ବଡ଼ ହୋଇ ଯାଇଛନ୍ତି କଭୀ ଖୁସୀ କଭୀ ଗମରେ କରୀନାଙ୍କ ପିଲା ଦିନର ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ।,ଏବେ କରିନାଙ୍କ ଠାରୁ ମଧ୍ୟ ବହୁତ ସୁନ୍ଦର ଦେଖା ଯାଉଛନ୍ତି

୧୯ବର୍ଷ ପୂର୍ବରୁ ମୁକ୍ତିଲାଭ ହୋଇଥିବା ସିନେମା କଭୀ ଖୁସୀ କଭୀ ଗମ କେତେ କଳାକାରଙ୍କର କ୍ୟାରିୟର ବନେଇ ଦେଇଥିଲା।କରଣ ଜୌହରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ସିନେମାକୁ ଆଜି ମଧ୍ୟ ବହୁତ ପସନ୍ଦ କରାଯାଉଅଛି।

ସିନେମାରେ କରୀନା କପୂରଙ୍କର ସେହି ନଖରା କରିଥିବା ଝିଅ ଚରିତ୍ରଟି ତ ଆଜି ବି ହସେଇ ଦେଇଥାଏ। ସିନେମାରେ ଅଭିନେତ୍ରୀ ‘ପୁ’ ଚରିତ୍ରରେ ଅଭିନୟ କରିଥିଲେ। କିନ୍ତୁ ଆପଣଙ୍କର ବୋଧହୁଏ ମନେ ଥିବ କି ସେହି ସିନେମାରେ କରୀନାଙ୍କର ପିଲାଦିନର ଚରିତ୍ରକୁ ମଧ୍ୟ ଦର୍ଶା ଯାଇଥିଲା।

ସିନେମାରେ ଅଭିନେତ୍ରୀ ମାଳବିକା ରାଜ ଏକ ଶିଶୁ କଳାକାର ଭାବରେ କାମ କରିଥିଲେ। ସେ ସିନେମାରେ ‘ପୁ’ର ପିଲାଦିନର ଚରିତ୍ରରେ ଅଭିନୟ କରିଥିଲେ। ସେହି ସିନେମାରେ ତାଙ୍କର ଅଭିନୟ ଅବଶ୍ୟ ଛୋଟ ଥିଲା, କିନ୍ତୁ ତାଙ୍କର ସାଦାସିଧା ଅଭିନୟ ଦେଖିବା ଭଳି ହିଁ ଥିଲା।

କିନ୍ତୁ ଏବେ ୧୯ବର୍ଷ ପରେ ସେହି ସାଦାସିଧା ଚେହେରା ହଜି ଯାଇଛି। ଏବେ ମାଳବିକାଙ୍କ ନଜର, ତାଙ୍କ ଶୈଳୀ, ସବୁକିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଅଟେ। ନିଜକୁ ପ୍ରସିଦ୍ଧି ଠାରୁ ଦୂରେଇ ରଖିଥିବା ମାଳବିକା ଏବେ ନିଜର ଜଲବା ପ୍ରଦର୍ଶନ କରିବା ପାଇଁ ପ୍ରସ୍ତୁତ ହେବାର ଦେଖା ଯାଉଛି।

ସେ ଖୁବ ଶୀଘ୍ର ସିନେମା ସ୍କ୍ରାଡରେ ନଜର ଆସିବାକୁ ଯାଉଛନ୍ତି। ସିନେମାକୁ ନେଇ ମାଳବିକା ନିଜର ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛନ୍ତି।ଶୋଶିଆଲ ମିଡ଼ିଆରେ ଅଭିନେତ୍ରୀ କିଛିଦିନ ପୂର୍ବରୁ ନିଜର ପ୍ରଥମ ଲୁକ ଶେୟାର କରିଥିଲେ।

ହାତରେ ବନ୍ଧୁକ ଧରିଥିବା ମାଳବିକାଙ୍କ ଷ୍ଟାଇଲ ଦେଖିବା ଭଳି ହିଁ ଥିଲା। ତାଙ୍କୁ ଦେଖିବା ପରେ ଏହା କୁହାଯାଇ ପାରିବନାହିଁ କି କେତେବେଳେ ସିଏ କଭୀ ଖୁସୀ କଭୀ ଗମରେ ଏମିତି ବି କିଛି ଚରିତ୍ରରେ ଅଭିନୟ କରିଥିଲେ।

ମାଳବିକା ରାଜ ଶୋଶିଆଲ ମିଡ଼ିଆରେ ବହୁତ ଏକ୍ଟିଭ ରୁହନ୍ତି। ତାଙ୍କର ଇନଷ୍ଟା ଏକାଉଣ୍ଟ ଜଣାଇଥାଏ କି ସେ ନିଜେ ତ ବହୁତ କିଛି ଶେୟାର କରିଥାନ୍ତି, ସେଠାରେ ତାଙ୍କ ଫ୍ୟାନ୍ସ ମଧ୍ୟ ତାଙ୍କର ପ୍ରତ୍ୟେକ ଫଟୋକୁ ଭାଇରାଲ କରି ଦେଇଥାନ୍ତି।

ଏବେ ୧୯ବର୍ଷ ପରେ ମଧ୍ୟ ତାଙ୍କର ସେହି ଜଲବା ସଫଳତାର ସହ ରହୁଛି ନା ନାହିଁ,ଏହା ତାଙ୍କ ସିନେମା ଦେଖିବା ପରେ ହିଁ ସମସ୍ତଙ୍କୁ ଜଣା ପଡିଯିବ।ଏବେ ପର୍ଯ୍ୟନ୍ତ ଫ୍ୟାନ୍ସମାନେ କେବଳ ମାଳବାକାଙ୍କ ବୋଲ୍ଡ ରୂପକୁ ଦେଖି ଉତ୍ସାହିତ ହୋଇ ରହି ଯାଇଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *