ବାହାଘର ପରେ ଭିଣୋଇ ସହିତ ଦେଖା କରିବାକୁ ଗଲେ କନିଆଁ, ପୁଣି ଯାହା ହେଲା ଜାଣିବା ପରେ ସ୍ବାମୀ ଭ-ୟରେ କ-ମ୍ପି ଉଠିଲେ

ଖବରକାଗଜ ଏବଂ ଟିଭିରେ ବର୍ତ୍ତମାନ କନିଆଁ ଲୁ-ଟ ବିଷୟରେ ବହୁତ କିଛି ଆସୁଛି କିନ୍ତୁ ପୁଣି ମଧ୍ୟ ଲୋକମାନେ ଏହି ଜା-ଲରେ ଫ-ଶି ଯାଇଥାନ୍ତି। ଏହି ଲୋକମାନେ ବହୁତ ଚାଲା-କର ସହିତ ବାହାଘର ପାଇଁ ଇଛୁକ ବରଙ୍କୁ ଶି-କାର କରିଥାନ୍ତି ଏବଂ ପୁଣି ଟଙ୍କା ଲୁ-ଟି ଫେ-ରାର ହୋଇଯାଇଥାନ୍ତି। ଅବଶ୍ୟ ଏଥିରେ ଲୁ-ଟୀରି କନିଆଁ ବ୍ୟତୀତ ଆହୁରି ମଧ୍ୟ ଅନେକ ସଦସ୍ୟ ସା-ମିଲ ହୋଇଥାନ୍ତି। ମଧ୍ୟପ୍ରଦେଶରେ ମଧ୍ୟ ବର୍ତ୍ତମାନ ଲୁ-ଟେରୀ କନିଆଙ୍କର ଅନେକ ଘ-ଟଣା ଦେଖିବାକୁ ମିଳିଛି। ବର୍ତମାନ ଦମୋହ ଜିଲ୍ଲାର ରନେହର ଏହି ଘଟ-ଣାକୁ ଦେଖି ନିଅନ୍ତୁ।

ଏଠାର ରହେନ ଥା-ନାରେ ଆସୁଥିବା ଗ୍ରାମ ହରଦ୍ବବାନୀରେ ରହୁଥିବା ପୁଷ୍ପେନ୍ଦ୍ରଙ୍କୁ ବହୁତ ଦିନରୁ ବାହାଘର ପାଇଁ କନିଆଁ ମିଳୁନଥିଲେ। ପୁଣି ତାଙ୍କ ବାହାଘର ଧନବନ୍ତରୀ ନଗର ଜବଲପୁରର ପ୍ରୀତି ଶର୍ମାଙ୍କ ସହିତ ସ୍ଥିର ହୋଇଥିଲା। ସୁନ୍ଦର କନିଆଁ ମିଳିବାରୁ ପୁଷ୍ପେନ୍ଦ୍ର ବହୁତ ଖୁସି ହୋଇ ଯାଇଥିଲେ। ପୁଣି ପୁଷ୍ପେନ୍ଦ୍ର ଏବଂ ପ୍ରୀତି ୨୫ନଭେମ୍ବର ୨୦୨୦ରେ ପୂରା ହିନ୍ଦୁ ରିତିରେ ବାହା ହୋଇଥିଲେ।

ଏହି ବାହାଘର କଟନୀର ଏକ ମନ୍ଦିରରେ ହୋଇଥିଲା ଯେଉଁଠାରେ କନିଆଙ୍କ ପକ୍ଷରୁ ସୀମା ଦୁବେ, ରାଜ ଦୁବେ ଏବଂ କୃଷ୍ଣା ଦୁବେ ନାମକ ତିନି ଜଣ ଲୋକ ଉପସ୍ଥିତ ଥିଲେ। ସେହି ତିନିଜଣ ପୁଷ୍ପେନ୍ଦ୍ରଙ୍କ ବାହାଘର ପ୍ରୀତିଙ୍କ ସହିତ କରିଥିଲେ ଏବଂ ଏହା ବଦଳରେ ଦୁଇଲକ୍ଷ ଟଙ୍କା ମଧ୍ୟ ନେଇଥିଲେ। ବାହାଘରର କିଛି ଦିନ ପରେ ପ୍ରୀତି ସ୍ବାମୀଙ୍କୁ କହିଥିଲେ କି ତାଙ୍କ ଭିଣୋଇଙ୍କର ଫୋନ ଆସିଥିଲା। ତାଙ୍କ ଦେହ ହଠାତ ଖରାପ ହୋଇଯାଇଛି। ତାଙ୍କୁ ତୁ-ରନ୍ତ ଯିବାକୁ ପଡ଼ିବ।

ପ୍ରୀତିଙ୍କ କଥା ଅନୁସାରେ ପୁଷ୍ପେନ୍ଦ୍ର ତାଙ୍କୁ ଜବଲପୁର ନେଇ ଯାଇଥିଲେ। ଯେଉଁଠାରେ ସେ ସୀମା ଦୁବେଙ୍କ କହିବା ଅନୁସାରେ ପ୍ରୀତିଙ୍କୁ ଛାଡିଥିଲେ ଏବଂ ନିଜେ ଘରକୁ ଫେରି ଆସିଥିଲେ। ଦିନପରେ ଦିନ ଗଡି ଯାଉଥିଲା କିନ୍ତୁ ପ୍ରିତୀ ଆସିବାର ନାମ ଧରୁନଥିଲେ। ପୁଷ୍ପେନ୍ଦ୍ର ଯେତେବେଳେ ପ୍ରୀତିକୁ ଫୋନ କରିଥିଲେ ତ ତାଙ୍କ ନମ୍ବର ମଧ୍ୟ ବନ୍ଦ ଆସିଥିଲା। ବିରକ୍ତି ହୋଇ ପୁଷ୍ପେନ୍ଦ୍ର ପୁଣି ଜବଲପୁର ପ୍ରୀତିଙ୍କୁ ଦେଖା କରିବାକୁ ଯାଇଥିଲେ ସେ ସେଠାରେ ମଧ୍ୟ ନଥିଲେ।

ଏହାପରେ ପୁଷ୍ପେନ୍ଦ୍ର ବାହା କରିଥିବା ସୀମା ଦୁବେ ଏବଂ ରାଜ ଦୁବେଙ୍କ ସହିତ ଦେଖା କରିବାପାଇଁ ଚେଷ୍ଟା କରିଥିଲେ। ତାଙ୍କୁ ପ୍ରୀତିଙ୍କ ବିଷୟରେ ପଚାରିଥିଲେ। କିନ୍ତୁ ସେମାନେ ପୁଷ୍ପେନ୍ଦ୍ରଙ୍କୁ ଡ-ରାଇ ଧ-ମ-କାଇ ସେଠାରୁ ବାହାର କରିଦେଇଥିଲେ। ପୁଷ୍ପେନ୍ଦ୍ର ମଧ୍ୟ ତାଙ୍କ ଧମ-କରେ ଡ-ରି ଯାଇଥିଲେ ଏବଂ ତାଙ୍କ ଘରକୁ ଫେରି ଆସିଥିଲେ। ପରେ ସେ ଅନ୍ୟ ଲୋକମାନଙ୍କ ଉପଦେଶ ଅନୁସାରେ ରନେହ ଥା-ନା ପୋ-ଲିସରେ ପ୍ରୀତି ଶର୍ମା, ରାଜ, ସୀମା ଏବଂ କୃଷ୍ଣା ଦୁବେଙ୍କ ବି-ରୋ-ଧ-ରେ ଅ-ଭି-ଯୋ-ଗ କରିଥିଲେ।

ପରିଶେଷରେ ପୋ-ଲି-ସ ପୁଷ୍ପେନ୍ଦ୍ରଙ୍କ ଅ-ଭି-ଯୋ-ଗ ଆ-ଧା-ରରେ ତ-ର୍ଜ-ମା କରୁଛନ୍ତି। ଲୁ-ଟେରୀ କନିଆଙ୍କୁ ଖୁବଶିଘ୍ର ଖୋ-ଜି-ବା ପାଇଁ ଚେଷ୍ଟା କରା ଯାଉଛି। ଏମିତିରେ ଆପଣ ବାହାଘର ସ୍ଥିର କରିବା ସମୟରେ ସତର୍କ ରୁହନ୍ତୁ। ବିନା ବୁଝା-ସୁଝାରେ କାହାକୁ ବି ନିଜର କନିଆଁ କରନ୍ତୁ ନାହିଁ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *