ଖୋଜାଚାଲି ଥିବା ମହିଳାଙ୍କ କଟା-ମୁଣ୍ଡ ଦୀର୍ଘ ୭ ଦିନ ପରେ ଆଜି ପୋ-ଲି-ସକୁ ମିଳିଛି, କେଉଁଠୁ ଓ କିପରି ଆସନ୍ତୁ ଜାଣିବା

ପୁର୍ବରୁ ଖୋଜା ଚାଲିଥିବା ଚନ୍ଦକା ଦାସ ପୁରର ମହିଳାଙ୍କ କ-ଟା ମୁ-ଣ୍ଡ-କୁ ଆଜି ଠାବ କରି ପୋ-ଲିସ ନିଜର ସଫଳତା ହାସଲ କରିଛି। ପୋ-ଲିସ କୁ କ-ଟା ମୁ-ଣ୍ଡଟି ଚନ୍ଦକା ଦାସ ପୁରରୁ ପ୍ରାୟ ୨ କିଲୋମିଟର ଦୂରରେ ଅବସ୍ଥିତ ଭରତ ପୁର ଫରେଷ୍ଟ ରିଜର୍ଭ ଜଙ୍ଗଲରୁ ମିଳିଥିଲା। ଏହି କ-ଟା ମୁ-ଣ୍ଡକୁ ଦେଖି ପୋ-ଲିସ ମହିଳାଙ୍କର ପରିଚୟ ପ୍ରାପ୍ତ କରିଛି।

କମିଶ-ନରେଟ ପୋ-ଲି-ସ ଙ୍କ ପକ୍ଷରୁ ସୂ-ଚନା ମୁତା-ବକ, ୨ ଜଣ ଅଭି-ଯୁକ୍ତଙ୍କୁ ଅଟକ କରାଯାଇଥିଲା। ସେହି ୨ ଜଣ ଘଟଣା ସ୍ଥଳର ସିନ ରିକ୍ରିଏସନ କରିଥିଲେ। ଯାହା ଦ୍ୱାରା କି ପୋ-ଲିସକୁ ମୃ-ତ ଶରୀର ର କ-ଟା-ମୁ-ଣ୍ଡ ମିଳିଥିଲା। ଯାହା ଘ-ଟ-ଣା ସ୍ଥଳ ରୁ ପ୍ରାୟ ୨ କିଲୋମିଟର ଦୂରରେ ଥିବା ଭରତ ପୁର ଜଙ୍ଗଲ ରୁ ମିଳିଥିଲା।

ପୋ-ଲି-ସ କୁ ପ୍ରଥମେ ମୁଣ୍ଡ ବିହୀନ ଶ-ବ ମିଳିଥିଲା, ଭୁବନେଶ୍ୱର ର ଉପକଣ୍ଠ ଚନ୍ଦକା ଦାସପୁର ସଡ଼କ ଉପରୁ ଫେବ୍ରୁଆରୀ ୪ ତାରିଖରେ। ୭ ଦିନ ପରେ ଆଜି ପୋ-ଲି-ସଙ୍କୁ କ-ଟା ମୁ-ଣ୍ଡ ଭରତ ପୁର ଜଙ୍ଗଲରୁ ମିଳିଛି। ପୋ-ଲି-ସ ସେହି ମୁ-ଣ୍ଡକୁ ଦେଖି ମହିଳାଙ୍କ ପରିଚୟ ପ୍ରାପ୍ତ କରିଥିଲେ। ଏହା ପରେ ସେ ମହିଳାଙ୍କ ପରିବାର ଜନଙ୍କୁ ସୂଚନା ଜଣାଇଥିଲେ। କିଛି ସମୟ ପରେ ପରିବାର ଲୋକ ଝିଅକୁ ଚିନ୍ହି ଦୁଃଖ ପ୍ରକାଶ କରିଛନ୍ତି।

ସେହି ୨ ଅଭିଯୁକ୍ତ କିଏ, ସେ ବିଷୟ ରେ ପୋ-ଲିସ କିଛି କହି ନାହିଁ। କମିଶନରେଟ ପୋ-ଲିସ ଙ୍କ ପକ୍ଷରୁ ଆହୁରି ଏହି ଘ-ଟ-ଣା ବିଷୟରେ ତ-ର୍ଜ-ମା କରିବେ ବୋଲି କହିଛନ୍ତି। ସେହି ୨ ଜଣଙ୍କ ମଧ୍ୟରୁ ଜଣେ ମହିଳାଙ୍କ ଘରର ମାଲିକ ବୋଲି ଜଣା ପଡ଼ିଛି।

ମହିଳାଜଣକ ପାତ୍ରପଢ଼ା ର ଫୁଲେଶ୍ୱରୀ ରେ ନିବାସୀ ଥିଲେ। ତାଙ୍କୁ ପ୍ରଥମେ ଓଢଣୀ ସାହାଯ୍ୟରେ ହ-ତ୍ୟା କରାଯାଇଥିଲା। ତାହା ପରେ ତାଙ୍କୁ ଘ-ଟ-ଣା ସ୍ଥ-ଳକୁ ନେଇଯାଇ ଏକ ଧା-ରୁ-ଆ ଅ-ସ୍ତ୍ର ରେ ମୁ-ଣ୍ଡ କା-ଟି ଦେଇଥିଲେ। ଏବଂ ସେହି କ-ଟା ମୁ-ଣ୍ଡ-କୁ ସେଠାରୁ ୨ କିଲୋମିଟର ଦୂରରେ ଭରତ ପୁର ରିଜର୍ଭ ଫରେଷ୍ଟ ର ପାଚେରୀ ପାଖରେ ଫିଙ୍ଗିଦେଇ ସେଠାରୁ ପଳାୟନ କରିଥିଲେ ଅଭି-ଯୁକ୍ତ। ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ସୂ-ଚ-ନା ପାଇ ପୋ-ଲି-ସ ଘ-ଟ-ଣା ସ୍ଥ-ଳକୁ ଆସିଥିଲା।

ପୋ-ଲି-ସ ଆଜି ତାର ପ୍ରୟାସ ରେ ସଫଳତା ହାସଲ କରିଛି। ସେହି ମହିଳା ଶ-ବ-ର କ-ଟା-ମୁ-ଣ୍ଡକୁ ପାଇବା ପାଇଁ ପୋ-ଲିସ ବିଭିନ୍ନ ଉଦ୍ୟମ କରିଛି। ଯଥା ମହିଳାଙ୍କ ସୂଚନା ମିଳିଲେ ପୁରସ୍କାର ମିଳିବ, ଭୁବନେଶ୍ୱର ଓ ନିକଟରେ ଥିବା ସମସ୍ତ ପୋଲିସ ଅଫିସର ଙ୍କୁ ସୂଚନା ଦେବା, ୫ ଜଣିଆ ଟିମ କରି ଖୋ-ଜା ଖୋ-ଜି କରିବା, ମୁ-ଣ୍ଡ-ହୀ-ନ ଶ-ବ ର ପୋଷ୍ଟର ମାରିବା, NCRB ପକ୍ଷରୁ ଫି-ଙ୍ଗର ପ୍ରିଣ୍ଟ ବାହାର କରିବା ଆଦି ଯେତେ ସମ୍ଭବ ତାହା ପ୍ରୟାସ କରିଥିଲା। NCRB ପକ୍ଷରୁ ଏହା ସୂ-ଚନା ଆସିଥିଲା କି ପୂର୍ବରୁ ମହିଳାଙ୍କ ର ତ-ଥ୍ୟ ଥିଲେ ପରିଚୟ ମିଳିପାରିବ। ଏହି ସୂଚନା ଗତ କାଲି ରାତିରେ ଡିସିପି ଉମାଶାଙ୍କର ଦାସ ଙ୍କୁ ସୂଚନା ମିଳିଥିଲା।

ସମସ୍ତ ଦିଗରୁ ବିଫଳ ହେବା ପରେ ପୋ-ଲି-ସ ଆଜି କାବୁ କରିଥିବା ୨ ଜଣ ଅ-ଭି-ଯୁ-କ୍ତ-ଙ୍କ ଦ୍ୱାରା ସଫଳତା ହାସଲ କରିଥିଲେ। ସେମାନେ ଭ-ୟ-ରେ ସବୁ ସ-ତ କଥା କହିଦେଇ ଥିଲେ।

Leave a Reply

Your email address will not be published. Required fields are marked *