କୁକୁର ସାମ୍ନାରେ ‘Laptop’ରେ ଜୋରରେ ଟାଇପିଙ୍ଗ କରୁଥିଲେ ବ୍ୟକ୍ତି, ପୁଣି କୁକୁର କରିଲା କିଛି ଏମିତି… ଦେଖନ୍ତୁ ମଜାଦାର Video

ଗୋଟିଏ ସୁନ୍ଦର କୁକୁରର କ୍ୟୁଟ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି, ଯାହା ଯେକୌଣସି ଲୋକଙ୍କର ହୃଦୟକୁ ଜିତି ନେଇଛି। ଏହି ଭିଡିଓରେ ଗୋଟିଏ ସୁନ୍ଦର କୁକୁର ଲ୍ୟାପଟପରେ ଟାଇପିଙ୍ଗ କରୁଥିବାର ଦେଖାଯାଇଛି।

ସୋସିଆଲ ମିଡିଆରେ କୁକୁରମାନଙ୍କର ଭିଡିଓ ବୋଧହୁଏ ଭାଇ-ରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆମେ ଖୁସି ହୋଇଥାଉ। କିଛି ଭିଡିଓ ତ ଏତେ ସୁନ୍ଦର ହୋଇଥାଏ କି ଆମ ହୃଦୟକୁ ଜିତି ନେଇଥାଏ। ଲୋକମାନେ କୁକୁରକୁ ବହୁତ ଭଲ ପାଇଥାନ୍ତି ଏବଂ ଏହି କାରଣରୁ ଅଧିକାଂଶ ଲୋକ ନିଜ ଘରେ କୁକୁର ନିଶ୍ଚିତ ପାଳିଥାନ୍ତି। କିଛି ଲୋକ ତ ନିଜ କୁକୁରକୁ ଏତେ କିଛି ଶିଖେଇ ଦେଇଥାନ୍ତି କି ଆମେ ତାଙ୍କ ହରକତକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥାଉ। ଅନେକ ଥର ତ କୁକୁର ମଧ୍ୟ ନିଜ ମାଲିକଙ୍କୁ ଏତେ ଭଲ ପାଇବାକୁ ଲାଗିଥାନ୍ତି ଯେ ତାଙ୍କୁ ଦେଖିଦେଖି ବହୁତ କିଛି ଶିଖି ଯାଇଥାନ୍ତି। ବର୍ତମାନ ଗୋଟିଏ ସୁନ୍ଦର କୁକୁରର କ୍ୟୁଟ ଭିଡିଓ ସୋସିଆଲ ମିଡ଼ିଆରେ ଭାଇ-ରାଲ ହେଉଛି, ଯାହା ଯେକୌଣସି ଲୋକଙ୍କର ହୃଦୟକୁ ଜିତି ନେଇଛି।

ଏହି ଭିଡିଓରେ ଗୋଟିଏ ସୁନ୍ଦର କୁକୁର ଲ୍ୟାପଟପରେ ଟାଇପିଙ୍ଗ କରୁଥିବାର ନଜର ଆସିଛି। ତାର ଟାଇପିଙ୍ଗ କରିବାର ଶୈଳୀକୁ ଦେଖି ଯେ କେହି ଖୁସି ହେବାକୁ ଲାଗିଛନ୍ତି ଏବଂ ଭିଡିଓରେ ମଜାଦାର କମେଣ୍ଟ ମଧ୍ୟ କରିବାକୁ ଲାଗିଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଆଇପିଏସ ଅଫିସର ଦୀପାଂଶୁ କାବରା ଶେୟାର କରିଛନ୍ତି। ସେ ଏହି ଭିଡିଓ ଜଣେ ଅନ୍ୟ ଆଇପିଏସ ଅଫିସର @IPSVijRKଙ୍କୁ ଟ୍ୟାଗ କରିବା ସମୟରେ କମେଣ୍ଟରେ ଲେଖିଛନ୍ତି, ‘ସାର ତାକୁ ନିଜ କାଗଜପତ୍ରକୁ ଶୀଘ୍ର ଟାଇପିଙ୍ଗ କରିବା ପାଇଁ କହିଛନ୍ତି।’

ସୋସିଆଲ ମିଡିଆରେ ଏହି ଭିଡିଓ ଲୋକମାନଙ୍କୁ ବହୁତ ପସନ୍ଦ ଆସୁଛି। ଆପଣ ନିଜେ ଦେଖନ୍ତୁ କେମିତି ଭିଡିଓରେ କୁକୁର ନକଲି ଲ୍ୟାପଟପରେ ଦ୍ରୁତ ଗତିରେ ନରହି ଟାଇପିଙ୍ଗ କରିବାରେ ଲାଗିଛି। ଯାହାକୁ ଦେଖି ସମସ୍ତଙ୍କୁ ବହୁତ ମଜା ଲାଗୁଛି। ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ୬୦ହଜାରରୁ ଅଧିକ ଥର ଦେଖା ଯାଇ ସାରିଛି ଏବଂ ଲୋକମାନେ ଏହା ଉପରେ ମଜାଦାର କମେଣ୍ଟ ମଧ୍ୟ କରୁଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *