କ’ଣ ଭାଙ୍ଗି ଯିବ ବାଦଶାହଙ୍କ ବିବାହ? କିଛି ଦିନ ଠାରୁ ଅଲଗା ରହୁଛନ୍ତି ନିଜ ସ୍ତ୍ରୀ ଜସମିନଙ୍କ ଠାରୁ

ବଲିଉଡ୍ର ପ୍ଲେବ୍ୟାକ ସିଙ୍ଗର ଏବଂ ରୈପର ବାଦଶାହଙ୍କ ବିବାହକୁ ନେଇ କେତେ ପ୍ରକାର କଥା ଉଠୁଛି। କୁହାଯାଉଛିକି ବାଦଶାହଙ୍କ ସ୍ତ୍ରୀ ଜସମିନ ପଞ୍ଜାବରେ ରହୁଛନ୍ତି ଏବଂ ଗତ କିଛି ମାସ ହେବ ଦୁଇ ଜଣ ଦେଖା କରୁନାହାଁନ୍ତି।

ପ୍ଲେବ୍ୟାକ ସିଙ୍ଗର ଏବଂ ରୈପର ବାଦଶାହଙ୍କ ପର୍ସନାଲ ଲାଇଫିରେ କିଛି ଠିକ୍ ଚାଲୁ ନାହିଁ। ସେ ତାଙ୍କର ସ୍ତ୍ରୀ ଜସମିନଙ୍କ ସହିତ କିଛି ମାସ ହେବ ରହୁ ନାହାଁନ୍ତି। କେତେ ଲୋକ କହୁଛନ୍ତି କି ସେମାନେ ଅଲଗା ହୋଇ ଯାଇଛନ୍ତି। ଅନ୍ୟ କେତେ ଜଣ ଏହାର କାରଣ ଲକଡାଉନ ବୋଲି କହୁଛନ୍ତି। ଯେଉଁ ତଥ୍ୟ ମିଳିଛି ତା ଅନୁସାରେ ଜସମିନ ଲକଡାଉନ ପାଇଁ ପଞ୍ଜାବରେ ଏବଂ ବାଦଶାହା ମୁମ୍ବାଇରେ ରହିଛନ୍ତି।

କୁହାଯାଉଛି କି ଦୁଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଛି ବୋଲି ଏବଂ ପରେ ଏହା ଠିକ୍ ହୋଇଯିବ। ପ୍ରତ୍ୟକ ଦମ୍ପତି ଏପରି ଝଗଡା କରିଥାନ୍ତି। ଏହି ଘଟଣାରେ ବାଦଶାହ କୌଣସି ରୈକଶନ ଦେଇ ନାହାଁନ୍ତି। ଯେମିତିକି ଆମେ ଜାଣିଛୁକି ସେ ବହୁତ ର୍ପସନା୍ଲ ମଣିଷ ଅଟନ୍ତି ଏବଂ ମିଡିଆ ସାମ୍ମନାରେ ସେ ନିଜର ପର୍ସନାଲ କଥା କହି ନଥାନ୍ତି।

ବାଦଶାହଙ୍କ ଝିଅ

ବାଦଶାହ ଏବଂ ଜସମିନ ୨୦୧୫ରେ ବିବାହ କରିଥିଲେ। ଦୁଇ ଜଣଙ୍କର ଗୋଟିଏ ଝିଅ ଅଛି ଜେସେମି ଗ୍ରେସ ମସିହ ସିଂହ ନାମରେ, ଯାହାର ଜନ୍ମ ୧୧ ଜାନୁଆରୀ ୨୦୧୭ରେ ହୋଇଥିଲା। ଗତ ବର୍ଷ ବାଦଶାହ ବଲିଉଡ୍ ଫିଲ୍ମ ‘ଖାନଦାନୀ ଶଫାଖାନ’ ଭଲ ଆକ୍ଟିଙ୍ଗ୍ ଡେବ୍ୟୁ କରିଥିଲେ। ଏହି ଫିଲ୍ମର ପ୍ରମୋଶନରେ ସେ କହିଥିଲେକି ତାଙ୍କର ଗୋଟିଏ ଝିଅ ଅଛି ଏବଂ ସେ ନିଜେ ତାଙ୍କୁ ଏଡଲ୍ଟ ଏଜୁକେଶନ ବିଷୟରେ କହିବେ। ଏହି ଫିଲ୍ମ ଏଡଲ୍ଡ ଏଜୁକେଶନ ଉପରେ ଆଧାରିତ ଅଟେ।

୨୦୦୬ରେ ରଖିଥିଲେ ମ୍ୟୁଜିକ ଦୁନିଆରେ ପାଦ

ବାଦଶାହ ‘ କୂଲ ଇକ୍ବଲ ‘ ନାମରେ ମ୍ୟୁଜିକ ଦୁନିଆରେ ପାଦ ରଖିଥିଲେ କିନ୍ତୁ ପରେ ସେ ନିଜର ନାମ ବାଦଶାହ ରଖିଥିଲେ। ସେ ୨୦୦୬ ମସିହାରେ ୟୋ ୟୋ ହନି ସିଂହଙ୍କ ସହିତ ମାଫିଆ ମନ୍ଦୀର ରେ ନିଜର କାରିଅର ଆରମ୍ଭ କରିଥିଲେ। ୨୦୧୨ରେ ଗ୍ରୁପରୁ ଅଲଗା ହେବାପରେ ବାଦଶାହାଙ୍କ ଅଲଗା ପରିଚୟ ମିଳିଲା। ସେ ହରିଆଣା ସଙ୍ଗ ‘କର ଗଈ ଚୁଲ ‘ ଗାଈ ଥିଲେ ଯେଉଁ ବର୍ଷ ୨୦୧୬ରେ ବଲିଉଡ ଫିଲ୍ମ କପୁର ଆଣ୍ଡ ସନ୍ସରେ ଆଡ୍ପଟ କରାଗଲେ। ଏହାପରେ ସେ କେବେବି ପଛକୁ ବୁଲି ଦେଖି ନାହାଁନ୍ତି ଏବଂ ବଲିଉଡରେ କେତେକ ଗୀତ ଗାଈ ସାରିଛନ୍ତି।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *