ପ୍ରେମିକାଙ୍କ ସହିତ ସ୍ବାମୀଙ୍କୁ ରେ-ଡ ହ୍ୟାଣ୍ଡେଡ ଧରିଲେ ମହିଳା ,ତା ପରେ ଦୁଇଜଣଙ୍କ ମଧ୍ୟରେ ପ୍ରବଳ ମା-ର-ପି-ଟ,ଦେଖନ୍ତୁ ଫଟୋ।

ପ୍ରେମିକା ସହିତ ବୁଲିବା ଏବଂ ପୁଣି ତାକୁ ସପିଙ୍ଗ କରାଇବା ଜଣେ ଯୁବକଙ୍କୁ ଭାରି ପଡି ଯାଇଥିଲା। ସ୍ତ୍ରୀ ସ୍ବାମୀଙ୍କୁ ପ୍ରେମିକାଙ୍କ ସହିତ ଧରି ନେଇଥିଲେ।ବାସ ପୁଣି କ’ଣ ହୋଇଥିଲା, ଦମ୍ପତିଙ୍କ ମଧ୍ୟରେ ମା-ଡ-ପି-ଟ ଆରମ୍ଭ ହୋଇଯାଇଥିଲା ଏବଂ ରାସ୍ତା ଉପରେ ମଧ୍ୟ ବହୁତ ଡେରି ପର୍ଯ୍ୟନ୍ତ ହ-ଙ୍ଗା-ମା ହୋଇଥିଲା। ପୋ-ଲି-ସ ତାଙ୍କୁ ଥାନାକୁ ନେଇ ଆସିଥିଲେ। ସୋସିଆଲ ମିଡିଆରେ ମଧ୍ୟ ଏହି ଘଟଣା ଭା-ଇ-ରା-ଲ ହୋଇ ଯାଇଛି।ଦମ୍ପତି ଜଣେ ଅନ୍ୟ ଜଣଙ୍କ ଉପରେ ଆ-ରୋ-ପ ଲଗାଇ ଥା-ନାରେ ଅ-ଭି-ଯୋ-ଗ କରିଛନ୍ତି।

ମେରଠର ଗଡ଼ ରୋଡ ସ୍ଥିତ ନନ୍ଦିନୀ ପ୍ଲାଜାରେ ଜଣେ ଯୁବକ ପ୍ରେମିକାଙ୍କୁ ନେଇ ପହଞ୍ଚିଥିଲେ। ଯୁବକ ମୁଜଫ୍ଫରନଗର ନିବାସୀ ଅଟନ୍ତି ଏବଂ ମେରଠରେ ନିଜର ଡାକ୍ତରଖାନା ଚଲାଉଛନ୍ତି। କିଛି ସମୟ ପରେ ତାଙ୍କ ସ୍ତ୍ରୀ ମଧ୍ୟ ନନ୍ଦିନୀ ପ୍ଲାଜାରେ ପହଞ୍ଚି ଯାଇଥିଲେ।ସେ ସ୍ବାମୀଙ୍କୁ ଜଣେ ମହିଳାଙ୍କ ସହିତ ରେଡ ହ୍ୟାଣ୍ଡେଡ ଧରି ନେଇଥିଲେ ଏବଂ କଡା-କଥା କହିବା ଆରମ୍ଭ କରି ଦେଇଥିଲେ।

ଏହାପରେ ଦୁଇଜଣ ନିଜ ମଧ୍ୟରେ ହା-ତା-ହା-ତି ହେବାକୁ ଲାଗିଥିଲେ।ପଚରା ଯିବାରୁ ଜଣା ପଡିଥିଲା କି ମହିଳା କାଂଶୀରାମ କଲୋନୀରେ ରହୁଛନ୍ତି। ମହିଳା ଜଣଙ୍କ କହିଥିଲେ କି ତାଙ୍କ ସ୍ବାମୀ ଦୁଇ ମାସରୁ ତାଙ୍କୁ ଛାଡି କୈାଣସି ଅନ୍ୟ ମହିଳାଙ୍କ ସହିତ ସ-ମ୍ପ-ର୍କ-ରେ ଅଛନ୍ତି। ସୂଚନା ମାତ୍ରେ ସଙ୍ଗେସଙ୍ଗେ ପୋ-ଲି-ସ ପହଞ୍ଚିଥିଲେ ଏବଂ ତାଙ୍କୁ ଥା-ନା-କୁ ନେଇଆସିଥିଲେ।

ମହିଳା ଜଣଙ୍କ କହିଥିଲେ କି ବାହାଘର ପରେ ତାଙ୍କ ସ୍ବାମୀ ଜୈଦି ସୋସାଇଟର ଭଡ଼ା ଘରେ ରହିବାକୁ ଲାଗିଥିଲେ। ପାଖାପାଖି ଦେଢ଼ ମାସ ପୂର୍ବରୁ ସେ ତାଙ୍କୁ କାଶୀରାମ କଲୋନୀରେ ଛାଡ଼ି ଆସିଥିଲେ।ପରେ ତାଙ୍କୁ ଜଣା ପଡିଥିଲା କି ତାଙ୍କ ସ୍ବାମୀ ଅନ୍ୟ ମହିଳାମାନଙ୍କ ସ-ମ୍ପ-ର୍କ-ରେ ଅଛନ୍ତି।ସେ ଯୁବତୀ ମାନଙ୍କୁ ଫ-ଶା-ଉ-ଛ-ନ୍ତି ଏବଂ ପୁଣି ଛାଡ଼ି ଦେଉଛନ୍ତି। ସେହି, ଯୁବକ କହିଥିଲେ କି ମହିଳା ଜଣଙ୍କ ତାଙ୍କୁ ବିପଥଗାମୀ କରି ଦେଇଥିଲେ। ତାଙ୍କର ତିନୋଟି ଛୁଆ ଅଛନ୍ତି। କିନ୍ତୁ ଏହି କଥାକୁ ଲୁଚାଇ ଥିଲେ। ଏଥିପାଇଁ ତାଙ୍କ ସହିତ ଛାଡ଼-ପତ୍ରର ମା-ମ-ଲା ଚାଲୁ ରହିଛି।ସେ ତାଙ୍କୁ ଫ-ଶେ-ଇ-ବା ପାଇଁ ଚାହୁଁଛନ୍ତି।

ଏହି ଘଟଣାରେ ସିଓ ସିବିଲ ଲାଇନ ଦେବେଶ ସିଂହ କହିଛନ୍ତି କି ଦୁଇ ପକ୍ଷରୁ ଜଣେ ଅନ୍ୟ ଜଣଙ୍କ ଉପରେ ଆ-ରୋ-ପ ଲଗାଉଛନ୍ତି। ତଦନ୍ତ ପରେ ତଥ୍ୟଗୁଡିକ ଆଧାରରେ କାର୍ଯ୍ୟା-ନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *