ପ୍ରେମିକର ମୃ-ତ ଶରୀରରୁ ଶୁ-କ୍ରାଣୁ କାଢି ଗର୍ଭ-ବତୀ ହେଲେ ପ୍ରେମିକା। ପୁରା ଘଟଣା ଜାଣିବା ପରେ ଆପଣ ମଧ୍ୟ ସ୍ତବ୍ଧ ହୋଇ ଯିବେ।

ପ୍ରେମ ଅନ୍ଧ ହୋଇଥାଏ ଆପଣ ମାନେ ସମସ୍ତେ ଜାଣିଥିବେ। ପ୍ରେମରେ ପଡିଲା ପରେ ପ୍ରେମିକ ଓ ପ୍ରେମିକା ଦୁହେଁ ପରସ୍ପରକୁ ଚାହାଁନ୍ତି। ନିଜର ବଂଶ ଆଗକୁ ନେବା ପାଇଁ ଅନେକ ସ୍ୱପ୍ନ ଦେଖିଥାନ୍ତି। ହେଲେ ପ୍ରେମ ଏତେ ଅନ୍ଧ ହୋଇଯିବ ଆପଣ କେବେ ଏଭଳି ଖବର ବିଷୟରେ ଜାଣି ନଥିବେ। ତେବେ ଆମେ ଆଜି ଆପଣଙ୍କୁ ପ୍ରେମ ସହ ଜ-ଡିତ ଏକ ଘଟଣା ବିଷୟରେ କହିବାକୁ ଯାଉଛୁ। ପ୍ରେମିକର ମୃ-ତ୍ୟୁ ଘ-ଟିବା ପରେ ମୃ-ତ ଶରୀରରୁ ଶୁ-କ୍ରାଣୁ ନେଇ ପ୍ରେମିକା ଗର୍ଭ-ବତୀ ହୋଇଥିବାର ଏକ ଘଟଣା ସାମ୍ନାକୁ ଆସିଛି।

ପ୍ରଥମେ ଏହି କଥାଟି ଶୁଣିଲେ ବିଶ୍ୱାସ ହେଉନଥିଲେ ମଧ୍ୟ ଏହିପରି ଏକ ଅଜବ ଘ-ଟଣା ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଛି। ଯେଉଁଠାରେ ଜଣେ ପୂର୍ବତନ ଅଲିମ୍ପିଆନ୍ ଆଲେକ୍ସ ପୁଲିନଙ୍କ ମୃ-ତ ଶରୀରରୁ ଶୁ-କ୍ରାଣୁ ନେଇ ପ୍ରେମିକା ଏଲିଡି ଭ୍ଲଗ୍ ଗର୍ଭ-ବତୀ ହୋଇଛନ୍ତି।

ଆଲେକ୍ସ ଅଲମ୍ପିକରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ତେବେ ସେ ଶୀତକାଳୀନ ଅଲିମ୍ପିକ୍ସରେ ସ୍ନୋ ବୋର୍ଡ ପ୍ରତିଯୋଗିତାରେ ଅଷ୍ଟ୍ରେଲିଆ ତରଫରୁ ଖେଳିଥାନ୍ତି। ମୁଖ୍ୟ କଥା ହେଉଛି ୮ ବର୍ଷ ପୂର୍ବେ ଏକ ସଡ଼କ ଦୁର୍ଘ-ଟଣାରେ ତାଙ୍କର ଆକ-ସ୍ମିକ ମୃ-ତ୍ୟୁ ହୋଇଯାଇଥିଲା। ତେବେ ତାଙ୍କର ମୃ-ତ୍ୟୁ ପରେ ପ୍ରେମିକା ଏଲିଡି ଭ୍ଲଗ୍ ଆଲେକ୍ସଙ୍କ ଶରୀରରୁ ଶୁ-କ୍ରାଣୁ କାଢ଼ି ଏହାକୁ ସ୍ପର୍ମ ବ୍ୟାଙ୍କରେ ସୁର-କ୍ଷିତ ରଖିଥିଲେ।

ସୂଚନା ଅନୁସାରେ ଏହି ଘଟ-ଣାର ୮ ବର୍ଷ ପରେ ଏହି ଶୁକ୍ରା-ଣୁକୁ ବ୍ୟବହାର କରି ଏଲିଡି ଗର୍ଭ-ବତୀ ହୋଇଛନ୍ତି। ସେ ନିଜେ ଗର୍ଭ-ବତୀ ହୋଇଥିବାର ଫଟୋ ଇଂଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। କେବଳ ସେତିକି ନୁହେଁ ଅକ୍ଟୋବର ମାସରେ ଶିଶୁଟିକୁ ଜନ୍ମ ଦେବାକୁ ଯାଉଥିବାର ଏଲିଡି କହିଛନ୍ତି।

ଅଷ୍ଟ୍ରେଲିଆରେ ପ୍ରଚଳିତ ନିୟମ ଅନୁସାରେ କୌଣସି ମୃ-ତ ଶରୀରରୁ ୩୬ ଘଣ୍ଟା ମଧ୍ୟରେ ଶୁ-କ୍ରାଣୁ କାଢି ପାରିବ। ତେବେ ଏହି ନିୟମ ଅନୁଯାୟୀ ହିଁ ଆଲେକ୍ସ ପୁଲିନଙ୍କ ମୃ-ତ ଶରୀରରୁ ଶୁ-କ୍ରାଣୁ କଢ଼ାଯାଇ ଦୀର୍ଘ ୮ ବର୍ଷ ଯାଏଁ ଏହାକୁ ସୁର-କ୍ଷିତ ରଖାଯାଇଥିଲା।

Leave a Reply

Your email address will not be published. Required fields are marked *