ପ୍ରଥମେ ସେଲ୍ଫି କ୍ଲିକ କଲେ, ପରେ ହଜାର ଫୁଟ ଉଚ୍ଚାରୁ ଗର୍ଭବତୀ ପତ୍ନୀକୁ ଧ-କ୍କା ଦେଲେ

ତୁର୍କୀର ଜଣେ ଲୋକ ତା’ର ଗର୍ଭବତୀ ପତ୍ନୀକୁ ମା-ରିଥିବା ବିବା-ଦରେ ଫ-ସି-ରହିଛି। ତାହା ଉପରେ ଦୋ-ଷ ରହିଛି କି, ସେ ନିଜର ଗର୍ଭବତୀ ପତ୍ନୀକୁ ସାଙ୍ଗରେ ନେଇ ହଲିଡେ ସ୍ପଟକୁ ଯାଇଥିଲା। ସେଠାରେ ସେ ପ୍ରଥମେ ଏକ ସେଲ୍ଫି ନେଲା। ପରେ ତାଙ୍କ ପତ୍ନୀକୁ ତଳକୁ ଠେ-ଲି-ଦେଲା। ଯାହା ଫଳରେ ତାର ପତ୍ନୀ ଓ ଜନ୍ମ ହୋଇନଥିବା ପିଲା ଦୁହେଁ ମ-ରି-ଗଲେ।

ସେ ଦୁହେଁ କେଉଁଠି ବୁଲିବାକୁ ଯାଇଥିଲେ:

୪୦ ବର୍ଷୀୟ ହକାନ ଆୟସଲ ଓ ୩୨ ବର୍ଷୀୟ ସେମରା ଆୟସଲ ଦୁହେଁ ପତି ପତ୍ନୀ ଥିଲେ। ସେ ତୁର୍କୀର ମୁଗଲା ସହରକୁ ହଲିଡେ ପାଳନ କରିବାକୁ ଆସିଥିଲେ। ସେ ଦୁହେଁ ୧୦୦୦ ଫୁଟ ଉଚ୍ଚାର ବଟରଫ୍ଲାଇ ପାହାଡ଼କୁ ଚଡ଼ିଥିଲେ। ସେଠାରେ ସେ ଏକ ସେଲ୍ଫି କ୍ଲିକ କରିଥିଲେ। ପରେ ହକାନ ନିଜ ଗର୍ଭବତୀ ପତ୍ନୀକୁ ତଳକୁ ଠେ-ଲି ଦେଇଥିଲେ। କିନ୍ତୁ ସେ କୋ-ର୍ଟରେ ନିଜକୁ ନି-ର୍ଦୋଷ ବୋଲି କହୁଛନ୍ତି।

କେ-ସ କରିଥିବା ଲୋକ କ’ଣ ଦାବି କଲେ:

ସେହି ଘ-ଟ-ଣା-ରେ କେ-ସ କରିଥିବା ଜଣକ କହିଥିଲେ କି,” ହକାନ ପ୍ଲାନ କରି ନିଜ ପତ୍ନୀର ହ-ତ୍ୟା କରିଛି। ପ୍ରଥମେ ସେ ଏକ ୪୦ହଜାର ପାଉଣ୍ଡର ଏକ ଆକ୍ସି-ଡେଣ୍ଟ ଇନ୍ସୁ-ରାନ୍ସ କରିଥିଲା। ପରେ ତାର ପତ୍ନୀକୁ ୧୦୦୦ ଫୁଟ ଉଚ୍ଚାରୁ ତଳକୁ ଠେଲି ଦେଇଥିଲା”। କିନ୍ତୁ ହକାନକୁ ମିଳିନଥିଲା ତାଙ୍କ ପତ୍ନୀର ଆକ୍ସି-ଡେଣ୍ଟ ଇନ୍ସୁରାନ୍ସ। କାରଣ ହକାନ ଉପରେ କେ-ସ ଜାରି ରହିଛି।

ଅଭି-ଯୋଗ ପକ୍ଷ ଆଉ ମଧ୍ୟ ଦାବି କଲେ ଯେ, ହକାନ ସେଠାରେ ୩ଘଣ୍ଟା ଧରି ବସିଥିଲେ। ସେଠାରେ ସେ ଆଖପାଖରେ ଲୋକ ନଥିବା ସମୟକୁ ଅପେକ୍ଷା କରିଥିଲା। ପରେ ଫାଙ୍କା ଦେଖି ତା’ର ସ୍ତ୍ରୀକୁ ତଳକୁ ଠେଲି ଦେଇଥିଲା। ସେମରାଙ୍କ ଭାଇ କହିଥିଲେ କି, ” ତାଙ୍କ ପରିବାର ଯେତେବେଳେ ଫରେ-ନସିକ ମେଡ଼ିସିନ ଇନଷ୍ଟିଚ୍ୟୁଟକୁ ବଡି ଆଣିବାକୁ ଯାଉଥିଲେ। ସେତେବେଳେ ହକାନ ନିଜ କାରରେ ବିନା ଦୁଃଖରେ ବସିଥିଲେ”।

ବି-ପକ୍ଷ-ରେ ହକାନ କ’ଣ କହିଥିଲେ:

ସେମରାଙ୍କ ଭାଇ ଏହା ମଧ୍ୟ ଦାବି କରିଥିଲେ ଯେ, ହକାନଙ୍କୁ ଉଚ୍ଚ ସ୍ଥାନକୁ ଯିବାକୁ ଭୟ ଲାଗେ। ସେମରାଙ୍କୁ ଲୋନ ନେବାକୁ ପସନ୍ଦ ଲାଗେନାହିଁ। କିନ୍ତୁ ଯେବେ ତାଙ୍କର ମୃ-ତ୍ୟୁ ହେଲା ଜଣାଗଲା ଯେ, ହକାନ ନିଜ ପତ୍ନୀଙ୍କ ନାମରେ ୩ଟି ଲୋନ ନେଇଥିଲେ। ଏହାର ବିପକ୍ଷରେ ହକାନ କହିଥିଲେ ଯେ, “ସେ ୨୦୧୪ରୁ ଏକ୍ସଟ୍ରିମ ସ୍ପୋର୍ଟସ କୁ ନେଇ ପ୍ୟାସନେଟ ଥିଲେ। ଏହି କାରଣରୁ ସେ ବିବାହ ପୂର୍ବରୁ ଇନ୍ସୁରାନ୍ସ କରିନେଇ ଥିଲେ”।

ଆର୍ଟିକିଲରେ କ’ଣ ଲେଖାଥିଲା:

ଆକ୍ସି-ଡେଣ୍ଟ ପର୍ସନାଲ ଇନ୍ସୁରାନ୍ସର ଆର୍ଟିକିଲକୁ ପଡ଼ିବା ଦ୍ୱାରା ହକାନଙ୍କର ଚିନ୍ତା ବଡ଼ିଯାଇ ଥିଲା। ଏଥିରେ ଲେଖାଥିଲା ଯେ, ଯଦି ସେମରାଙ୍କର ମୃ-ତ୍ୟୁ ହୁଏ, ତେବେ ତାଙ୍କର ସମସ୍ତ ସମ୍ପତ୍ତି ହକାନଙ୍କର ହୋଇଯିବ। ଓ ଯଦି ହକାନଙ୍କ ମୃ-ତ୍ୟୁ ହୁଏ, ତେବେ ହକାନଙ୍କ ସମସ୍ତ ସମ୍ପତ୍ତି ଆୟସଲ ପରିବାରଙ୍କର ହୋଇଯିବ। କିନ୍ତୁ ହକାନ କହିଥିଲେ କି,” ମୁଁ ଏହି ପଲିସି କୁ ଭଲକୀ ପଡ଼ି ନଥିଲି। କେବଳ ତା’କୁ ଆଣିକି ପତ୍ନୀକୁ ଦେଇଥିଲି ସାଇନ କରିବା ପାଇଁ”।

ହକାନ କୋ-ର୍ଟରେ କ’ଣ ଦାବି କରୁଥିଲେ:

ହକାନ ବାରମ୍ବାର ଜର୍ଜଙ୍କୁ କହୁଥିଲେ ଯେ, ସେ ତାଙ୍କ ପତ୍ନୀକୁ ମା-ରି ନାହାନ୍ତି। ଫୋଟୋ ଉଠାଇବା ପରେ ସେମରା ମୋବାଇଲକୁ ନିଜ ବ୍ୟାଗରେ ରଖିଦେଇଥିଲେ। ପରେ ଯେତେବେଳେ ସେମରା ଫୋନ ମାଗିଲେ ହକାନ ତାଙ୍କ ବ୍ୟାଗରୁ ଫୋନ କାଡ଼ିବାକୁ ଯାଇଥିଲେ। ସେତିକିବେଳେ ସେମରାଙ୍କ ଚି-ତ୍କାର ଶୁଣିବାକୁ ପାଇଲେ। ପଛକୁ ଦେଖିଲା ବେଳକୁ ସେମରା ଆଉ ସେଠାରେ ନଥିଲେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *