ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକ, ଲୋକମାନେ କହିଲେ- କେଉଁଆଡେ ନିଖୋଜ ହୋଇଯାଇଛି ଛୁଆଟିର ଅଧା ଶରୀର

ଏହି ଫଟୋକୁ Reddit ୟୁଜର MK24ever ସେୟାର କରିଛନ୍ତି। ସେ କ୍ୟାପଶନରେ ଲେଖିଛନ୍ତି, ‘ମୋ ଝିଅ, କିନ୍ତୁ ତାଙ୍କର ବାକି ଶରୀର କେଉଁଠାରେ ଅଛି? ଓହୋଃ… ମୁଁ ଦେଖି ପାରୁଛି, କଣ ଆପଣ ମଧ୍ୟ ଦେଖିବେ? ବାସ୍ତବରେ ଏହି ଫଟୋକୁ ଦେଖିବା ପରେ ସମସ୍ତଙ୍କର ମୁଣ୍ଡ ମଧ୍ୟ ବୁଲେଇ ଯିବ।

ସୋସିଆଲ ମିଡିଆରେ ପ୍ରତିଦିନ କୈାଣସି ନା କୈାଣସି ଫଟୋ ଏମିତି ଆସି ହିଁ ଯାଇଥାଏ, ଯାହାକୁ ଦେଖି ଲୋକମାନଙ୍କର ମୁଣ୍ଡ ବୁଲେଇ ଯାଇଥାଏ। ବର୍ତମାନ ଗୋଟିଏ ଏମିତି ଫଟୋ ଲୋକମାନଙ୍କ ଜୀବନରେ ଜଞ୍ଜାଳ ହୋଇଯାଇଛି। ଏହି କାରଣରୁ ଯେଉଁ ବି ବ୍ୟକ୍ତି ଏହି ଫଟୋକୁ ଦେଖୁଛନ୍ତି, ସେ ନିଜର ଚତୁର ବୁଦ୍ଧି ସାହାଯ୍ୟରେ ଏହାର ରହସ୍ୟ ବିଷୟରେ ଜାଣିବାପାଇଁ ଚେଷ୍ଟାରେ ଲାଗି ପଡିଛନ୍ତି। ସୋସିଆଲ ମିଡିଆରେ ଜୋରରେ ଭାଇରାଲ ହେଉଥିବା ଏହି ଫଟୋ ସମସ୍ତଙ୍କର ମୁଣ୍ଡକୁ ବୁଲାଇ ଦେବ।

ସୋସିଆଲ ମିଡିଆରେ ଯେଉଁ ଫଟୋ ମୁଖ୍ୟ ଖବର ପାଲଟିଛି, ସେଥିରେ ଗୋଟିଏ ଛୁଆ ଦେଖାଯାଉଛି। ଏହି ଫଟୋ ଲୋକମାନଙ୍କୁ ଦ୍ଵନ୍ଦରେ ପକାଇ ଦେଇଛି, କାରଣ ଏହାକୁ ଦେଖି ଏମିତି ଲାଗୁଛି କି ଛୁଆଟି କୈାଣସି ଗାତରେ ରହିଛି।କିନ୍ତୁ ଏହି ଫଟୋର ବାସ୍ତବତା ଅନ୍ୟ କିଛି ହିଁ ଅଟେ। ଏହି କାରଣରୁ ସୋସିଆଲ ମିଡିଆର ଅନେକ ପ୍ଲାଟଫର୍ମରେ ଏହି ଫଟୋ ବହୁତ ସେୟାର ହେଉଛି ଏବଂ ଲୋକମାନେ ଏହି ଫଟୋର ରହସ୍ୟକୁ ଖୋଜିବା ପାଇଁ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ନିଜ ମୁଣ୍ଡର ଘୋଡାକୁ ଦୌ-ଡାଉଛନ୍ତି।

ଏହି ଫଟୋକୁ Reddit ୟୁଜର MK24ever ସେୟାର କରିଛନ୍ତି। ସେ କ୍ୟାପଶନରେ ଲେଖିଛନ୍ତି, ‘ମୋ ଝିଅ, କିନ୍ତୁ ତାଙ୍କର ବାକି ଶରୀର କେଉଁଠାରେ ଅଛି? ଓହୋଃ… ମୁଁ ଦେଖି ପାରୁଛି, କଣ ଆପଣ ମଧ୍ୟ ଦେଖିବେ? ବାସ୍ତବରେ ଏହି ଫଟୋକୁ ଦେଖିବା ପରେ ସମସ୍ତଙ୍କର ମୁଣ୍ଡ ମଧ୍ୟ ବୁଲେଇ ଯିବ।ଫଳ ସ୍ୱରୂପ ଯେମିତି ହିଁ ଫଟୋ ସେୟାର କରାଯାଇଛି ସେମିତି ହିଁ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଯାହାପରେ ୟୁଜର୍ସ ଏହା ଜାଣିବା ପାଇଁ ଚେଷ୍ଟା କରୁଛନ୍ତି କି ବାସ୍ତବରେ ଛୁଆଟିର ବାକି ଶରୀର କେଉଁଠାରେ ରହିଛି?

ଏହାପରେ ଏହି ଫଟୋକୁ @TimKietzmann ସେୟାର କରିବା ସମୟରେ ଲେଖିଛନ୍ତି, ‘ଏହାକୁ ଫଟୋଶପ କରାଯାଇ ନାହିଁ।’ ବାସ୍ତବରେ ଏହି କମାଲ ଫଟୋଗ୍ରାଫରଙ୍କର ଅଟେ ସେ ଫଟୋକୁ ଏମିତି ଉଠାଇଛନ୍ତି କି ଯିଏ ମଧ୍ୟ ଏହାକୁ ଦେଖିବ ସେ ଆଶ୍ଚର୍ଯ୍ୟ ନିଶ୍ଚିତ ଭାବରେ ହୋଇଯିବ। ହେଲେ, ଟୁଇଟର ୟୁଜର @bioinfolucas ଫଟୋଶପ ମାଧ୍ୟମରେ ଏହି ଫଟୋର ବାସ୍ତବତା ବିଷୟରେ ଜଣାଇଛନ୍ତି। ବାସ୍ତବରେ ଛୁଆଟିର ଅଧା ଶରୀରକୁ ଗୋଟିଏ କାନ୍ଥ କଭର କରି ରଖିଛି, ଏଥିପାଇଁ ଲୋକମାନେ ଫଟୋକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

Leave a Reply

Your email address will not be published. Required fields are marked *