କେବେ ସୁନାର ବର୍ଗର ଖାଇଛନ୍ତି? ଗୋଟିଏ ପାଇଁ ଦେବାକୁ ହେବ 5000 ଟଙ୍କା

ଫାଷ୍ଟ ଫୁଡ ମଧ୍ୟରୁ ବର୍ଗର ହେଉଛି ଲୋକମାନଙ୍କର ପ୍ରଥମ ପସନ୍ଦରୁ ଗୋଟେ ଏବଂ ଭାରତରେ ଲୋକମାନେ ଏହାର ଦିଓ୍ବାନା ଅଟନ୍ତି। ଏଠାରେ ଆପଣଙ୍କୁ ଦଶ ଟଙ୍କାରୁ ୫୦୦ ଟଙ୍କା ପର୍ଯ୍ୟନ୍ତର ବର୍ଗର ମିଳିଯିବ, କିନ୍ତୁ ଆପଣ କେବେ ୪୩୦୦ ଟଙ୍କାର ବର୍ଗର ଖାଇଛନ୍ତି? ହୁଏତ ଆପଣଙ୍କ ଜବାବ ହେବ ନାଁ ଏବଂ ଆପଣ ଭାବୁଥିବେ କି କେଉଁଠି ସାଢେ ଚାରି ହଜାର ଟଙ୍କାର ବର୍ଗର ମିଳୁଛି ଏବଂ ଏହାର ଖାସ କାରଣ କ’ଣ। ଆସନ୍ତୁ ଆପଣଙ୍କୁ କହୁଛୁ।

ଆମେରିକାର ଏକ ରେଷ୍ଟୁରାଣ୍ଟରେ ମହଙ୍ଗା ବର୍ଗର ମିଳେ ଯାହାର ମୂଲ୍ୟ ୫୯ ଆମେରିକା ଡଲାର ବା ୪୩୩୦ ଟଙ୍କା ଅଟେ। ଏହି ବର୍ଗର ମହତ୍ବ ହେଉଛି ଏହାକୁ ସୁନାରେ କାମ କରା ଯାଇଥାଏ ଏବଂ ଗ୍ରାହକ ମାନଙ୍କୁ ଆକର୍ଷିତ କରିବା ପାଇଁ ଏହାର ନାମ ୨୪ କ୍ୟାରେଟ ବର୍ଗର ରଖାଯାଇଛି। କହିଦେଉଛୁ କି ସୁନାର ସୁଦ୍ଧତା ମାପିବାର ସ୍କେଲ ରହିଥାଏ।

କଲମ୍ବିଆର ଏକ ରେଷ୍ଟୁରାଣ୍ଟରେ ଏହି ବର୍ଗର ବିକ୍ରି କରାଯାଉଛି। ସାଉଥ ଚାଇନା ମର୍ନୀଙ୍ଗ ପୋଷ୍ଟର ରିର୍ପୋଟ ଅନୁସାରେ କଲମ୍ବିଆର ବୋଗୋଟାରେ ଏକ ରେଷ୍ଟୁରାଣ୍ଟ ଦୁନିଆର ମନ ପସନ୍ଦର ଖାଦ୍ୟ ପଦାର୍ଥର ବହୁତ ଭଲ ବ୍ୟଞ୍ଜନରେ ବଦଳେଇ ଦେଇଛି। ଗ୍ରାହକ ମାନଙ୍କୁ ଆକର୍ଷିତ କରିବା ପାଇଁ ରେଷ୍ଟୁରାଣ୍ଟ ୨୪ କ୍ୟାରେଟର ବର୍ଗର ଦେଉଛି।

କୋରୋନା ଭାଇରସ ମହାମାରୀ ପାଇଁ ରେଷ୍ଟୁରାଣ୍ଟ ଉଦ୍ୟୋଗକୁ ବହୁତ ବଡ ଝଟକା ଲାଗିଥିଲା , ସାରା ଦୁନିଆର ରେଷ୍ଟୁରାଣ୍ଟ ବର୍ତ୍ତମାନ ବହୁତ କ୍ଷତି ସହୁଛି , କେତେକ ବନ୍ଦ ହୋଇ ଗଲାଣି ଏବଂ ଆଉ କେତେକ ଙ୍କର କ୍ଷତି ହେଉଛି। ସାର୍ବଜନିକ ସମାରୋହରେ ପ୍ରତିବନ୍ଧ ଡାଇନ- ଇନ -ରେଷ୍ଟୁରାଣ୍ଟକୁ କେବଳ ଡେଲିଭରି ଆଉଟଲେଟରେ ବଦଳେଇ ଦେଇଛି।

ସାଉଥ ଚାଇନା ମର୍ନୀଙ୍ଗ ଅନୁସାରେ ରେଷ୍ଟୁରାଣ୍ଟର ସେଫ ମେରିଆ ପାଉଲା କହିଛନ୍ତି କି ରେଷ୍ଟୁରାଣ୍ଟରେ ବର୍ଗରକୁ ପ୍ରଥମେ ସୁନା ବର୍ଗରକୁ ପ୍ଲାଷ୍ଟିକରେ ପ୍ୟାକ କରାଯାଏ ଏବଂ ତାପରେ ସୁନାର ସ୍ତର ଚଢାଯାଏ। ପାଉଲା ଏହି ବର୍ଗରକୁ ଭନେଇବାର ସାବଧାନପୂର୍ବକ ପ୍ରକ୍ରିୟା କହିଛନ୍ତି । ସେ କହିଛନ୍ତି ଏହା ଆପଣଙ୍କର କ୍ଷତି କରିଥାଏ ଯଦି ଏହା ଆପଣଙ୍କ ଆଙ୍ଗୁଠିରେ ଲାଗିଯାଏ ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *