଲଗେଇ ଦେଇଛନ୍ତି ଏବଂ ସେ ବିଲକୁଲ ହାତୀଛୁଆ ଭଳି ଲାଗୁଥିଲା।

କେବଳ ୧୩ସେକେଣ୍ଡର ଏହି ଭିଡିଓ ସୋସିଆଲ ମିଡ଼ିଆ ଦୁନିଆରେ ବହୁତ ଜୋରରେ ଭାଇରାଲ ହେଉଛି। ଭିଡିଓ ଦେଖି ଏମିତି ଲାଗୁଛି କି କୁକୁରକୁ ଯାଦୁରେ ହାତୀର ରୂପ ଦେଇ ଦିଆ ଯାଇଛି। ଏହା ସହିତ ଲୋକମାନେ ଭିଡିଓ ଉପରେ ନିଜ-ନିଜ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।

ଆପଣଙ୍କୁ ସୂଚନା ପାଇଁ ଜଣାଇ ଦେଉଛୁ କି ଏହି ମଜାଦାର ଭିଡିଓକୁ @buitengebieden_ ନାମକ ଟୁଇଟର ୟୁଜର ଶେୟାର କରିଛନ୍ତି। ଯାହା ସହିତ ସେ କ୍ୟାପଶନରେ ଲେଖିଛନ୍ତି କି “ମୁଁ ବର୍ତ୍ତମାନ ଗୋଟିଏ ହାତୀ ଅଟେ!” ଭିଡିଓ ଖବର ଲେଖା ଯିବା ପର୍ଯ୍ୟନ୍ତ ୪୦ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି।

Leave a Reply

Your email address will not be published. Required fields are marked *