” ହିଚକି ” ଆକ୍ଟ୍ରେସଙ୍କ ନିଧନ, ମା’ଙ୍କ ଦିଆ ଯାଇଥିବା କିଡନୀରେ ମଧ୍ୟ ବଞ୍ଚି ପରିଲାନି ଜୀବନ

ରାନୀ ମୁଖାର୍ଜୀଙ୍କ ହିଚକି ଫିଲ୍ମରେ କାମ କରିଥିବା ଆକ୍ଟ୍ରେସ ଲୀନା ଆଚର୍ଯ୍ୟ ଙ୍କର ୨୧ ନଭେମ୍ବରକୁ ନିଧନ ହୋଇଛି। ତାଙ୍କର ନିଧନ ଦିଲ୍ଲୀରେ କିଡନୀ ଫେଲ ହୋଇଯିବା କାରଣରୁ ହୋଇଛି। ମିଡିଆ ରିର୍ପୋଟରେ କୁହାଯାଉଛି କି ସେ ପାଖାପାଖି ଦେଢ ବର୍ଷ ହେବ କିଡନୀ ରୋଗରେ ପିଡିତ ଥିଲେ। କୁହାଯାଉଛି କି କିଛି ଦିନ ପୂର୍ବେ ତାଙ୍କ ମା ତାଙ୍କୁ ନିଜ କିଡନୀ ଡୋନେଟ କରିଥିଲେ। କିନ୍ତୁ ଏହାପରେ ମଧ୍ୟ ତାଙ୍କ ଜୀବନ ବଞ୍ଚି ପାରିଲାନି। ଲୀନା ଟିଭି ସୋଜ ଏବଂ ଫିଲ୍ମରେ କାମ କରିସାରିଛନ୍ତି।

ଲୀନା ଆଚର୍ଯ୍ୟ ‘ ସେଠ ଜୀ ‘ ଆପକେ ଆଯାନେ ସେ, ମେରି ହାନିକାରକ ବିବି ପରି କେତେକ ସୋରେ କାମ କରିସାରିଛନ୍ତି। ଏହା ବ୍ୟତିତ ସେ ଫିଲ୍ମ ହିଚକି ଏବଂ କିଛି ଓ୍ବେବ ସିିରିଜର ମଧ୍ୟ କାମ କରି ସାରିଛନ୍ତି।

ଉପାସନା ଆଗକୁ କହିଛନ୍ତି କି ସେ ଏକ ମହାରାଷ୍ଟ୍ରିୟ ଗଣେଶ ରାଓ ଙ୍କର ଭୂମିକା କରୁଥିଲେ। ସେ ତାଙ୍କୁ ମାଙ୍କ ଜାଗାରେ ମାଈ କହୁଥିଲେ। ଦୁଇ ଜଣ ବହୁତ ଭଲ ସମ୍ପର୍କର ସେୟାର କରିଛନ୍ତି।

ମୁମ୍ବାଇରେ ଏକା ରହୁଥିବା କାରଣରୁ ସେ ତାଙ୍କ ପାଇଁ ଖାଇବା ଆଣନ୍ତି ଏବଂ କହୁଥିଲେ କି ବେଟୁ ଖାଇବା ଖାଇଦିଅ। ସେ ବହୁତ ସ୍ନେହି ମଣିଷ ଥିଲେ।

ଉପାସନା ଖନ୍ନା ଆଗକୁ କହିଛନ୍ତି କି ତାଙ୍କୁ ଜଣା ଥିଲା କି ୨୦୧୫ରେ ତାଙ୍କ ଶରୀରରେ କୌଣସି ପ୍ରକାରର ଅସୁବିଧା ରହିଛି। ମଝିରେ ମଝିରେ ସେ କେତେକ ରୋଗର ଶୀକାର ମଧ୍ୟ ହୋଇଥାନ୍ତି।

ଉପାସନା ନିଜ କଥା ଶେଷ ହେବା ସମୟରେ କହିଛନ୍ତି ଗତ ୪ ମାସରେ ତାଙ୍କ ଦେହ ବହୁତ ଖରାପ ହୋଇଯାଇଥିଲା। ସେ ଏକ ଅନୁଭବି କଳାକାର ଥିଲେ ତାଙ୍କୁ ସେ ସବୁବେଳେ ମନେ ରଖିବେ।

Leave a Reply

Your email address will not be published. Required fields are marked *